ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କଲେ ଯୁବକ, ଦେଖନ୍ତୁ ଭିଡିଓ

ସିଡନୀ: ଐତିହାସିକ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥାଏ ଭାରତ-ନେଦରଲ୍ୟାଣ୍ଡସ ମ୍ୟାଚ୍‌। ଭାରତୀୟ ବୋଲର ଗୋଟିଏ ପରେ ଗୋଟିଏ ଡଚ୍‌ ଖେଳାଳିଙ୍କୁ ଆଉଟ କରୁଥିବା ଷ୍ଟାଡିୟମରେ ଥିବା ଦର୍ଶକମାନେ ମଧ୍ୟ ବେଶ ଉତ୍ସାହିତ ଥିଲେ। ହଠାତ୍‌ ଷ୍ଟାଡିୟମରେ ଲାଗିଥିବା ବଡ଼ ସ୍କ୍ରିନରେ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ ଜର୍ସିରେ ଥିବା ଜଣେ ଯୁବକ ହଠାତ୍‌ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ପାଖକୁ ଯାଇଥିଲେ। ସେ କିଛି ବୁଝିବା ଆଗରୁ ହଜାର ହଜାର ଦର୍ଶକଙ୍କ ଆଗରେ ଯୁବକ […]

ICC

ICC

Hemant Lenka
  • Published: Thursday, 27 October 2022
  • Updated: 27 October 2022, 05:37 PM IST

Sports

Latest News

ସିଡନୀ: ଐତିହାସିକ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥାଏ ଭାରତ-ନେଦରଲ୍ୟାଣ୍ଡସ ମ୍ୟାଚ୍‌। ଭାରତୀୟ ବୋଲର ଗୋଟିଏ ପରେ ଗୋଟିଏ ଡଚ୍‌ ଖେଳାଳିଙ୍କୁ ଆଉଟ କରୁଥିବା ଷ୍ଟାଡିୟମରେ ଥିବା ଦର୍ଶକମାନେ ମଧ୍ୟ ବେଶ ଉତ୍ସାହିତ ଥିଲେ। ହଠାତ୍‌ ଷ୍ଟାଡିୟମରେ ଲାଗିଥିବା ବଡ଼ ସ୍କ୍ରିନରେ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଥିଲା।

ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ ଜର୍ସିରେ ଥିବା ଜଣେ ଯୁବକ ହଠାତ୍‌ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ପାଖକୁ ଯାଇଥିଲେ। ସେ କିଛି ବୁଝିବା ଆଗରୁ ହଜାର ହଜାର ଦର୍ଶକଙ୍କ ଆଗରେ ଯୁବକ ଜଣଙ୍କ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ। ଏଥିସହ ସେ ତାଙ୍କୁ ମୁଦି ଦେଇ ‘ମୋତେ ବାହା ହେବ’ ବୋଲି ପ୍ରଶ୍ନ କରିଥିଲେ।

ଗର୍ଲଫ୍ରେଣ୍ଡ ଜଣଙ୍କ ବି ଏପରି ନିଆରା ପ୍ରପୋଜକୁ ସହଜରେ ଗ୍ରହଣ କରି ଯୁବକଙ୍କୁ କୁଣ୍ଢାଇ ପକାଇ ଥିଲେ। ହେଲେ ତାଙ୍କୁ ଏତେ ଲୋକଙ୍କ ଆଗରେ ଯୁବକ ଜଣଙ୍କ ପ୍ରପୋଜ୍‌ କରିବାରୁ ସେ ସାମାନ୍ୟ ଲାଜେଇ ଯାଇଥିଲେ।

ମ୍ୟାଚ୍‌ର ଦୃଶ୍ୟ ଦେଖାଇଥିବା କ୍ୟାମେରାରେ ଏହି ଘଟଣା ପୂରା କଏଦ ହୋଇଛି। କ୍ୟାମେରାକୁ ଦେଖି ପ୍ରେମିଯୁଗଳ ମଧ୍ୟ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଆଇସିସି ପକ୍ଷରୁ ଏହି ଦୃଶ୍ୟକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି।

View this post on Instagram

A post shared by ICC (@icc)

ଏହି ଭିଡିଓକୁ ଅନେକ ଲୋକ ଶେୟାର କରିବା ସହ ପ୍ରପୋଜ୍‌ କରିଥିବା ଭାରତୀୟ ପ୍ୟାନ୍ସଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରପୋଜ କରିବା ପରେ ଡଚ୍‌ ଟିମ୍‌ ୬.୧ ଓଭରରେ ୨୮ ରନ କରି ଦୁଇଟି ୱିକେଟ ହରାଇଥିଲା।

ବଡ଼ ସ୍କ୍ରିନରେ ପ୍ରପୋଜ ଭିଡିଓ ଦେଖାଯିବା ପରେ ଷ୍ଟାଡିୟମରେ ଥିବା ଲୋକମାନେ ମଧ୍ୟ ବେଶ ଉତ୍ସାହିତ ହୋଇ ପ୍ରେମିଯୁଗଳଙ୍କୁ ଶୁଭେଚ୍ଛା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story