ବିଶ୍ୱ ସ୍ନୁକର ଟାଇଟଲ ଜିତିଲେ ଭାରତୀୟ ଯୋଡ଼ି

ନୂଆଦିଲ୍ଲୀ: ଭାରତର ପଙ୍କଜ ଆଡଭାନୀ ଓ ଆଦିତ୍ୟ ମେହେତା ଆଇବିଏସ୍‌ଏଫ୍‌ ୱାର୍ଲ୍ଡ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ ଟାଇଟଲ ଜିତି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି। ଟାଇଟଲ ମୁକାବିଲାରେ ପଙ୍କଜ ଓ ଆଦିତ୍ୟଙ୍କ ମୁକାବିଲା ଥାଇଲ୍ୟାଣ୍ଡ ଖେଳାଳିଙ୍କ ସହ ହୋଇଥିଲା। ତେବେ ଭାରତୀୟ ଯୋଡ଼ିଙ୍କ ଆଗରେ ଥାଇର ଦୁଇ ଖେଳାଳି ସଂପୂର୍ଣ୍ଣ ଭାବେ ଧରାଶାୟୀ ହୋଇ ଯାଇଥିଲେ। ଏହା ପଙ୍କଜଙ୍କ ୨୩ତମ ବିଶ୍ୱ ଟାଇଟଲ। ସେହିପରି ଆଦିତ୍ୟ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଗତ […]

wss

wss

Hemant Lenka
  • Published: Wednesday, 25 September 2019
  • Updated: 25 September 2019, 08:46 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପଙ୍କଜ ଆଡଭାନୀ ଓ ଆଦିତ୍ୟ ମେହେତା ଆଇବିଏସ୍‌ଏଫ୍‌ ୱାର୍ଲ୍ଡ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ ଟାଇଟଲ ଜିତି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି। ଟାଇଟଲ ମୁକାବିଲାରେ ପଙ୍କଜ ଓ ଆଦିତ୍ୟଙ୍କ ମୁକାବିଲା ଥାଇଲ୍ୟାଣ୍ଡ ଖେଳାଳିଙ୍କ ସହ ହୋଇଥିଲା। ତେବେ ଭାରତୀୟ ଯୋଡ଼ିଙ୍କ ଆଗରେ ଥାଇର ଦୁଇ ଖେଳାଳି ସଂପୂର୍ଣ୍ଣ ଭାବେ ଧରାଶାୟୀ ହୋଇ ଯାଇଥିଲେ। ଏହା ପଙ୍କଜଙ୍କ ୨୩ତମ ବିଶ୍ୱ ଟାଇଟଲ। ସେହିପରି ଆଦିତ୍ୟ ପ୍ରଥମଥର ପାଇଁ କୌଣସି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଗତ ସପ୍ତାହରେ ପଙ୍କଜ ୱାର୍ଲ୍ଡ ବିଲିୟାର୍ଡ ଟାଇଟଲ ଜିତିଥିଲେ।

ଫାଇନାଲ ମ୍ୟାଚ୍‌ର ପ୍ରଥମ ରାଉଣ୍ଡକୁ ଆଦିତ୍ୟ ବେଶ ଚମତ୍କାର ଢଙ୍ଗରେ ୬୫-୩୧ରେ ଜିତି ନେଇଥିଲେ। ତେବେ ପଙ୍କଜ ଭାରତର ବିଜୟ ଧାରାକୁ ଆଗକୁ ନେଇ ପାରି ନଥିଲେ। ସେ ଦ୍ୱିତୀୟ ରାଉଣ୍ଡକୁ ୯-୬୯ରେ ହାରି ଯାଇଥିଲେ। ତେବେ ତୃତୀୟ ରାଉଣ୍ଡକୁ ଭାରତ ୭୪-୮, ୪ର୍ଥ ରାଉଣ୍ଡକୁ ଥାଇ ଖେଳାଳି ୬୪-୨୧, ୫ମ ରାଉଣ୍ଡକୁ ଭାରତ ୫୫-୪୪, ୬ଷ୍ଠ ରାଉଣ୍ଡକୁ ଥାଇଲ୍ୟାଣ୍ଡ ୭୨-୨୩ ଓ ଶେଷ ରାଉଣ୍ଡକୁ ଭାରତ ୮୩-୯ରେ ଜିତି ନେଇଥିଲା।

ଏଥିସହ ୫-୨ରେ ମ୍ୟାଚ୍‌କୁ ଜିତି ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିଲା। ଏହା ପୂର୍ବରୁ ପଙ୍କଜ ଓ ଆଦିତ୍ୟ ଯୋଡ଼ି ସେମି ଫାଇନାଲରେ ଥାଇଲ୍ୟାଣ୍ଡକୁ ୪-୧ରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story