ଫିଫା ମାନ୍ୟତାରେ ଷଷ୍ଠ ସ୍ଥାନକୁ ଉଠିଲା ପର୍ତ୍ତୁଗାଲ

ଜୋହାନ୍ସବର୍ଗ: ୟୁରୋ କପ୍‌ ଚାମ୍ପିଅନ୍‌ ହୋଇଥିବା ପର୍ତ୍ତୁଗାଲ ଆଜି ଫିଫା ମାନ୍ୟତାର ଷଷ୍ଠ ସ୍ଥାନକୁ ଉଠିଛି। କିଛି ଦିନ ତଳେ ଷ୍ଟାଡେ ଡିରେ ଫ୍ରାନ୍ସକୁ ୧-୦ରେ ହରାଇ  ୟୁରୋ କପ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା ପର୍ତ୍ତୁଗାଲ। ପର୍ତ୍ତୁଗାଲ ୨ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହହିଛି। ତା ପଛକୁ ରହିଛି ଫ୍ରାନ୍ସ। ଏହି ଦଳ ୧୦ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛି। ଫିଫା ମାନ୍ୟତାର ପ୍ରଥମ ସ୍ଥାନରେ ଆର୍ଜେଣ୍ଟିନା, ଦ୍ୱିତୀୟ ସ୍ଥାନରେ […]

Portugal_national_football_team_20120609

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 06:59 PM IST

ଜୋହାନ୍ସବର୍ଗ: ୟୁରୋ କପ୍‌ ଚାମ୍ପିଅନ୍‌ ହୋଇଥିବା ପର୍ତ୍ତୁଗାଲ ଆଜି ଫିଫା ମାନ୍ୟତାର ଷଷ୍ଠ ସ୍ଥାନକୁ ଉଠିଛି। କିଛି ଦିନ ତଳେ ଷ୍ଟାଡେ ଡିରେ ଫ୍ରାନ୍ସକୁ ୧-୦ରେ ହରାଇ  ୟୁରୋ କପ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା ପର୍ତ୍ତୁଗାଲ।

ପର୍ତ୍ତୁଗାଲ ୨ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହହିଛି। ତା ପଛକୁ ରହିଛି ଫ୍ରାନ୍ସ। ଏହି ଦଳ ୧୦ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛି।

ଫିଫା ମାନ୍ୟତାର ପ୍ରଥମ ସ୍ଥାନରେ ଆର୍ଜେଣ୍ଟିନା, ଦ୍ୱିତୀୟ ସ୍ଥାନରେ ବେଲଜିୟମ, ତୃତୀୟ ସ୍ଥାନରେ କୋଲମ୍ବିଆ, ଚତୁର୍ଥ ସ୍ଥାନରେ ଜର୍ମାନୀ ଓ ପଞ୍ଚମ ସ୍ଥାନରେ ଚିଲି ରହିଛି।

Related story