କରାଚି: କରୋନା ଭାଇରସ ପାଇଁ ଇଣ୍ଡିଆନ୍ ପ୍ରମିୟମ ଲିଗ୍ ଭଳି ଏସିଆ କପ୍ ମଧ୍ୟ ବାତିଲ୍ ହୋଇପାରେ। ଏଭଳି ଚର୍ଚ୍ଚା ହେଉଥିବା ଖବରକୁ ଖଣ୍ଡନ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ଚଳିତ ଥର ଏସିଆ କପର ଆୟୋଜକ ରହିଛି ପାକିସ୍ତାନ।
ପିସିବିର ସିଇଓ ଓ୍ୱାସିମ୍ ଖାନ୍ କହିଛନ୍ତି, ଚଳିତବର୍ଷ ଏସିଆ କପର ଆୟୋଜନ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୟୁଏଇ ନହେଲେ ଶ୍ରୀଲଙ୍କାରେ ହୋଇପାରେ। ପାକିସ୍ତାନରେ କିନ୍ତୁ ଏସିଆ କପ୍ ହେବ ନାହିଁ ବୋଲି ଓ୍ୱାସିମ୍ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, "ପାକିସ୍ତାନ ଟିମ୍ ସେପ୍ଟେମ୍ୱର ୨ରେ ଇଂଲଣ୍ଡରୁ ଫେରିବ। ଏହାପରେ ସେପ୍ଟେମ୍ୱର କିମ୍ୱା ଅକ୍ଚୋବରରେ ପାକିସ୍ତାନ ଏସିଆ କପ୍ ଆୟୋଜନ କରିପାରିବ। ହେଲେ ଠିକ୍ ସମୟରେ ଭେନ୍ୟୁ ବାବଦରେ ସ୍ପଷ୍ଟ କରାଯିବ। ଶ୍ରୀଲଙ୍କାରେ କରୋନା ମାମଲା ସେତେ ଅଧିକ ନାହିଁ। ଯଦି ଶ୍ରୀଲଙ୍କା ଏସିଆ କପ୍ ଆୟୋଜନ କରିନପାରିବ ତା’ହେଲେ ୟୁଏଇରେ ଆୟୋଜନ କରିବାକୁ ପାକିସ୍ତାନ ଚିନ୍ତା କରିବ"।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।
National
୨୦ରେ ଟ୍ରମ୍ପଙ୍କ ଶପଥ, ଯୋଗ ଦେବେ ଜୟଶଙ୍କର
ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ।
National
ରାତି ସାରା ଷ୍ଟୋଭ୍ରେ ବସିଥିଲା ଛୋଲେ, ସକାଳୁ ଚାଲିଗଲା ଦୁଇ ଜୀବନ
ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।