ଟିଭି ଉପରେ ରାଗ ସୁଝାଇଲେ ପାକିସ୍ତାନୀ

ଲଣ୍ଡନ: ବିଶ୍ୱକପ୍‌ରେ ଭାରତଠୁ ପାକିସ୍ତାନ ମାତ୍ ଖାଇବା ପରେ ଗରଗର ପାକ୍ କ୍ରିକେଟ୍ ପ୍ରେମୀ।  କିଏ ରାଗରେ ଟିଭି କଚାଡ଼ି ଭାଙ୍ଗିଛି, ତ’ କିଏ ଏଲ୍ଇଡି ସ୍କ୍ରିନ୍ ଉପରେ ବି ରାଗ ଶୁଝାଇଛି।  ପାକିସ୍ତାନର ପୂର୍ବତନ କ୍ରିକେଟର୍ ସୋଏବ ଅଖତାର ବି ସର୍ଫରାଜଙ୍କ ଖରାପ କ୍ୟାପ୍ଟେନ୍‌ସିପକୁ ଜବରଦସ୍ତ ସମାଲୋଚନା କରିଛନ୍ତି। ପାକିସ୍ତାନର ଏହି ପୂର୍ବତନ ଦ୍ରୁତ ବୋଲର୍  ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଯେଉଁ ଭୁଲ କରିଥିଲା, ମାଞ୍ଚେଷ୍ଟରରେ ପାକିସ୍ତାନ ସେହି ଭୁଲ କଲା ବୋଲି […]

bcv-

bcv-

Tapas Behera
  • Published: Tuesday, 18 June 2019
  • Updated: 18 June 2019, 11:59 AM IST

Sports

Latest News

ଲଣ୍ଡନ: ବିଶ୍ୱକପ୍‌ରେ ଭାରତଠୁ ପାକିସ୍ତାନ ମାତ୍ ଖାଇବା ପରେ ଗରଗର ପାକ୍ କ୍ରିକେଟ୍ ପ୍ରେମୀ।  କିଏ ରାଗରେ ଟିଭି କଚାଡ଼ି ଭାଙ୍ଗିଛି, ତ’ କିଏ ଏଲ୍ଇଡି ସ୍କ୍ରିନ୍ ଉପରେ ବି ରାଗ ଶୁଝାଇଛି।  ପାକିସ୍ତାନର ପୂର୍ବତନ କ୍ରିକେଟର୍ ସୋଏବ ଅଖତାର ବି ସର୍ଫରାଜଙ୍କ ଖରାପ କ୍ୟାପ୍ଟେନ୍‌ସିପକୁ ଜବରଦସ୍ତ ସମାଲୋଚନା କରିଛନ୍ତି। ପାକିସ୍ତାନର ଏହି ପୂର୍ବତନ ଦ୍ରୁତ ବୋଲର୍  ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଯେଉଁ ଭୁଲ କରିଥିଲା, ମାଞ୍ଚେଷ୍ଟରରେ ପାକିସ୍ତାନ ସେହି ଭୁଲ କଲା ବୋଲି ସେ କହିଛନ୍ତି ।

ସର୍ଫରାଜ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଛାଡ଼ିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ସୋଏବ ।  କେବଳ ଏତିକି ନୁହେଁ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ବେଳେ ପଡ଼ିଆରେ କ୍ୟାପ୍ଟେନ ସର୍ଫରାଜ ହାଇ ମାରିବା ଦୃଶ୍ୟ ବି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।  ଏହାକୁ ନେଇ ପାକିସ୍ତାନର ଲକ୍ଷ ଲକ୍ଷ ପ୍ରଶଂସକ କ୍ଷୁବ୍ଧ ଥିବା ବେଳେ ମିଡିଆରେ ବି ଜୋରଦାର ଚର୍ଚ୍ଚା ଚାଲିଛି ।

କ୍ୟାପ୍ଟେନ ହୋଇ ଭାରତ ବିପକ୍ଷ ମ୍ୟାଚକୁ ହାଲୁକା ଭାବେ ନେବା ଓ ପଡିଆ ଭିତରେ ହାଇ ମାରିବା ଦୃଶ୍ୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ। ଏପଟେ ଭାରତରେ କିନ୍ତୁ କାଲି ରାତି ତମାମ୍ ଚାଲିଥିଲା ବିଜୟ ଉତ୍ସବ।  ବାଣ ଫୁଟାଇ, ତ୍ରିରଙ୍ଗା ଉଡ଼ାଇ ଖୁସି ମନାଇଥିଲେ କ୍ରିକେଟ୍ ପ୍ରେମୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story