ଆଇସିସି ଟି-୨୦ ବିଶ୍ୱକପକୁ କ୍ୱାଲିଫାଏ କଲା ପିଏନଜି

ଦୁବାଇ: ପାପୁଆ ନ୍ୟୁ ଗିନି (ପିଏନଜି) କ୍ରିକେଟ୍ ଟିମ୍ ପୁରୁଷ ଟି-୨୦ ବିଶ୍ୱକପରେ ନିଜ ସ୍ଥାନ ପକ୍କା କରିନେଇଛି। ଆସନ୍ତାବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ପୁରୁଷ ଟି-୨୦ ବିଶ୍ୱକପ୍ ଖେଳାଯିବ। ଦୁବାଇରେ ଖେଳାଯାଇଥିବା କ୍ୱାଲିଫାୟର ମୁକାବିଲାରେ ପିଏନି ୪୫ ରନରେ କେନିୟାକୁ ହରାଇ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ତେବେ ପିଏନଜିର ଭାଗ୍ୟ ନେଦରଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ୍ ମ୍ୟାଚ୍ ଉପରେ ନିର୍ଭରଶୀଳ ଥିଲା। At one point today PNG were 19/6 against Kenya, with […]

png

png

Ranjit Kumar Jena
  • Published: Monday, 28 October 2019
  • Updated: 28 October 2019, 06:16 PM IST

Sports

Latest News

ଦୁବାଇ: ପାପୁଆ ନ୍ୟୁ ଗିନି (ପିଏନଜି) କ୍ରିକେଟ୍ ଟିମ୍ ପୁରୁଷ ଟି-୨୦ ବିଶ୍ୱକପରେ ନିଜ ସ୍ଥାନ ପକ୍କା କରିନେଇଛି। ଆସନ୍ତାବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ପୁରୁଷ ଟି-୨୦ ବିଶ୍ୱକପ୍ ଖେଳାଯିବ। ଦୁବାଇରେ ଖେଳାଯାଇଥିବା କ୍ୱାଲିଫାୟର ମୁକାବିଲାରେ ପିଏନି ୪୫ ରନରେ କେନିୟାକୁ ହରାଇ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ତେବେ ପିଏନଜିର ଭାଗ୍ୟ ନେଦରଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ୍ ମ୍ୟାଚ୍ ଉପରେ ନିର୍ଭରଶୀଳ ଥିଲା।

ବିଶ୍ୱକପକୁ କ୍ୱାଲିଫାଏ ପାଇଁ ନେଦରଲ୍ୟାଣ୍ଡକୁ ୧୨.୩ ଓଭରରେ ସ୍କଟଲ୍ୟାଣ୍ଡକୁ ହରାଇବାର ଥିଲା, କିନ୍ତୁ ସେମାନେ ଏହି କରିବାରେ ବିଫଳ ହୋଇଥିଲେ। ସ୍କଟଲ୍ୟାଣ୍ଡ୍ ଟିମ୍ ୮ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା। ଜବାବରେ ନେଦରଲ୍ୟାଣ୍ଡ ୧୭ ଓଭରରେ ୬ ୱିକେଟ୍ ହରାଇ ୧୩୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା କିନ୍ତୁ ଏହି ସେମାନେ ପିଏନଜିକୁ ଟି-୨୦ ବିଶ୍ୱକପ୍ କ୍ୱାଲିଫାଏ କରିବାରୁ ରୋକିପାରିନଥିଲେ। ଏହାସହ ପିଏନଜି ଟି-୨୦ ବିଶ୍ୱକପକୁ କ୍ୱାଲିଫାଏ କରି ଇତିହାସ ରଚିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପିଏନଜି ଟିମ୍ ୪ ଓଭରରେ ମାତ୍ର ୧୯ ରନରେ ୬ ୱିକେଟ୍ ହରାଇସାରିଥିଲା। ଏହି ସମୟରେ ନର୍ମାନ୍ ଭାନୁଆ ୪୮ ବଲରେ ୫୪ ରନର ଦମଦାର ଇନିଂସ୍ ଖେଳିଥିଲେ, ଯାହା ବଳରେ ପିଏନଜି ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୮ ରନର ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା।

୧୯୯ ରନର ବିଜୟଲକ୍ଷ୍ୟର ପିଛା କରୁଥିବା କେନିୟା ଟିମ୍ ୧୮.୪ ଓଭରରେ ମାତ୍ର ୭୩ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହ ପିଏନଜି ଟିମ୍ ଗ୍ରୁପ୍‌-ଏ'ରେ ୬ଟିରୁ ୫ ମ୍ୟାଚ୍ ଜିତି ଶୀର୍ଷରେ ରହିଥିଲା। ଅନ୍ୟପକ୍ଷରେ ପିଏନଜି ବ୍ୟତୀତ ଆୟର୍ଲ୍ୟାଣ୍ଡ ଟିମ୍ ମଧ୍ୟ ଟି-୨୦ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିବାରେ ସଫଳ ହୋଇଛି। ଆୟର୍ଲ୍ୟାଣ୍ଡ ୬ଟିରୁ ୪ ମ୍ୟାଚ୍ ଜିତିଛି ଏବଂ ଉନ୍ନତ ନେଟ୍ ରନରେଟ୍ ସହ ଶୀର୍ଷରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story