ପୁରୁଷ ଦିନିକିଆରେ ପ୍ରଥମ ମହିଳା ଅମ୍ପାୟାର

ଦୁବାଇ: କ୍ରିକେଟ୍‌ ଇତିହାସରେ ଏକ ନୂଆ ଅଧାୟକ ଯୋଡ଼ି ହୋଇଯାଇଛି। ପ୍ରଥମଥର ପାଇଁ ପୁରୁଷ କ୍ରିକେଟ୍‌ ଦିନିକିଆ ମ୍ୟାଚ୍‌ରେ ଜଣେ ମହିଳା ଅମ୍ପାୟାରଙ୍କୁ ଆଇସିସି ତାଲିକାରେ ସ୍ଥାନ ଦେଇଛି। ତାଙ୍କ ନାଁ କ୍ଲେୟାର ପୋଲୋସାକ । ଏହି ୩୧ ବର୍ଷୀୟ ଅଷ୍ଟ୍ରେଲିଆ ମହିଳା ୱାଲର୍ଡ କ୍ରିକେଟ୍‌ ଲିଗ୍‌ ଡିଭିଜନ୍‌ ୨ର ଫାଇନାଲ୍‌ ମ୍ୟାଚ୍‌ରେ ଅମ୍ପାୟାରିଂ କରିବେ। ଏହି ମ୍ୟାଚ୍‌ଟି ଓମାନ ଓ ନାମ୍ବିଆ ମଧ୍ୟରେ ଖେଳାଯିବ। ୨୦୧୭ରେ କ୍ଳେୟର ପୋଲୋସାକ ଅଷ୍ଟ୍ରେଲିଆର ଡୋମେଷ୍ଟିକ୍‌ ମ୍ୟାଚ୍‌(ପୁରୁଷ)ରେ ଅମ୍ପାୟାରିଂ କରିଥିଲେ। […]

y

Hemant Lenka
  • Published: Saturday, 27 April 2019
  • , Updated: 27 April 2019, 04:41 PM IST

ଦୁବାଇ: କ୍ରିକେଟ୍‌ ଇତିହାସରେ ଏକ ନୂଆ ଅଧାୟକ ଯୋଡ଼ି ହୋଇଯାଇଛି। ପ୍ରଥମଥର ପାଇଁ ପୁରୁଷ କ୍ରିକେଟ୍‌ ଦିନିକିଆ ମ୍ୟାଚ୍‌ରେ ଜଣେ ମହିଳା ଅମ୍ପାୟାରଙ୍କୁ ଆଇସିସି ତାଲିକାରେ ସ୍ଥାନ ଦେଇଛି। ତାଙ୍କ ନାଁ କ୍ଲେୟାର ପୋଲୋସାକ । ଏହି ୩୧ ବର୍ଷୀୟ ଅଷ୍ଟ୍ରେଲିଆ ମହିଳା ୱାଲର୍ଡ କ୍ରିକେଟ୍‌ ଲିଗ୍‌ ଡିଭିଜନ୍‌ ୨ର ଫାଇନାଲ୍‌ ମ୍ୟାଚ୍‌ରେ ଅମ୍ପାୟାରିଂ କରିବେ। ଏହି ମ୍ୟାଚ୍‌ଟି ଓମାନ ଓ ନାମ୍ବିଆ ମଧ୍ୟରେ ଖେଳାଯିବ।
୨୦୧୭ରେ କ୍ଳେୟର ପୋଲୋସାକ ଅଷ୍ଟ୍ରେଲିଆର ଡୋମେଷ୍ଟିକ୍‌ ମ୍ୟାଚ୍‌(ପୁରୁଷ)ରେ ଅମ୍ପାୟାରିଂ କରିଥିଲେ। ପୋଲୋସାକ ଏଯାଏ ୧୫ଟି ମହିଳା ଦିନିକିଆରେ ଅମ୍ପାୟାରିଂ କରିଛନ୍ତି। ୨୦୧୮ ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା। ଏଥିରେ ପୋଲୋସାକ ଅମ୍ପାୟାରିଂ କରିଥିଲେ।

Related story