ବିରାଟଙ୍କ ହୋଟେଲ ରୁମ ଭିଡିଓ ଭାଇରାଲ, ନଥିବା ବେଳେ ହୋଇଥିଲା ଶୁଟ

ପର୍ଥ: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ବିରାଟଙ୍କ ଅନୁପସ୍ଥିତିରେ ତାଙ୍କ ହୋଟେଲ ରୁମ ଭିତରର ଭିଡିଓକୁ ଶୁଟିଂ କରାଯାଇଛି। ବିନା ଅନୁମତିରେ, ତା’ ପୁଣି ବିରାଟ ନଥିବା ବେଳେ ଭିଡିଓ ଶୁଟିଂ ହୋଇଥିବାରୁ ଏହାକୁ ସମସ୍ତେ ନିନ୍ଦା କରିଛନ୍ତି। ନିଜେ ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଗୋପନୀୟତା ଓ ସୁରକ୍ଷାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ବିରାଟ ପର୍ଥର […]

virat

virat

Hemant Lenka
  • Published: Monday, 31 October 2022
  • Updated: 31 October 2022, 04:53 PM IST

Sports

Latest News

ପର୍ଥ: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ବେଳେ ବିରାଟ କୋହଲିଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ବିରାଟଙ୍କ ଅନୁପସ୍ଥିତିରେ ତାଙ୍କ ହୋଟେଲ ରୁମ ଭିତରର ଭିଡିଓକୁ ଶୁଟିଂ କରାଯାଇଛି। ବିନା ଅନୁମତିରେ, ତା’ ପୁଣି ବିରାଟ ନଥିବା ବେଳେ ଭିଡିଓ ଶୁଟିଂ ହୋଇଥିବାରୁ ଏହାକୁ ସମସ୍ତେ ନିନ୍ଦା କରିଛନ୍ତି। ନିଜେ ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଗୋପନୀୟତା ଓ ସୁରକ୍ଷାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ବିରାଟ ପର୍ଥର ଯେଉଁ ହୋଟେଲରେ ରହୁଛନ୍ତି, ସେଠାକାର ଜଣେ କର୍ମଚାରୀ ହିଁ ଭିଡିଓକୁ ଶୁଟିଂ କରିଥିଲେ। ସେ ସୋଶାଲ ମିଡିଆରେ ଏହାକୁ ପୋଷ୍ଟ କରିଥିବା ବେଳେ ବିରାଟ ଆଜି ଏହାକୁ ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି। ବିରାଟ ଭିଡିଓ ସହ ନିଜର ଗୋପନୀୟତାକୁ ନେଇ ଗୋଟିଏ ଲେଖା ବି ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି, “ମୁଁ ବୁଝିପାରୁଛି ଯେ ଫ୍ୟାନ୍ସ ନିଜ ପସନ୍ଦର ଖେଳାଳିଙ୍କୁ ଦେଖି ବେଶ ଖୁସି ଓ ଉତ୍ସାହିତ ହୋଇଯାଆନ୍ତି। ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି। ଏହାକୁ ମୁଁ ସବୁବେଳେ ବେଶ ଖୁସିର ସହ ଗ୍ରହଣ କରେ। କିନ୍ତୁ ଏହି ଭିଡିଓ ବେଶ ଡରାଇବା ଭଳି ଘଟଣା। ଭିଡିଓ ଶୁଟ କରିଥିବା ଲୋକ ଜଣଙ୍କ ମୋତେ ମୋର ଗୋପନୀୟତାକୁ ନେଇ ଭୟଭୀତ କରାଇ ଦେଇଛନ୍ତି।

ଯଦି ହୋଟେଲ ରୁମରେ ମୋତେ ଗୋପନୀୟତା ମିଳିବ ନାହିଁ, ତା’ହେଲେ ମୁଁ କେଉଁଠି ଓ କେମିତି ବ୍ୟକ୍ତିଗତ ସ୍ପେସ ପାଇବି? ମୁଁ ଏହି ଘଟଣାରେ ଆଦୌ ଓକେ ନୁହେଁ। ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ଗୋପନୀୟତାରେ ଅନୁପ୍ରବେଶ। ଦୟା କରି ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ କରନ୍ତୁ। ଏହାକୁ ମନୋରଞ୍ଜନର ସାମଗ୍ରୀ ଭାବେ ବ୍ୟବହାର କରନ୍ତୁ ନାହିଁ।”

ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏପରି ଭିଡିଓ ଶୁଟିଂକୁ କଡ଼ା ବିରୋଧ କରିଛନ୍ତି। ଭିଡିଓ ଦେଖି ଅନେକ ଲୋକ ବିରାଟଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟର ଡାଭିଡ ୱାର୍ଣ୍ଣର ଏହାକୁ ନିନ୍ଦା କରିଛନ୍ତି।

View this post on Instagram

A post shared by Virat Kohli (@virat.kohli)

ସାମ୍ନାକୁ ଆସିଥିବା ଭିଡିଓର ଉପରେ 'King Kohli's Hotel Room' ଲେଖାଯାଇଛି। ଜଣେ ବ୍ୟକ୍ତି ପୂରା ରୁମ ଭିତରେ ବୁଲିବୁଲି ବିରାଟଙ୍କ ବିଭିନ୍ନ ଜିନିଷକୁ ରେକର୍ଡ କରିଛନ୍ତି। ବିରାଟ ବ୍ୟବହାର କରୁଥିବା ସ୍ୱାସ୍ଥ୍ୟ ଜନିତ ଜିନିଷ, ବିଭିନ୍ନ ଜୋତା, ଭାରତୀୟ ଜର୍ସି ଓ ଗ୍ଲୋବ୍ସ ଏବଂ ଟେବୁଲ ଉପରେ ରଖାଯାଇଥିବା ଚଷମା ଏବଂ କ୍ୟାପ୍‌ଗୁଡ଼ିକୁ ଦେଖିବାକୁ ମିଳୁଛି। ବିରାଟ ରୁମରେ ନଥିବା ବେଳେ ଏକାଧିକ କର୍ମଚାରୀ ଏପରି କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story