ବରଦାସ୍ତ ହେଲାନି ପାକିସ୍ତାନର ହାର୍‌, ସାମ୍ବାଦିକଙ୍କ ଫୋନ୍‌ ଛଡ଼ାଇ ନେଲେ

ନୂଆଦିଲ୍ଲୀ: ସହି ପାରିଲେନି ହାର୍‌। ପାକିସ୍ତାନର ପରାଜୟ ବରଦାସ୍ତ ହେଲାନି। ଏସିଆ କପ୍‌ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ। ରାଗରେ ସାମ୍ବାଦକଙ୍କୁ କଲେ ଦୁର୍ବ୍ୟବହାର। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲି ଏସିଆ କପ୍‌ର ଫାଇନାଲ ମୁକାବିଲା ହୋଇଥିଲା। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ୍‌। ଏଥିରେ ପାକିସ୍ତାନକୁ ୨୩ ରନରେ […]

pcb-ceo-ramiz-raja

pcb-ceo-ramiz-raja

Madhupriya Mistry
  • Published: Monday, 12 September 2022
  • Updated: 12 September 2022, 11:47 AM IST

Sports

Latest News

ନୂଆଦିଲ୍ଲୀ: ସହି ପାରିଲେନି ହାର୍‌। ପାକିସ୍ତାନର ପରାଜୟ ବରଦାସ୍ତ ହେଲାନି। ଏସିଆ କପ୍‌ରେ ଶ୍ରୀଲଙ୍କା ଠାରୁ ପାକସ୍ତାନ ହାରିବା ପରେ ରାଗିଗଲେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ରମିଜ ରାଜା। ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ। ରାଗରେ ସାମ୍ବାଦକଙ୍କୁ କଲେ ଦୁର୍ବ୍ୟବହାର। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତକାଲି ଏସିଆ କପ୍‌ର ଫାଇନାଲ ମୁକାବିଲା ହୋଇଥିଲା। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ୍‌। ଏଥିରେ ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଷଷ୍ଠ ଥର ପାଇ ଟାଇଟଲ୍ ହାତେଇଛି ଲଙ୍କାବାହିନୀ। ପାକିସ୍ତାନର ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ରମିଜ ରାଜା ଷ୍ଟାଡିୟମ ବାହାରେ କିଛି ସାମ୍ବାଦିକଙ୍କ ସହ କଥା ହୋଇଥିଲେ। ଭାରତୀୟ ସାମ୍ବାଦିକମାନେ ପାକିସ୍ତାନର ପରାଜୟରେ ସେ ଦୁଃଖି କି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଶୁଣି ସେ ଅତ୍ୟନ୍ତ ରାଗିଯାଇଥିଲେ। ସମସ୍ତଙ୍କ ଅଗରେ ସାମ୍ବାଦିକଙ୍କୁ ଗାଳିଗୁଲଜ କରିଥିଲେ।

https://twitter.com/rohitjuglan/status/1569041944755544064?s=20&t=is_w5xn2ug1OXlxfvSPU_g

ମ୍ୟାଚ୍ ପରେ ଯେତେବେଳେ ଭାରତୀୟ ସାମ୍ବାଦିକ ରମିଜ ରାଜାଙ୍କୁ ପଚାରିଥିଲେ ଯେ ପାକିସ୍ତାନ ଜନସାଧାରଣଙ୍କୁ କିଛି କହିବେ କି ଆପଣ? ଏହା ଶୁଣିବା ପରେ ରାଗି ନିଆଁ ବାଣ ହୋଇଯାଇଥିଲେ ରମିଜ ରାଜା। ସେ ଏହି ପ୍ରଶ୍ନ ଉପରେ ଶୁଣିବା ପରେ ସମସ୍ତଙ୍କ ସାମ୍ନାରେ ସାମ୍ବାଦିକଙ୍କ ଫୋନ ଟାଣି ଆଣିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ​କିନ୍ତୁ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ ଭାନୁକା ରାଜପକ୍ଷେ, ଭାନିନ୍ଦୁ ହାସରାଙ୍ଗା ଏବଂ ଚାମିକା କରୁଣାତ୍ନେ ଚମତ୍କାର ବ୍ୟାଟିଂ କରିଥିଲେ। ସେମାନେ ପାକିସ୍ତାନ ଆଗରେ ବଡ ସ୍କୋର୍‌ର ପାହାଡ ଠିଆ କରିଥିଲେ। ପରେ ପାକିସ୍ତାନ ଦଳ ଏହି ସ୍କୋର୍‌କୁ ଆଉ କାଟି ପାରିନଥିଲା ଓ ବିଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story