ସୋଏବଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ସାନିଆ? ସୋଶାଲ ମିଡିଆ ପୋଷ୍ଟକୁ ନେଇ ହଇଚଇ

ହାଇଦ୍ରାବାଦ: ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଓ ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୧୨ ବର୍ଷର ବୈବାହିକ ଜୀବନ ପରେ ଉଭୟ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏସବୁ ଭିତରେ ସାନିଆଙ୍କ ସୋଶାଲ ମିଡିଆ ପୋଷ୍ଟ ଏହି ଖବରକୁ ଆହୁରି ତୀବ୍ର କରିଛି। ସାନିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୋଟିଏ ପୋଷ୍ଟ କରିଛନ୍ତି। ଏଥିରେ […]

sania

sania

Hemant Lenka
  • Published: Tuesday, 08 November 2022
  • Updated: 08 November 2022, 05:56 PM IST

Sports

Latest News

ହାଇଦ୍ରାବାଦ: ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଓ ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୧୨ ବର୍ଷର ବୈବାହିକ ଜୀବନ ପରେ ଉଭୟ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏସବୁ ଭିତରେ ସାନିଆଙ୍କ ସୋଶାଲ ମିଡିଆ ପୋଷ୍ଟ ଏହି ଖବରକୁ ଆହୁରି ତୀବ୍ର କରିଛି। ସାନିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୋଟିଏ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛି ଯେ “ଭାଙ୍ଗି ଯାଇଥିବା ହୃଦୟ କୁଆଡ଼େ ଯାଏ? ଆଲ୍ଲାଙ୍କୁ ଖୋଜିବା ପାଇଁ?”

ସାନିଆ ଯେବେ ଠାରୁ ଏପରି ପୋଷ୍ଟ କରଛନ୍ତି, ତା’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସାନିଆ ଓ ସୋଏବ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇ ସାରିଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଏ ସମ୍ପର୍କରେ ସୋଏବ କିମ୍ବା ସାନିଆ ବିଧିବଦ୍ଧ ଭାବେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହାନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୋଏବ ଓ ସାନିଆ ଏବେ ଅଲଗା ଅଲଗା ରହୁଛନ୍ତି। ସେମାନେ କେବଳ ନିଜ ପୁଅକୁ ଭେଟିବାକୁ ବେଳେବେଳେ ଏକାଠି ହେଉଛନ୍ତି। ଏହାବାଦ ଉଭୟଙ୍କ ମଧ୍ୟରେ ଆଉ କୌଣସି ପ୍ରକାରର ସମ୍ପର୍କ ନଥିବା କୁହାଯାଉଛି।

ଏହାପୂର୍ବରୁ ମଧ୍ୟ ସାନିଆ ନିଜ ପୁଅ ଇଜହାନଙ୍କ ସହ ଫଟୋ ଶେୟାର କରି ସେ ଏକା ହୋଇଯାଇଥିବା ପରୋକ୍ଷରେ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ।

୨୦୧୦ ମସିହା ଏପ୍ରିଲ ମାସରେ ଏହି ଦୁଇ ଷ୍ଟାର ଦମ୍ପତି ବିବାହ କରିଥିଲେ। ଇଜହାନ ନାମରେ ଏମାନଙ୍କର ୪ ବର୍ଷର ପୁଅ ମଧ୍ୟ ରହିଛନ୍ତି। ନିକଟରେ ସୋଏବ ଓ ସାନିଆ ମିଳିତ ଭାବେ ଦୁବାଇରେ ପୁଅର ଜନ୍ମଦିନ ପାଳନ କରିଥିଲେ। ଏହି ଫଟୋକୁ ସୋଏବ ମଲିକ ଶେୟାର କରିଥିଲେ। କିନ୍ତୁ ସାନିଆ କୌଣସି ଫଟୋ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ନଥିଲେ।

View this post on Instagram

A post shared by Sania Mirza (@mirzasaniar)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story