ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କଲେ ଭାବିନା

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ଭାବିନାବେନ ପଟେଲ। ଭାବିନା ଟେବୁଲ୍ ଟେନିସ୍ ସେମିଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି। ସେ ମଧ୍ୟ ପ୍ରଥମ ଭାରତୀୟ ଭାବେ ପାରାଲିମ୍ପିକ୍ସର ଟେବୁଲ ଟେନିସ ସେମିରେ ସ୍ଥାନ ହାସଲ କରିବା ସହ ପଦକ ପକ୍କା କରିଛନ୍ତି। ଶୁକ୍ରବାର ମହିଳା ସିଙ୍ଗଲ୍ସ କ୍ଲାସ୍-୪ ବର୍ଗର କ୍ୱାର୍ଟର୍ ଫାଇନାଲରେ ଭାବିନା ସର୍ବିୟାର ବୋରିସ୍ଲାଭା ପେରିକ୍ ରାଙ୍କୋଭିକଙ୍କୁ ୧୧-୫, ୧୧-୬, ୧୧-୭ ଗେମରେ […]

Bhavinaben-Patel

Bhavinaben-Patel

Ranjit Kumar Jena
  • Published: Friday, 27 August 2021
  • Updated: 27 August 2021, 09:35 PM IST

Sports

Latest News

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ଭାବିନାବେନ ପଟେଲ। ଭାବିନା ଟେବୁଲ୍ ଟେନିସ୍ ସେମିଫାଇନାଲରେ ପ୍ରବେଶ କରି ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି। ସେ ମଧ୍ୟ ପ୍ରଥମ ଭାରତୀୟ ଭାବେ ପାରାଲିମ୍ପିକ୍ସର ଟେବୁଲ ଟେନିସ ସେମିରେ ସ୍ଥାନ ହାସଲ କରିବା ସହ ପଦକ ପକ୍କା କରିଛନ୍ତି।

ଶୁକ୍ରବାର ମହିଳା ସିଙ୍ଗଲ୍ସ କ୍ଲାସ୍-୪ ବର୍ଗର କ୍ୱାର୍ଟର୍ ଫାଇନାଲରେ ଭାବିନା ସର୍ବିୟାର ବୋରିସ୍ଲାଭା ପେରିକ୍ ରାଙ୍କୋଭିକଙ୍କୁ ୧୧-୫, ୧୧-୬, ୧୧-୭ ଗେମରେ ପରାସ୍ତ କରିଛନ୍ତି। ୩୪ ବର୍ଷୀୟା ଏହି ଭାରତୀୟ ତାରକା ସେମିଫାଇନାଲରେ ଚାଇନାର ଝାଙ୍ଗ ଏମଙ୍କୁ ଭେଟିବେ। ଭାବିନା ଅନ୍ତିମ-୧୬ ବା ପ୍ରି-କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ବ୍ରାଜିଲର ଜୟସ ଡି’ ଓଲିଭେରାଙ୍କୁ ୧୨-୧୦, ୧୩-୧୧, ୧୧-୬ ଗେମରେ ହରାଇ କ୍ୱାର୍ଟରରେ ସ୍ଥାନ ହାସଲ କରିଥିଲେ।

https://twitter.com/Tokyo2020hi/status/1431220095586611202?s=20

ସେମିଫାଇନାଲ୍ ମୁକାବିଲା ଆସନ୍ତାକାଲି ଭାରତୀୟ ସମୟାନୁସାରେ ସକାଳ ୬.୧୦ରେ ଖେଳାଯିବ। ଭାରତର ଅନ୍ୟତମ ଟେବୁଲ୍ ଟେନିସ୍ ତାରକା ସୋନଲବେନ୍ ମନୁଭାଇ ପଟେଲ୍ ଉଭୟ ଗ୍ରୁପ୍ ମ୍ୟାଚ୍ ହାରି ବିଦାୟ ନେଇଛନ୍ତି।

https://twitter.com/DeepaAthlete/status/1431222604421992448?s=20

ଅନ୍ତିମ-୪ରେ ପହଞ୍ଚିବା ପରେ ଭାବିନାଙ୍କର ପଦକ ପକ୍କା ହୋଇଛି। ଟୋକିଓ ପାରାଲିମ୍ପିକ୍ସ ଟେବୁଲ୍ ଟେନିସରେ ବ୍ରୋଞ୍ଜ ପଦକ ପ୍ଲେ-ଅଫ୍ ମୁକାବିଲା ହେବ ନାହିଁ ଏବଂ ସେମିଫାଇନାଲରେ ହାରିଥିବା ଉଭୟ ଖେଳାଳିଙ୍କୁ ବ୍ରୋଞ୍ଜ ପଦକ ମିଳିବ। ଭାରତୀୟ ପାରାଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଦୀପା ମଲିକ ଟ୍ୱିଟ୍ କରି ଏକ ଭିଡିଓରେ କହିଛନ୍ତି, ଭାବିନା ଓ ସାକିନା ଆମକୁ ଗର୍ବିତ କରିଛନ୍ତି। ଶନିବାର ସକାଳେ ପଦକର ରଙ୍ଗ କ’ଣ ହେବ, ତାହା ଜଣାପଡ଼ିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story