ରାଞ୍ଚି ଟେଷ୍ଟରେ ଶତକ ମାରିଲେ ରାହାଣେ

ନୂଆଦିଲ୍ଲୀ: ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି। ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ୮୩ ରନ୍ କରିଥିବା ରାହଣେ ଆଜି ଶତକ ହାସଲ କରିବାରେ ସଫଳ ହୋଇଥିଲେ। ୧୬୯ଟି ବଲ୍‌ରୁ ଗୋଟିଏ ଛକା ଓ ୧୪ଟି ଚୌକା ସହାୟତାରେ ସେ ଏହି ଶତକ ହାସଲ କରିଥିଲେ। ଟେଷ୍ଟ୍ ମ୍ୟାଚ୍‌ରେ ଏହା ହେଉଛି ତାଙ୍କର ଏକାଦଶ ଶତକ। ସେହିପରି ୨୬ଟି ଇନିଂସ୍ ପରେ ସେ ଟେଷ୍ଟ୍ […]

ajinkya1

ajinkya1

Jitendra Garnayak
  • Published: Sunday, 20 October 2019
  • Updated: 20 October 2019, 11:01 AM IST

Sports

Latest News

ନୂଆଦିଲ୍ଲୀ: ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି। ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ୮୩ ରନ୍ କରିଥିବା ରାହଣେ ଆଜି ଶତକ ହାସଲ କରିବାରେ ସଫଳ ହୋଇଥିଲେ। ୧୬୯ଟି ବଲ୍‌ରୁ ଗୋଟିଏ ଛକା ଓ ୧୪ଟି ଚୌକା ସହାୟତାରେ ସେ ଏହି ଶତକ ହାସଲ କରିଥିଲେ। ଟେଷ୍ଟ୍ ମ୍ୟାଚ୍‌ରେ ଏହା ହେଉଛି ତାଙ୍କର ଏକାଦଶ ଶତକ। ସେହିପରି ୨୬ଟି ଇନିଂସ୍ ପରେ ସେ ଟେଷ୍ଟ୍ ମ୍ୟାଚ୍‌ରେ ତିନି ଅଙ୍କ ଛୁଇଁଛନ୍ତି। ତେବେ ଶତକ  ହାସଲ କରିବା ପରେ ସେ ବେଶୀ ସମୟ ତିଷ୍ଠି ପାରି ନଥିଲେ। ଆଉ ୧୫ ରନ୍ କରି ଅର୍ଥାତ୍ ୧୧୫ ରନ୍‌ରେ ସେ ଆଉଟ୍ ହୋଇଯାଇଥିଲେ। ୧୯୨ଟି ବଲ୍‌ରୁ ୧୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଥିଲେ।

ଅନ୍ୟପକ୍ଷରେ ଗତକାଲି ୧୧୭ ରନ୍ କରି ନଟ୍‌ ଆଉଟ୍ ଥିବା ବେଳେ ଆଜି ସେ ୧୫୦ ରନ୍ ପୂରଣ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ସେ ୨୧୭ ବଲ୍‌ରୁ ୧୬୯ ରନ୍ କରି ଅପରାଜିତ ରହିଛନ୍ତି। ଏହା ସହିତ ଦଳୀୟ ସ୍କୋର ୪ ୱିକେଟ୍‌ରେ ୩୦୦ ଟପି ସାରିଛି।

ସୂଚନାଯୋଗ୍ୟ, ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତି ସାରିଛି। ଦଳ ଏହି ମ୍ୟାଚ୍‌କୁ ଜିତି ସିରିଜ୍‌କୁ ୩-୦ରେ ହାତେଇବାକୁ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story