ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଫେନସିଂରେ ଜିଏନଡିୟୁର ପ୍ରାଧାନ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପୁରୁଷ ଏପି ଇଭେଣ୍ଟର ଫାଇନାଲ୍ ମୁକାବିଲାରେ ଜିଏନଡିୟୁର ଉଦୟବୀର ସିଂହ ଲଭଲୀ ପ୍ରଫେସନାଲ୍ ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପେରିୟାର୍ ୟୁନିଭର୍ସିଟିର ପି. ଶିବ ସୁବ୍ରମଣ୍ୟମ୍ ଏବଂ ବିଆର୍ ଆମ୍ବେଦକର ମରାଠାୱାଡା ୟୁନିଭର୍ସିଟିର ତୁଷାର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଟିମ୍ ଇଭେଣ୍ଟରେ ଜିଏନଡିୟୁ ୪୫-୨୨ ପଏଣ୍ଟରେ ଶିବାଜୀ ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଲଭଲୀ ପ୍ରଫେସନାଲ୍ ୟୁନିଭର୍ସିଟି […]

khelo1

khelo1

Ranjit Kumar Jena
  • Published: Monday, 24 February 2020
  • Updated: 24 February 2020, 10:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପୁରୁଷ ଏପି ଇଭେଣ୍ଟର ଫାଇନାଲ୍ ମୁକାବିଲାରେ ଜିଏନଡିୟୁର ଉଦୟବୀର ସିଂହ ଲଭଲୀ ପ୍ରଫେସନାଲ୍ ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପେରିୟାର୍ ୟୁନିଭର୍ସିଟିର ପି. ଶିବ ସୁବ୍ରମଣ୍ୟମ୍ ଏବଂ ବିଆର୍ ଆମ୍ବେଦକର ମରାଠାୱାଡା ୟୁନିଭର୍ସିଟିର ତୁଷାର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଟିମ୍ ଇଭେଣ୍ଟରେ ଜିଏନଡିୟୁ ୪୫-୨୨ ପଏଣ୍ଟରେ ଶିବାଜୀ ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଲଭଲୀ ପ୍ରଫେସନାଲ୍ ୟୁନିଭର୍ସିଟି ଏବଂ ମଣିପୁର ୟୁନିଭର୍ସିଟି ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି। ପୁରୁଷ ସାବେର୍ ଇଭେଣ୍ଟରେ ଶିବାଜୀ ୟୁନିଭର୍ସିଟିର ଆଦିତ୍ୟ ପଞ୍ଜାବୀ ୟୁନିଭର୍ସିଟିର ମନଦୀପଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିବା ବେଳେ ଜିଏନଡିୟୁର ଶେହଜପ୍ରୀତ ସିଂହ ଓ ମହାତ୍ମା ଗାନ୍ଧି ୟୁନିଭର୍ସିଟିର ଅଭିଜିତ୍ ସନ୍ତୋଷ ଗୀତା ବ୍ରୋଞ୍ଜ ହାସଲ କରିଛନ୍ତି।

ଟିମ୍ ଇଭେଣ୍ଟରେ ଜିଏନଡିୟୁର ୪୫-୩୩ ପଏଣ୍ଟରେ ଶିବାଜୀ ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଥିବା ବେଳେ ପଞ୍ଜାବ ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ୍ ଜମ୍ମୁ ବ୍ରୋଞ୍ଜ ପଦକ ଲାଭ କରିଛି। ମହିଳା ଫଏଲ୍ ଟିମରେ ଚଣ୍ଡିଗଡ଼ ପଞ୍ଜାବ ୟୁନିଭର୍ସିଟି ୪୫-୪୧ ପଏଣ୍ଟରେ ସର୍ଦ୍ଦାର ପଟେଲ ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ଜିତିଥିବା ବେଳେ କନ୍ନୁର ୟୁନିଭର୍ସିଟି ଓ ଆରଟିଏମ୍ ନାଗପୁର ୟୁନିଭର୍ସିଟି ବ୍ରୋଞ୍ଜ ପଦକ ଜିତିଛନ୍ତି।

ମହିଳା ସାବେର୍ ଇଭେଣ୍ଟରେ ଜିଏନଡିୟୁର ଜଗମୀତ୍ ପଞ୍ଜାବ ୟୁନିଭର୍ସିଟିର ସାନ୍ୟାଙ୍କୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କନ୍ନୁର ୟୁନିଭର୍ସିଟିର ଅଳକା ଓ ପଞ୍ଜାବୀ ୟୁନିଭର୍ସିଟିର ଅନିତା ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ମହିଳା ଟିମ୍ ଇଭେଣ୍ଟରେ ଜିଏନଡିୟୁ ୪୫-୩୮ ପଏଣ୍ଟ ବ୍ୟବଧାନରେ ପଞ୍ଜାବୀ ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ କନ୍ନୁର ୟୁନିଭର୍ସିଟି ଓ ପଞ୍ଜାବୀ ୟୁନିଭର୍ସିଟି ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story