ଜାପାନ ଓପନ୍‌ ଖେଳିବେନି ପିଭି ସିନ୍ଧୁ

ହାଇଦ୍ରାବାଦ: ଆସନ୍ତା ସପ୍ତାହରେ ହେବାକୁ ଥିବା ଜାପାନ ଓପନ୍‌ ସିରିଜ୍‌ରେ ଭାଗ ନେବେନି ଅଲିମ୍ପିକ୍‌ରେ ରୌପ୍ୟ ପଦକ ବିଜୟୀନୀ ପି.ଭି.ସିନ୍ଧୁ। ଟୋକିଓରେ ହେବାକୁଥିବା କ୍ୱାର୍ଟରଫାଇନାଲରେ ସେ ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜୟୀନୀ କରୋଲିନା ମାରୀନଙ୍କୁ ଭେଟିବା ଆଶା କରାଯାଉଥିଲା। ଏହାସହ ସେପ୍ଟେମ୍ବର ୨୭ରେ ହେବାକୁ ଥିବା କୋରିଆ ଓପନ ଖେଳିବେ ନାହିଁ ବୋଲି ଜଣାପଡିଛି। ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ଡେନ୍‌ମାର୍କ ଓପନ ସିରିଜ୍‌ ପ୍ରିମିୟର ଖେଳିବେ ପି.ଭି ସିନ୍ଧୁ। ଏହାସହ ସେ ଟୋକିଓ ଯାଉନାହାନ୍ତି ବୋଲି […]

pv sindu

pv sindu

Rakesh Mallick
  • Published: Thursday, 15 September 2016
  • Updated: 15 September 2016, 10:25 PM IST

ହାଇଦ୍ରାବାଦ: ଆସନ୍ତା ସପ୍ତାହରେ ହେବାକୁ ଥିବା ଜାପାନ ଓପନ୍‌ ସିରିଜ୍‌ରେ ଭାଗ ନେବେନି ଅଲିମ୍ପିକ୍‌ରେ ରୌପ୍ୟ ପଦକ ବିଜୟୀନୀ ପି.ଭି.ସିନ୍ଧୁ। ଟୋକିଓରେ ହେବାକୁଥିବା କ୍ୱାର୍ଟରଫାଇନାଲରେ ସେ ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜୟୀନୀ କରୋଲିନା ମାରୀନଙ୍କୁ ଭେଟିବା ଆଶା କରାଯାଉଥିଲା।

ଏହାସହ ସେପ୍ଟେମ୍ବର ୨୭ରେ ହେବାକୁ ଥିବା କୋରିଆ ଓପନ ଖେଳିବେ ନାହିଁ ବୋଲି ଜଣାପଡିଛି। ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ଡେନ୍‌ମାର୍କ ଓପନ ସିରିଜ୍‌ ପ୍ରିମିୟର ଖେଳିବେ ପି.ଭି ସିନ୍ଧୁ। ଏହାସହ ସେ ଟୋକିଓ ଯାଉନାହାନ୍ତି ବୋଲି କହିଛନ୍ତି ସିନ୍ଧୁଙ୍କ କୋଚ୍‌ ପି.ଗୋପିଚାନ୍ଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos