ପ୍ରଥମ ଶତକକୁ କାହାକୁ ଉତ୍ସର୍ଗ କଲେ ପୃଥ୍ୱୀ ଶ?

ରାଜକୋଟ୍‌: ଗୁଜରାଟର ରାଜକୋଟ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ୍‌। ଏହି ଟେଷ୍ଟର ପ୍ରଥମ ଦିନରେ ଗତକାଲି ପୃଥ୍ୱୀ ଶ’ ସମସ୍ତଙ୍କ ମନ ଜିଣି ନେଇଥିଲେ। ପଦାର୍ପଣ ଟେଷ୍ଟରେ ସେ ଶତକ ମାରିଥିଲେ। ପଦାର୍ପଣ ଟେଷ୍ଟରେ ଶତକ ମାରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ। ଆଉଟ୍ ହୋଇ ପ୍ୟାଭିଲିୟନ୍‌କୁ ଫେରି ଯିବା ପୂର୍ବରୁ ସେ ନିଜ ଖାତାରେ ୧୩୪ ରନ୍ ଯୋଡ଼ି ସାରିଥିଲେ। ଏହି ଶତକକୁ ସେ ତାଙ୍କ ବାପାଙ୍କୁ […]

pruthishwa

pruthishwa

Jitendra Garnayak
  • Published: Friday, 05 October 2018
  • Updated: 05 October 2018, 08:48 AM IST

Sports

Latest News

ରାଜକୋଟ୍‌: ଗୁଜରାଟର ରାଜକୋଟ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ୍‌। ଏହି ଟେଷ୍ଟର ପ୍ରଥମ ଦିନରେ ଗତକାଲି ପୃଥ୍ୱୀ ଶ’ ସମସ୍ତଙ୍କ ମନ ଜିଣି ନେଇଥିଲେ।

ପଦାର୍ପଣ ଟେଷ୍ଟରେ ସେ ଶତକ ମାରିଥିଲେ। ପଦାର୍ପଣ ଟେଷ୍ଟରେ ଶତକ ମାରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ। ଆଉଟ୍ ହୋଇ ପ୍ୟାଭିଲିୟନ୍‌କୁ ଫେରି ଯିବା ପୂର୍ବରୁ ସେ ନିଜ ଖାତାରେ ୧୩୪ ରନ୍ ଯୋଡ଼ି ସାରିଥିଲେ।

ଏହି ଶତକକୁ ସେ ତାଙ୍କ ବାପାଙ୍କୁ ଉତ୍ସର୍ଗ କରିଛନ୍ତି। ତାଙ୍କ ବାପା ତାଙ୍କ ପାଇଁ ଯେଉଁ ତ୍ୟାଗ କରିଛନ୍ତି, ସେଥିପାଇଁ ସେ ତାଙ୍କୁ ଏହି ଶତକ ଉତ୍ସର୍ଗ କରିଥିବା ପୃଥ୍ୱୀ ଶ’ କହିଛନ୍ତି।

ଡେବ୍ୟୁ ଟେଷ୍ଟ ସଂପର୍କରେ ସେ କହିଛନ୍ତି,“ଭାରତ ପାଇଁ ଖେଳିବା ମୋ ପାଇଁ ସବୁଠୁ ବଡ଼ କଥା। ମୁଁ ଏହି ସୁଯୋଗକୁ ସବୁ ଦିନ ପାଇଁ ମନେ ରଖିବାକୁ ଚାହେଁ।”

“ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ମୁଁ ଭାବୁଛି ମୋତେ ଦିଆଯାଇଥିବା ଦାୟିତ୍ୱକୁ ମୁଁ ଭଲ ଭାବେ ନିର୍ବାହ କରିପାରିଛି। ଛୋଟ ବେଳୁ ମୁଁ କ୍ରିକେଟ୍ ଖେଳୁଛି। ମୁଁ ସ୍କୁଲ୍‌ରେ ପଢ଼ିବା ବେଳେ ବହୁତ ମ୍ୟାଚ୍ ଖେଳିଛି। ବର୍ଷକୁ ୩୦ ରୁ ୩୫ଟି ସ୍କୁଲ୍ ମ୍ୟାଚ୍ ଖେଳେ। ରଣଜୀରେ ବି ମୁଁ ବହୁତ ମ୍ୟାଚ୍ ଖେଳିଛି। ତେଣୁ ସେହି ସବୁ ଅନୁଭୂତି ମୋତେ ସାହାଯ୍ୟ କରିଛି।”

ଶ’ କହିଛନ୍ତି,“ଶହେ ମାରିବା ପରେ ମତେ ଭଲ ଲାଗୁଛି। କିନ୍ତୁ ମ୍ୟାଚ୍ ପ୍ରାରମ୍ଭରେ ନର୍ଭସ ଲାଗୁଥିଲା। ମୁଁ ମୋ ନ୍ୟାଚୁରାଲ୍ ଗେମ୍ ଖେଳିବାକୁ ପ୍ରୟାସ କରିଥିଲି। ଅନ୍ୟ ମ୍ୟାଚ୍ ଭଳି ଏହା ବି ଏକ ମ୍ୟାଚ୍ ବୋଲି ମୁଁ ଭାବି ନେଇଥିଲି ଓ ସେହି ଅନୁସାରେ ଖେଳିଥିଲି।”

ସୂଚନାଯୋଗ୍ୟ, ଶ’ଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୩୬୪ ରନ୍ ସଂଗ୍ରହ କରିଥିଲା। ଅଧିନାୟକ ବିରାଟ କୋହଲି ଓ ୱିକେଟ୍ କିପର୍ ରିଷଭ ପନ୍ତ କ୍ରିଜ୍‌ରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଡେବ୍ୟୁଟାଣ୍ଟ ପୃଥ୍ୱୀ ଶ’ କଲେ ଅନେକ ନୂଆ ରେକର୍ଡ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story