‘ବିସ୍କୁଟ୍‌ ଟ୍ରଫି’ ପରେ ‘ଓୟେ ହୋୟେ କପ୍‌’ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଥଟ୍ଟା

ଇସ୍‌ଲାମାବାଦ୍‌: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ସଫଳତାକୁ ନେଇ ଯେତିକି ଚର୍ଚ୍ଚିତ ନୁହେଁ ଅଜବ କାରନାମା ପାଇଁ ଅଧିକ ଚର୍ଚ୍ଚାରେ ରହି ଆସିଛି। କେତେବେଳେ ବିବାଦ ତ କେତେବେଳେ ମଜାଦାର ଘଟଣା ସବୁ ପାଇଁ ସୋଶାଲ ମିଡିଆରେ ଭୟଙ୍କର ଟ୍ରୋଲିଂର ଶିକାର ହୋଇଥାଏ ପିସିବି। ଗତ କିଛି ଦିନ ତଳେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ବିସ୍କୁଟ୍‌ ଟ୍ରଫିକୁ ନେଇ ସୋଶାଲ ମିଡିଆ ବେଶ୍‌ ମୁଖର ହୋଇଥିଲା। ଆଉ ଏବେ ଟ୍ୱିଟାଳୀଙ୍କୁ ନୂତନ ଖୋରାକ ଯୋଗାଇଛି ‘ଓୟେ ହୋୟେ […]

oye-hoye

oye-hoye

Subrat Kumar Nayak
  • Published: Friday, 16 November 2018
  • Updated: 16 November 2018, 05:27 PM IST

Sports

Latest News

ଇସ୍‌ଲାମାବାଦ୍‌: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ସଫଳତାକୁ ନେଇ ଯେତିକି ଚର୍ଚ୍ଚିତ ନୁହେଁ ଅଜବ କାରନାମା ପାଇଁ ଅଧିକ ଚର୍ଚ୍ଚାରେ ରହି ଆସିଛି। କେତେବେଳେ ବିବାଦ ତ କେତେବେଳେ ମଜାଦାର ଘଟଣା ସବୁ ପାଇଁ ସୋଶାଲ ମିଡିଆରେ ଭୟଙ୍କର ଟ୍ରୋଲିଂର ଶିକାର ହୋଇଥାଏ ପିସିବି। ଗତ କିଛି ଦିନ ତଳେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ବିସ୍କୁଟ୍‌ ଟ୍ରଫିକୁ ନେଇ ସୋଶାଲ ମିଡିଆ ବେଶ୍‌ ମୁଖର ହୋଇଥିଲା। ଆଉ ଏବେ ଟ୍ୱିଟାଳୀଙ୍କୁ ନୂତନ ଖୋରାକ ଯୋଗାଇଛି ‘ଓୟେ ହୋୟେ କପ୍‌’।
https://twitter.com/TheRealPCB/status/1063004825674244097

‘ଓୟେ ହୋୟେ କପ୍‌ ୨୦୧୮’କୁ ବ୍ରାଇଟୋ ପେଣ୍ଟସ୍‌ କମ୍ପାନୀ ସ୍ପନଶର୍‌ କରିଥିବା ଜଣାପଡ଼ିଛି। ପାକିସ୍ତାନ ଅଧିନାୟକ ସର୍ଫରାଜ୍‌ ଅହମ୍ମଦ ଏବଂ ଏବଂ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଏହି କପ୍‌ ସହିତ ଏକ ଫଟୋ ଛାଡ଼ିବାପରେ ହିଁ ସୋଶାଲ ମିଡିଆରେ ‘ଓୟେ ହୋୟେ’କୁ ନେଇ ଥଟ୍ଟା ମଜା ଆରମ୍ଭ ହୋଇଛି।

ପାକିସ୍ତାନୀ କ୍ରିକେଟ୍‌ ଫ୍ୟାନ୍‌ ମଧ୍ୟ ଶସ୍ତା ଲୋକପ୍ରିୟତା ପାଇଁ ପିସିବିର ଏଭଳି ଅଜବ ନାମକରଣ ପ୍ରୟାସକୁ ସମାଲୋଚନା କରିଛନ୍ତି। କିଛି ଲୋକ ତ କହିଛନ୍ତି ନ୍ୟୁଜିଲ୍ୟାଣ୍ଡ ବୋଧେ ଏ ଟ୍ରଫି ନନେବା ଉଦ୍ଦେଶ୍ୟରେ ଜାଣି ଜାଣି ହାରିଯିବା ଉଚିତ ଭାବିବ।
https://twitter.com/NJagnani/status/1063088578144624640
https://twitter.com/MukulChatterje6/status/1063295462264909824
https://twitter.com/mohit_sharma__/status/1063306944444805120
https://twitter.com/WeirdlyProbable/status/1063271633715003393

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos