ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

କରାଚି: କରୋନା ଭାଇରସ ପାଇଁ ଇଣ୍ଡିଆନ୍ ପ୍ରମିୟମ ଲିଗ୍ ଭଳି ଏସିଆ କପ୍ ମଧ୍ୟ ବାତିଲ୍ ହୋଇପାରେ। ଏଭଳି ଚର୍ଚ୍ଚା ହେଉଥିବା ଖବରକୁ ଖଣ୍ଡନ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ଚଳିତ ଥର ଏସିଆ କପର ଆୟୋଜକ ରହିଛି ପାକିସ୍ତାନ। ପିସିବିର ସିଇଓ ଓ୍ୱାସିମ୍ ଖାନ୍ କହିଛନ୍ତି, ଚଳିତବର୍ଷ ଏସିଆ କପର ଆୟୋଜନ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୟୁଏଇ ନହେଲେ ଶ୍ରୀଲଙ୍କାରେ ହୋଇପାରେ। ପାକିସ୍ତାନରେ କିନ୍ତୁ ଏସିଆ କପ୍ ହେବ ନାହିଁ ବୋଲି ଓ୍ୱାସିମ୍ ସ୍ପଷ୍ଟ କରିଛନ୍ତି। […]

ASIA CUP

ASIA CUP

Subhransu Sekhar
  • Published: Wednesday, 24 June 2020
  • Updated: 24 June 2020, 05:22 PM IST

କରାଚି: କରୋନା ଭାଇରସ ପାଇଁ ଇଣ୍ଡିଆନ୍ ପ୍ରମିୟମ ଲିଗ୍ ଭଳି ଏସିଆ କପ୍ ମଧ୍ୟ ବାତିଲ୍ ହୋଇପାରେ। ଏଭଳି ଚର୍ଚ୍ଚା ହେଉଥିବା ଖବରକୁ ଖଣ୍ଡନ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ଚଳିତ ଥର ଏସିଆ କପର ଆୟୋଜକ ରହିଛି ପାକିସ୍ତାନ।

ପିସିବିର ସିଇଓ ଓ୍ୱାସିମ୍ ଖାନ୍ କହିଛନ୍ତି, ଚଳିତବର୍ଷ ଏସିଆ କପର ଆୟୋଜନ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୟୁଏଇ ନହେଲେ ଶ୍ରୀଲଙ୍କାରେ ହୋଇପାରେ। ପାକିସ୍ତାନରେ କିନ୍ତୁ ଏସିଆ କପ୍ ହେବ ନାହିଁ ବୋଲି ଓ୍ୱାସିମ୍ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, "ପାକିସ୍ତାନ ଟିମ୍ ସେପ୍ଟେମ୍ୱର ୨ରେ ଇଂଲଣ୍ଡରୁ ଫେରିବ। ଏହାପରେ ସେପ୍ଟେମ୍ୱର କିମ୍ୱା ଅକ୍ଚୋବରରେ ପାକିସ୍ତାନ ଏସିଆ କପ୍ ଆୟୋଜନ କରିପାରିବ। ହେଲେ ଠିକ୍ ସମୟରେ ଭେନ୍ୟୁ ବାବଦରେ ସ୍ପଷ୍ଟ କରାଯିବ। ଶ୍ରୀଲଙ୍କାରେ କରୋନା ମାମଲା ସେତେ ଅଧିକ ନାହିଁ। ଯଦି ଶ୍ରୀଲଙ୍କା ଏସିଆ କପ୍ ଆୟୋଜନ କରିନପାରିବ ତା’ହେଲେ ୟୁଏଇରେ ଆୟୋଜନ କରିବାକୁ ପାକିସ୍ତାନ ଚିନ୍ତା କରିବ"।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story