ଅଷ୍ଟ୍ରେଲିଆ ଓପନରେ ବିପର୍ଯ୍ୟୟ: ଡିଫେଣ୍ଡିଂ ଚାମ୍ପିୟନ ନାଡାଲ ବିଦା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନରେ ବଡ଼ଧରଣର ବିପର୍ଯ୍ୟୟ ଘଟିଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ରାଫେଲ ନାଡାଲ। ପ୍ରଥମେ ମ୍ୟାଚ୍‌ ବେଳେ ସେ ଆହତ ହୋଇଥିଲେ ପରେ ଆମେରିକାର ମ୍ୟାକେଞ୍ଜି ମ୍ୟାକଡୋନାଲ୍ଡଙ୍କ ଠାରୁ ୬-୪,୬-୪ ଓ ୭-୫ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଅଷ୍ଟ୍ରେଲିଆ ଓପନରୁ ନାଡାଲ ବିଦାୟ ନେଇଛନ୍ତି। ନାଡାଲଙ୍କ ବିଦାୟ ସମସ୍ତଙ୍କୁ ଚମକାଇ ଦେଇଥିବା ବେଳେ ଗ୍ରାଣ୍ଡ ସ୍ଲାମ ଟାଇଟଲ ରେସ୍‌ରେ ଟ୍ୱିଷ୍ଟ ଆସିଛି। ନାଡାଲ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିବାରୁ […]

Nadal

Nadal

Hemant Lenka
  • Published: Wednesday, 18 January 2023
  • Updated: 18 January 2023, 03:53 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନରେ ବଡ଼ଧରଣର ବିପର୍ଯ୍ୟୟ ଘଟିଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ରାଫେଲ ନାଡାଲ। ପ୍ରଥମେ ମ୍ୟାଚ୍‌ ବେଳେ ସେ ଆହତ ହୋଇଥିଲେ ପରେ ଆମେରିକାର ମ୍ୟାକେଞ୍ଜି ମ୍ୟାକଡୋନାଲ୍ଡଙ୍କ ଠାରୁ ୬-୪,୬-୪ ଓ ୭-୫ରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଅଷ୍ଟ୍ରେଲିଆ ଓପନରୁ ନାଡାଲ ବିଦାୟ ନେଇଛନ୍ତି।

ନାଡାଲଙ୍କ ବିଦାୟ ସମସ୍ତଙ୍କୁ ଚମକାଇ ଦେଇଥିବା ବେଳେ ଗ୍ରାଣ୍ଡ ସ୍ଲାମ ଟାଇଟଲ ରେସ୍‌ରେ ଟ୍ୱିଷ୍ଟ ଆସିଛି। ନାଡାଲ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିବାରୁ ୯ଥରର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ଙ୍କ ଉପରେ ସମସ୍ତଙ୍କ ଆଖି ରହିଛି। ସେ ୧୦ମ ଟାଇଟଲ ଜିତିବାକୁ ପ୍ରବଳ ଦାବିଦାର ହୋଇଯାଇଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ପ୍ରଥମ ସେଟ୍‌ରୁ ହିଁ ନାଡାଲଙ୍କୁ ମ୍ୟାକେଞ୍ଜି କଡ଼ା ଟକ୍କର ଦେଇଥିଲେ। ସେହିପରି ପ୍ରଥମ ସେଟକୁ ୬-୪ରେ ହାରି ସାରିଥିବା ନାଡାଲ ଦ୍ୱିତୀୟ ସେଟ୍‌ରେ ଆହତ ହୋଇଥିଲେ। ଏହି ସମୟରେ ସେ ୫-୩ରେ ପଛୁଆ ରହିଥିଲେ। ଆହତ ସତ୍ତ୍ୱେ ସେ ଲଢ଼େଇ କରିଥିଲେ। କିନ୍ତୁ ଦ୍ୱିତୀୟ ସେଟ୍‌କୁ ମଧ୍ୟ ୬-୪ରେ ହାରିଥିଲେ। ତୃତୀୟ ସେଟ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ହେଲେ ସ୍ପେନ ତାରକା ନାଡାଲ ୫-୭ରେ ଏହି ସେଟ୍‌କୁ ମଧ୍ୟ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story