କରୋନା ପାଇଁ ଦୁଇଟି ବିଶ୍ୱକପ ବାତିଲ କଲା ଫିଫା

ଦୁବାଇ: ମହାମାରୀ କରୋନାର ପ୍ରଭାବ ପୁଣିଥରେ କ୍ରୀଡ଼ା ଜଗତ ଉପରେ ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଫା କାଉନସିଲର ବ୍ୟୁରୋ ଆସନ୍ତାବର୍ଷ ହେବାକୁ ଥିବା ପୁରୁଷ ଅଣ୍ଡର-୨୦ ଓ ଅଣ୍ଡର-୧୭ ଫୁଟବଲ ବିଶ୍ୱକପକୁ ବାତିଲ କରିଛି। କରୋନା ସ୍ଥିତିରେ ସୁଧାର ଆସିଲେ ୨୦୨୩ରେ ଏହି ଦୁଇ ବିଶ୍ୱକପ ଖେଳାଯିବ। ଏହି ସମୟରେ ଅଣ୍ଡର-୨୦ ବିଶ୍ୱକପ ଇଣ୍ଡୋନେସିଆ ଓ ଅଣ୍ଡର-୧୭ ବିଶ୍ୱକପ ପେରୁ ଆୟୋଜନ କରିବ। ୨୦୨୧ରେ ବିଶ୍ୱକପ ହୋଇଥିଲେ ଏହି ଦୁଇ ଦେଶ ହୋଷ୍ଟିଂ ଦାୟିତ୍ୱ […]

ew

ew

Hemant Lenka
  • Published: Friday, 25 December 2020
  • Updated: 25 December 2020, 08:57 AM IST

Sports

Latest News

ଦୁବାଇ: ମହାମାରୀ କରୋନାର ପ୍ରଭାବ ପୁଣିଥରେ କ୍ରୀଡ଼ା ଜଗତ ଉପରେ ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଫା କାଉନସିଲର ବ୍ୟୁରୋ ଆସନ୍ତାବର୍ଷ ହେବାକୁ ଥିବା ପୁରୁଷ ଅଣ୍ଡର-୨୦ ଓ ଅଣ୍ଡର-୧୭ ଫୁଟବଲ ବିଶ୍ୱକପକୁ ବାତିଲ କରିଛି। କରୋନା ସ୍ଥିତିରେ ସୁଧାର ଆସିଲେ ୨୦୨୩ରେ ଏହି ଦୁଇ ବିଶ୍ୱକପ ଖେଳାଯିବ।

ଏହି ସମୟରେ ଅଣ୍ଡର-୨୦ ବିଶ୍ୱକପ ଇଣ୍ଡୋନେସିଆ ଓ ଅଣ୍ଡର-୧୭ ବିଶ୍ୱକପ ପେରୁ ଆୟୋଜନ କରିବ। ୨୦୨୧ରେ ବିଶ୍ୱକପ ହୋଇଥିଲେ ଏହି ଦୁଇ ଦେଶ ହୋଷ୍ଟିଂ ଦାୟିତ୍ୱ ପାଇଥାଆନ୍ତେ। ବିଶ୍ୱକପକୁ ଦୃଷ୍ଟିରେ ରଖି ଉଭୟ ଦେଶ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ କରିଥିଲେ।

ଫିଫା ପକ୍ଷରୁ କୁହାଯାଇଛି ଯେ ମହାମାରୀ କରୋନା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ଏବେ ବି ଚ୍ୟାଲେଞ୍ଜ ସୃଷ୍ଟି କରୁଛି। କାରଣ କରୋନା ପାଇଁ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଏକାଧିକ ରାଷ୍ଟ୍ର କଟକଣା ଲଗାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଷ୍ଟେକ ହୋଲ୍ଡର, ହୋଷ୍ଟ ମେମ୍ବର ଆସୋସିଏସନ ଓ ବିଭିନ୍ନ ଅଧିକାରୀଙ୍କ ସହ ଫିଫା ୨୦୨୧ ବିଶ୍ୱକପ ପାଇଁ ଆଲୋଚନା କରିଥିଲା।

କରୋନା କଟକଣା ଟୁର୍ଣ୍ଣାମେଣ୍ଟର ସଫଳତା ଦିଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ଓ ସମସ୍ତଙ୍କ ପରାମର୍ଶକ୍ରମେ ୨୦୨୧ରେ ହେବାକୁ ଥିବା ଦୁଇଟି ଯାକ ବିଶ୍ୱକପକୁ ବାତିଲ କରାଯାଇଛି। ଏବେ ୨୦୨୩ରେ ଏହା ଆୟୋଜନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story