ଗାଙ୍ଗୁଲି ଓ ଗାଭାସ୍କର ପାଇବେ ଏହି ବଡ଼ ସମ୍ମାନ

ରାଞ୍ଚି: ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ (ଆଇସିଏ)ର ମୁଖ୍ୟ ଅଶୋକ ମଲହୋତ୍ରା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କରଙ୍କୁ ଆଇସିଏର ସଦସ୍ୟ କରିବାକୁ ଚାହାନ୍ତି। ଏକ ରିପୋର୍ଟ ଅନୁଯାୟୀ, ମଲହୋତ୍ରା କେବଳ ଗାଙ୍ଗୁଲି ଓ ଗାଭାସ୍କରଙ୍କୁ ଆଇସିଏ ସଦସ୍ୟତା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି, ବରଂ ସେ ପୂର୍ବତନ ଖେଳାଳିଙ୍କୁ ପେନସନ୍ ଉପରେ ପୁଣିଥରେ ବିଚାର କରିବାକୁ ଚାହାନ୍ତି। ଗାଙ୍ଗୁଲି ଓ ଗାଭାସ୍କରଙ୍କ ସଦସ୍ୟତା […]

sunny-and-saurav

sunny-and-saurav

Ranjit Kumar Jena
  • Published: Sunday, 20 October 2019
  • Updated: 20 October 2019, 06:39 PM IST

Sports

Latest News

ରାଞ୍ଚି: ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ (ଆଇସିଏ)ର ମୁଖ୍ୟ ଅଶୋକ ମଲହୋତ୍ରା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କରଙ୍କୁ ଆଇସିଏର ସଦସ୍ୟ କରିବାକୁ ଚାହାନ୍ତି। ଏକ ରିପୋର୍ଟ ଅନୁଯାୟୀ, ମଲହୋତ୍ରା କେବଳ ଗାଙ୍ଗୁଲି ଓ ଗାଭାସ୍କରଙ୍କୁ ଆଇସିଏ ସଦସ୍ୟତା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି, ବରଂ ସେ ପୂର୍ବତନ ଖେଳାଳିଙ୍କୁ ପେନସନ୍ ଉପରେ ପୁଣିଥରେ ବିଚାର କରିବାକୁ ଚାହାନ୍ତି।

ଗାଙ୍ଗୁଲି ଓ ଗାଭାସ୍କରଙ୍କ ସଦସ୍ୟତା ଦେବା ମାମଲାରେ ମଲହୋତ୍ରା କହିଛନ୍ତି, ଆମେ ଉଭୟ ଗାଭାସ୍କର ଓ ଗାଙ୍ଗୁଲିଙ୍କୁ ଆଇସିଏର ସଦସ୍ୟ ହେବା ପାଇଁ ଆମନ୍ତ୍ରିତ କରିବୁ। କିମ୍ବଦନ୍ତୀ କ୍ରିକେଟରଙ୍କ ବିନା କ୍ରିକେଟ୍ ଆସୋସିଏସନ୍ ହୋଇପାରିବ ନାହିଁ। ଏବେ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି, ତେଣୁ ଆମେ ତାଙ୍କ ଉପସ୍ଥିତି ଆଶା କରୁଛୁ। ଆମେ ବିନା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟରେ ତାଙ୍କୁ ସମ୍ମାନଜନକ ସଦସ୍ୟତା ପ୍ରଦାନ କରିବାକୁ ଚାହିଁବୁ।

ଆଇସିଏରେ ପାଖାପାଖି ୧୫୦୦ ସଦସ୍ୟ ଅଛନ୍ତି। ମଲହୋତ୍ରା ନିର୍ଦ୍ୱନ୍ଦ୍ୱରେ ଆଇସିଏର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ପୁରୁଷ ଆଇସିଏ ପ୍ରତିନିଧି ଭାବେ ଅଂଶୁମାନ ଗାଏକ୍ୱାଡ କୀର୍ତ୍ତି ଆଜାଦ ଓ ରାକେଶ ଧ୍ରୁବଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ରଙ୍ଗାସ୍ୱାମୀ ଏକମାତ୍ର ମହିଳା ପ୍ରାର୍ଥୀ ଥିଲେ ଏବଂ ସ୍ୱୟଂଚାଳିତ ଭାବେ ନିର୍ବାଚିତ ହୋଇଥିଲେ। ହିତେଶ ମଜୁମଦାର ସମ୍ପାଦକ ଚୟନ ହୋଇଥିବା ବେଳେ ବି. କ୍ରିଷ୍ଣାମୂର୍ତ୍ତି କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ପ୍ରଥମଥର ପାଇଁ ବିସିସିଆଇ ଏକ ଖେଳାଳି ସଂଘକୁ କୌଣସି ମାନ୍ୟତା ପ୍ରଦାନ କରିଛି।

ଲୋଧା ପ୍ୟାନେଲ ତା'ର ପ୍ରସ୍ତାବରେ ଏହାର ଜୋରଦାର ସୁପାରିସ୍ କରିଥିଲା। ଆଇସିଏର ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାଶନାଲ୍ କ୍ରିକେଟର୍ସ ଆସୋସିଏସନ୍ (ଏଫଆଇସିଏ) ସହ କୌଣସି ସମ୍ପର୍କ ନାହିଁ। କେବଳ ସନ୍ନ୍ୟାସ ନେଇସାରିଥିବା ଭାରତୀୟ କ୍ରିକେଟରଙ୍କୁ ହିଁ ଆଇସିଏର ସଦସ୍ୟତା ପ୍ରଦାନ କରିବାକୁ ଅନୁମତି ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story