୩୧ ବର୍ଷ ପରେ ଏହି ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ

ଲିଡ୍ସ: ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ ପୁଣି ପରାସ୍ତ ହୋଇଛି। ଏଠାରେ ଅନୁଷ୍ଠିତ ଅନ୍ତିମ ଦିନିକିଆରେ ପାକିସ୍ତାନ ୫୪ ରନରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛି। ଏଥିସହ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୪ରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ବାକି ଚାରୋଟି ମ୍ୟାଚରେ ଇଂଲଣ୍ଡ ସହଜ ବିଜୟ ସହ ସିରିଜକୁ ଏକତରଫା ଭାବେ ଜିତି ନେଇଛି। ଏହା ପୂର୍ବରୁ ଏକମାତ୍ର ଟି-୦ ମ୍ୟାଚରେ ମଧ୍ୟ ପାକିସ୍ତାନ ପରାସ୍ତ ହୋଇଥିଲା। ଉକ୍ତ […]

pak

pak

Hemant Lenka
  • Published: Monday, 20 May 2019
  • Updated: 20 May 2019, 03:35 PM IST

Sports

Latest News

ଲିଡ୍ସ: ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ ପୁଣି ପରାସ୍ତ ହୋଇଛି। ଏଠାରେ ଅନୁଷ୍ଠିତ ଅନ୍ତିମ ଦିନିକିଆରେ ପାକିସ୍ତାନ ୫୪ ରନରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛି। ଏଥିସହ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୪ରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ବାକି ଚାରୋଟି ମ୍ୟାଚରେ ଇଂଲଣ୍ଡ ସହଜ ବିଜୟ ସହ ସିରିଜକୁ ଏକତରଫା ଭାବେ ଜିତି ନେଇଛି। ଏହା ପୂର୍ବରୁ ଏକମାତ୍ର ଟି-୦ ମ୍ୟାଚରେ ମଧ୍ୟ ପାକିସ୍ତାନ ପରାସ୍ତ ହୋଇଥିଲା।

ଉକ୍ତ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୧ ରନ୍ କରିଥିଲା। ଜବାବରେ ପାକିସ୍ତାନ ୪୬.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୯୭ ରନ୍ କରି ପରାସ୍ତ ହୋଇଛି। ସର୍ଫରାଜ ଖାନଙ୍କ ନେତୃତ୍ୱରେ ପାକିସ୍ତାନର ଏହା କ୍ରମାଗତ ଦଶମ ପରାଜୟ। ଏହା ପୂର୍ବରୁ ୧୯୮୮ରେ ଇମ୍ରାନ୍ ଖାନଙ୍କ ନେତୃତ୍ୱରେ ପାକିସ୍ତାନ ଲଗାତାର ୧୦ ମ୍ୟାଚ୍ ହାରିଥିଲା। ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ପାକିସ୍ତାନ ଅଷ୍ଟ୍ରେଲିଆ ନିକଟରୁ ୫-୦ରେ ହାରିଥିଲା।

ବ୍ୟାଟିଂ ପାଇଁ ଅନୁକୂଳ ଏହି ପିଚରେ ୩୫୨ ରନର ଲକ୍ଷ୍ୟକୁ ପିଛା କରିବା ଆଦୌ କଷ୍ଟକର ନଥିଲା। କିନ୍ତୁ ପାକିସ୍ତାନ ଆରମ୍ଭରୁ ଲଗାତାର ତିନି ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ମଧ୍ୟକ୍ରମରେ ବାବର ଆଜମ ଓ ଅଧିନାୟକ ସର୍ଫରାଜ ଦମଦାର ବ୍ୟାଟିଂ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ପରେ ଭ୍ରମଣକାରୀ ଟିମ୍ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ୨୯୭ ରନରେ ଅଲଆଉଟ୍ ହୋଇଯାଇଥିଲା।

ବାବର ୮୩ ବଲରେ ୯ ଚୌକା ଓ ୧ ଛକା ସହ ୮୦ ଓ ସର୍ଫରାଜ ୮୦ ବଲରେ ୭ ଚୌକା ଓ ୨ ଛକା ସହ ୯୭ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସିଫ୍ ଅଲୀ (୨୨), ଇମାଦ୍ ୱାସିମ୍ (୨୫), ମହମ୍ମଦ ହସନେନ୍ (୨୮), ଶୋଏବ ମଲିକ୍ (୪), ଆବିଦ୍ ଅଲୀ (୫) ନିରାଶ କରିଥିଲେ। ଶାହୀନ ଶାହ ଆଫ୍ରିଦି ୧୯ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ କ୍ରିସ୍ ଓକ୍ସ ସର୍ବାଧିକ ୫ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ପ୍ରାୟ ସବୁ ବ୍ୟାଟ୍ସମ୍ୟାନ୍ କିଛି ନା କିଛି ଯୋଗଦାନ କରିଥିଲେ। ବିଶେଷକରି ମଧ୍ୟକ୍ରମରେ ଜୋ ରୁଟ୍ ଓ ଅଧିନାୟକ ଇଅନ୍ ମୋର୍ଗାନଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ରୁଟ୍ ୭୩ ବଲରେ ୯ ଚୌକା ସହ ୮୪ ଓ ମୋର୍ଗାନ୍ ୬୪ ବଲରେ ୪ ଚୌକା ଓ ୫ ଛକା ସହ ୭୬ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜେମ୍ସ ଭିନ୍ସ ୩୩, ଜନ୍ନି ବେୟାରଷ୍ଟୋ ୩୨, ଜୋସ ବଟଲର୍ ୩୪, ବେନ୍ ଷ୍ଟୋକ୍ସ ୨୧, କ୍ରିସ୍ ଓକ୍ସ ୧୩, ଡେଭିଡ୍ ୱିଲି ୧୪ ଓ ଟମ୍ କରାନ୍ ଅପରାଜିତ ୨୯ (୧୫ ବଲ୍, ୨ ଚୌକା, ୨ ଛକା) ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ଶାହୀନ୍ ଆଫ୍ରିଦି ୪ଟି ଓ ଇମାଦ୍ ୱାସିମ୍ ୩ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story