ପୂର୍ବତନ ଫୁଟ୍‌ବଲ ଖେଳାଳି ବ୍ରେନ ହ୍ୱାଇଟ୍‌ହାଉସ୍‌ଙ୍କ ପରଲୋକ

ମାଞ୍ଚେଷ୍ଟର: ପୂର୍ବତନ ଇଂଲିସ୍‌ ଫୁଟ୍‌ବଲ ଖେଳାଳି ବ୍ରେନ ହ୍ୱାଇଟ୍‌ହାଉସ୍‌ଙ୍କ ପରଲୋକ ଘଟିଛି। ୮୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଏନେଇ ୱେଷ୍ଟ ବ୍ରୋମୱିଚ୍‌ ଆଲବିୟନ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି। ହ୍ୱାଇଟ୍‌ହାଉସ୍‌ଙ୍କ ପରଲୋକ ପରେ ଆମେ ଆମର ପ୍ରଥମ ହିରୋଙ୍କ ହରାଇଛୁ ବୋଲି ୱେଷ୍ଟ ବ୍ରୋମୱିଚ୍‌ ପକ୍ଷରୁ କୁହାଯାଇଛି। ଫୁଟ୍‌ବଲ୍‌ ଖେଳରୁ ଅବସରର ନେବା ପରେ ହ୍ୱାଇଟହାଉସ୍‌ ମାଞ୍ଚେଷ୍ଟର ୟୁନାଇଟେଡର କୋଚିଂ ଷ୍ଟାଫ୍‌ ଭାବେ ନିଯୁକ୍ତି ପାଇ ରୋନ୍‌ ଆକ୍ଟିଂସନ୍‌ଙ୍କ ସହ କାମ କରିଥିଲେ।

WhiteHouse

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 07:06 PM IST

ମାଞ୍ଚେଷ୍ଟର: ପୂର୍ବତନ ଇଂଲିସ୍‌ ଫୁଟ୍‌ବଲ ଖେଳାଳି ବ୍ରେନ ହ୍ୱାଇଟ୍‌ହାଉସ୍‌ଙ୍କ ପରଲୋକ ଘଟିଛି। ୮୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଏନେଇ ୱେଷ୍ଟ ବ୍ରୋମୱିଚ୍‌ ଆଲବିୟନ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।

ହ୍ୱାଇଟ୍‌ହାଉସ୍‌ଙ୍କ ପରଲୋକ ପରେ ଆମେ ଆମର ପ୍ରଥମ ହିରୋଙ୍କ ହରାଇଛୁ ବୋଲି ୱେଷ୍ଟ ବ୍ରୋମୱିଚ୍‌ ପକ୍ଷରୁ କୁହାଯାଇଛି।

ଫୁଟ୍‌ବଲ୍‌ ଖେଳରୁ ଅବସରର ନେବା ପରେ ହ୍ୱାଇଟହାଉସ୍‌ ମାଞ୍ଚେଷ୍ଟର ୟୁନାଇଟେଡର କୋଚିଂ ଷ୍ଟାଫ୍‌ ଭାବେ ନିଯୁକ୍ତି ପାଇ ରୋନ୍‌ ଆକ୍ଟିଂସନ୍‌ଙ୍କ ସହ କାମ କରିଥିଲେ।

Related story