ପଦ୍ମିନୀ ପୁଣି ଜିତିଲେ ଜାତୀୟ ପ୍ରିମିୟର ମହିଳା ଚେସ୍ ଚାମ୍ପିଅନ୍‌ସିପ୍‌

ଭୁବନେଶ୍ୱର: ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପ୍ରିମିୟର ମହିଳା ଚେସ୍ ଚାମ୍ପିଅନ୍‌ସିପ୍‌ରେ ପୁଣି ଚାମ୍ପିଅନ୍ ହୋଇଛନ୍ତି ଓଡ଼ିଆ ଝିଅ ପଦ୍ମିନୀ ରାଉତ। ସେ ୧୧ ରାଉଣ୍ଡରେ ୮ ପଏଣ୍ଟ୍ ପାଇ ଚାମ୍ପିଅନ୍ ହୋଇଛନ୍ତି। ଏହା ସହିତ ସେ ଲଗାତାର ତୃତୀୟ ଥର ପାଇଁ ସେ ଚାମ୍ପିଅନ୍ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ଟପଟେନ୍‌ ମହିଳା ଚେସ୍‌ ଖେଳାଳି ଭାଗ ନେଇଥିଲେ।

padmini

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 02:32 PM IST

Related story