କାଲିଠୁ କଳିଙ୍ଗ ଷ୍ଟାଡିୟମରେ ଫୁଟ୍‌ବଲ୍ ମହାକୁମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଫୁଟବଲ୍ ମହାକୁମ୍ଭ। ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଉଦଘାଟନ ହେବ। ଏଥିପାଇଁ ସଜେଇ ହୋଇଛି ଷ୍ଟାଡିୟମ୍‌ରୁ ସାରା ରାଜଧାନୀ। ୧୨ ହଜାର କ୍ଷମତା ସମ୍ପର୍ଣ୍ଣ କଳିଙ୍ଗ ଷ୍ଟାଡିୟମ୍ ଅତି ସୁନ୍ଦର ଭାବେ ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ହୋଇଛି ରଙ୍ଗୀନ। ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ ଗୁଡ଼ିକୁ ନୂଆ ରୂପ ଦିଆଯାଇଛି। ତାସହ ଭୁବନେଶ୍ୱରର ବିଭିନ୍ନ […]

kalinga Stadium

kalinga Stadium

Madhupriya Mistry
  • Published: Monday, 10 October 2022
  • Updated: 10 October 2022, 01:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଫୁଟବଲ୍ ମହାକୁମ୍ଭ। ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଉଦଘାଟନ ହେବ। ଏଥିପାଇଁ ସଜେଇ ହୋଇଛି ଷ୍ଟାଡିୟମ୍‌ରୁ ସାରା ରାଜଧାନୀ।

୧୨ ହଜାର କ୍ଷମତା ସମ୍ପର୍ଣ୍ଣ କଳିଙ୍ଗ ଷ୍ଟାଡିୟମ୍ ଅତି ସୁନ୍ଦର ଭାବେ ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ହୋଇଛି ରଙ୍ଗୀନ। ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ ଗୁଡ଼ିକୁ ନୂଆ ରୂପ ଦିଆଯାଇଛି। ତାସହ ଭୁବନେଶ୍ୱରର ବିଭିନ୍ନ ଛକରେ ଫୁଟବଲ୍ ଫିଭର ଦେଖିବାକୁ ମିଳିଛି। ପୋଷ୍ଟର, ବ୍ୟାନରରେ ଝଲସୁଛି ରାସ୍ତାଘାଟ।

ଆୟୋଜକ ଭାରତ ସମେତ ବ୍ରାଜିଲ, ମରୋକୋ ଏବଂ ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ। ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ମରୋକୋ-ବ୍ରିଜଲ୍, ସଂଧ୍ୟାରେ ଭାରତ ଓ ଆମେରିକା ମଧ୍ୟରେ ହେବ ହାଇଭୋଲଟେଜ୍ ଫାଇଟ୍। ଚଳିତ ମାସ ୧୧, ୧୪ ଏବଂ ୧୭ ତାରିଖ ମୋଟ୍ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଗୋଆ ଓ ମହାରାଷ୍ଟ୍ରରେ ବି ବିଶ୍ୱକପ୍‌ର କିଛି ମ୍ୟାଚ୍ ଖେଳାଯିବ।

ସେପଟେ ଫୁଟବଲ୍ ବିଶ୍ୱକପ୍‌ ପାଇଁ ଚାରିସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡ଼ିୟମ। ଏନେଇ ଆଜି କଳିଙ୍ଗ ଷ୍ଟାଡ଼ିୟମ୍ ପହଞ୍ଚି ସୁରକ୍ଷା ସମୀକ୍ଷା କରିଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଭୁବନେଶ୍ୱର ଡିସିପିଙ୍କ ସମେତ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନସ୍ପେକ୍ଟର୍, ୧୦୦ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ଷ୍ଟାଡିୟମ୍ ଭିତରେ ସାଧା ପୋଷାକରେ ପୁଲିସ୍ ମୁତୟନ ରହିବେ। ପାର୍କିଂ ଆଉ ଟ୍ରାଫିକକୁ ପରିଚାଳନା କରିବା ସହ ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story