ଆଉ ୩ଟି ସ୍ୱର୍ଣ୍ଣ ପଦକ ସହ ଶୀର୍ଷ ସ୍ଥାନ ବଜାୟ ରଖିଲା ପୁନେ ୟୁନିଭର୍ସିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ମହେଶ ଦତ୍ତ ଅସାୱାଲେ ଓ ପ୍ରାଜକ୍ତା ରବୀନ୍ଦ୍ର ଖାଲକର୍‌ଙ୍କ ଭାରୋତ୍ତୋଳନରେ ୨ଟି ଏବଂ ଜ୍ୟୋତିବା ବଜରଙ୍ଗ ଅଟକାଲେଙ୍କ କୁସ୍ତିରେ ଗୋଟିଏ ସ୍ୱର୍ଣ୍ଣ ପଦକ ବଳରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ପଦକ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଅନ୍ୟପକ୍ଷରେ ଚଣ୍ଡୀଗଡ଼ର ପଞ୍ଜାବ ୟୁନିଭର୍ସିଟି ଓ ବେଙ୍ଗାଲୁରୁର ଜୈନ ୟୁନିଭର୍ସିଟି ୮ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ୧୩ଟି ସ୍ୱର୍ଣ୍ଣ […]

khelo1

khelo1

Ranjit Kumar Jena
  • Published: Thursday, 27 February 2020
  • Updated: 27 February 2020, 09:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ମହେଶ ଦତ୍ତ ଅସାୱାଲେ ଓ ପ୍ରାଜକ୍ତା ରବୀନ୍ଦ୍ର ଖାଲକର୍‌ଙ୍କ ଭାରୋତ୍ତୋଳନରେ ୨ଟି ଏବଂ ଜ୍ୟୋତିବା ବଜରଙ୍ଗ ଅଟକାଲେଙ୍କ କୁସ୍ତିରେ ଗୋଟିଏ ସ୍ୱର୍ଣ୍ଣ ପଦକ ବଳରେ ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ପଦକ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି। ଅନ୍ୟପକ୍ଷରେ ଚଣ୍ଡୀଗଡ଼ର ପଞ୍ଜାବ ୟୁନିଭର୍ସିଟି ଓ ବେଙ୍ଗାଲୁରୁର ଜୈନ ୟୁନିଭର୍ସିଟି ୮ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ୧୩ଟି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ଅମୃତସରର ଗୁରୁ ନାନକ ଦେବ ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ୍ ମୁମ୍ବାଇ ଶୀର୍ଷ ୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛନ୍ତି। ମୋଟ ୨୫୮ କେଜିର ଭାରୋତ୍ତୋଳନ ସହ ଗତବର୍ଷ ଡିସେମ୍ବରରେ ମୋହାଲିରେ ଆୟୋଜିତ ଅଲ୍ ଇଣ୍ଡିଆର ଇଣ୍ଟର୍‌-ୟୁନିଭର୍ସିଟି ଚାମ୍ପିୟନଶିପରେ ମହେଶ ଅସାୱାଲେ ବିଜୟୀ ହୋଇଥିଲେ। ସେ ସ୍ନାଚରେ ୧୨୩ କେଜି ଭାରୋତ୍ତୋଳନ କରିବା ସହ କ୍ଲିନ୍ ଆଣ୍ଡ ଜର୍କରେ ୧୪୩ କେଜିର ଭାରୋତ୍ତୋଳନ କରିଥିଲେ।

ଡୋପ୍ ନିୟମର ଉଲଙ୍ଘନ ପରେ ଏକ ବର୍ଷର ନିଲମ୍ବନ ପରେ ମହେଶ ଗତ ବର୍ଷ ସେପ୍ଟେମ୍ବରରେ ଏହି କ୍ରୀଡ଼ାକୁ ଫେରିଥିଲେ। ଓଡ଼ିଶାର ବ୍ରହ୍ମପୁର ୟୁନିଭର୍ସିଟିର ମନୋଜ କୁମାର ସାହୁ ଗତ ମାସରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ବଏଜ୍ ଅଣ୍ଡର-୨୧ ୭୩ କେଜି କ୍ଲାସ୍‌ରେ ରୌପ୍ୟ ପଦକ ଜିତିଥିଲେ। ତେବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ ନିଜ ପ୍ରଦର୍ଶନରେ ସୁଧାର ଆଣିବା ସହ ୨୬୭ କେଜିର ଭାରୋତ୍ତୋଳନ କରିଥିଲେ।

ମନୋଜ ପଞ୍ଜାବ ୟୁନିଭର୍ସିଟିର ମନିଷ କୁମାର ଓ ପଞ୍ଜାବୀ ୟୁନିଭର୍ସିଟିର ଲଭପ୍ରୀତ ସିଂହଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗ୍ୱାଲିୟରର ଲକ୍ଷ୍ମୀବାଇ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେଶନ ଏହାର ୯୦କେଜି କ୍ଲାସ୍ ଜୁଡୋକା କୁଲ୍‌ଦୀପ ସିଂହଙ୍କ ମାଧ୍ୟମରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି।

ସେହିପରି ପୁରୁଷ ୮୧କେଜି କ୍ଲାସ୍‌ରେ ସମୀର ପଠାନ୍ ବିଜେତା ହୋଇ ଗୁଜରାଟ ୟୁନିଭର୍ସିଟି ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସର୍ବନିମ୍ନ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବା ଅନ୍ୟ ୩୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ଏହି ଦୁଇ ବିଶ୍ୱବିଦ୍ୟାଳୟ ସାମିଲ ହୋଇଛି। ଆୟୋଜକ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌)ର ପୁରୁଷ ଓ ମହିଳା ରଗବୀ ଟିମ୍‌, ପଞ୍ଜାବ ୟୁନିଭର୍ସିଟି ୧୯-୫ ଓ କାବାୟିତ୍ରୀ ବାହିନାବାଇ ଚୌଧୁରୀ ୟୁନିଭର୍ସିଟି ୫୫-୦କୁ ପଛରେ ପକାଇ ସେମିଫାଇନାଲରେ ପହଞ୍ଚିଛି। ଶିବାଜୀ ୟୁନିଭର୍ସିଟି ଓ ଚଣ୍ଡୀଗଡ଼ ୟୁନିଭର୍ସିଟି ପୁରୁଷ ଟିମ୍ ସହ ପାଟଳୀପୁତ୍ର ୟୁନିଭର୍ସିଟି ଓ ଲଭ୍‌ଲି ପ୍ରଫେସ୍‌ନାଲ ୟୁନିଭର୍ସିଟିର ମହିଳା ଟିମ୍ କ୍ୱାର୍ଟର୍ ଫାଇନାଲରେ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story