ସଚିନଙ୍କ ଏହି ରେକର୍ଡ ସମକକ୍ଷ ହେଲେ ରାହାଣେ

ରାଞ୍ଚି: ଭାରତୀୟ ଟେଷ୍ଟ ଟିମର ଭାଇସ୍-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ (୧୧୫) ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଶତକ ମାରିଛନ୍ତି। ଏହି ଶତକ ସହ ରାହାଣେ ନିଜ ନାଁରେ ବଡ଼ ଉବଲବ୍ଧି କରିଛନ୍ତି। ରାହାଣେ ରୋହିତଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୨୬୭ ରନ୍ ଯୋଡ଼ିଛନ୍ତି। ରାହାଣେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ପାଞ୍ଚଥର ଚତୁର୍ଥ ୱିକେଟ୍ ପାଇଁ ୨୦୦ରୁ ଅଧିକ ରନର ଭାଗୀଦାରୀ କରି ନୂଆ ରେକର୍ଡ କରିଛନ୍ତି। ଏହାସହ […]

raha

raha

Ranjit Kumar Jena
  • Published: Sunday, 20 October 2019
  • Updated: 20 October 2019, 05:58 PM IST

Sports

Latest News

ରାଞ୍ଚି: ଭାରତୀୟ ଟେଷ୍ଟ ଟିମର ଭାଇସ୍-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ (୧୧୫) ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଶତକ ମାରିଛନ୍ତି। ଏହି ଶତକ ସହ ରାହାଣେ ନିଜ ନାଁରେ ବଡ଼ ଉବଲବ୍ଧି କରିଛନ୍ତି। ରାହାଣେ ରୋହିତଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୨୬୭ ରନ୍ ଯୋଡ଼ିଛନ୍ତି।

ରାହାଣେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ପାଞ୍ଚଥର ଚତୁର୍ଥ ୱିକେଟ୍ ପାଇଁ ୨୦୦ରୁ ଅଧିକ ରନର ଭାଗୀଦାରୀ କରି ନୂଆ ରେକର୍ଡ କରିଛନ୍ତି। ଏହାସହ ରାହାଣେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ସଚିନ ନିଜ କ୍ୟାରିୟରରେ ମଧ୍ୟ ଚତୁର୍ଥ ୱିକେଟ୍ ପାଇଁ ପାଞ୍ଚଥର ୨୦୦ରୁ ଅଧିକ ରନର ଭାଗୀଦାରୀ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୌରଭ ଗାଙ୍ଗୁଲି ଓ ବିରାଟ୍ କୋହଲି ତିନିଥର ଲେଖାଏ ଏହି କାରନାମା କରିଥିବା ବେଳେ ଭିଭିଏସ୍ ଲକ୍ଷ୍ମଣ ଦୁଇଥର ୨୦୦ରୁ ଅଧିକ ରନର ପାର୍ଟନରଶିପ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story