ପୁଣି ଚମକିଲେ ଜୁନିୟର ଡ୍ରାଭିଡ୍‌

ବେଙ୍ଗାଲୁରୁ: ଭାରତର କିମ୍ବଦନ୍ତୀ କ୍ରିକେଟର୍ ରାହୁଲ୍ ଡ୍ରାଭିଡଙ୍କ ପୁଅ ସମିତ୍ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଭାରତର ପୂର୍ବତନ କ୍ୟାପଟେନ୍ ଡ୍ରାଭିଡଙ୍କ ପୁଅ ସମିତ୍ ସ୍କୁଲସ୍ତରୀୟ ଅଣ୍ଡର୍‌-୧୪ କ୍ରିକେଟରେ ଦ୍ୱିଶତକୀୟ ଇନିଂସ୍ ଖେଳିଛନ୍ତି। ଗତ ଦୁଇମାସ ଭିତରେ ସମିତ୍ ଦ୍ୱିତୀୟଥର ଲାଗି ଦ୍ୱିଶତକ ହାସଲ କରିଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ବିଟିଆର୍ ଶିଲ୍ଡ ଅଣ୍ଡର୍‌-୧୪ ଗ୍ରୁପ୍‌-ଆଇ ଡିଭିଜନ୍‌-୨ ଟୁର୍ଣ୍ଣାମେଣ୍ଟରେ ମାଲ୍ୟ ଅଦିତି ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ ପକ୍ଷରୁ ଖେଳୁଥିବା ସମିତ୍ ୧୪୬ ବଲରେ ୨୬ ଚୌକା ଓ ୧ ଛକା ସହ […]

junior-dravid

junior-dravid

Ranjit Kumar Jena
  • Published: Tuesday, 18 February 2020
  • Updated: 18 February 2020, 08:33 PM IST

ବେଙ୍ଗାଲୁରୁ: ଭାରତର କିମ୍ବଦନ୍ତୀ କ୍ରିକେଟର୍ ରାହୁଲ୍ ଡ୍ରାଭିଡଙ୍କ ପୁଅ ସମିତ୍ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଭାରତର ପୂର୍ବତନ କ୍ୟାପଟେନ୍ ଡ୍ରାଭିଡଙ୍କ ପୁଅ ସମିତ୍ ସ୍କୁଲସ୍ତରୀୟ ଅଣ୍ଡର୍‌-୧୪ କ୍ରିକେଟରେ ଦ୍ୱିଶତକୀୟ ଇନିଂସ୍ ଖେଳିଛନ୍ତି। ଗତ ଦୁଇମାସ ଭିତରେ ସମିତ୍ ଦ୍ୱିତୀୟଥର ଲାଗି ଦ୍ୱିଶତକ ହାସଲ କରିଛନ୍ତି।

ବେଙ୍ଗାଲୁରୁରେ ଚାଲିଥିବା ବିଟିଆର୍ ଶିଲ୍ଡ ଅଣ୍ଡର୍‌-୧୪ ଗ୍ରୁପ୍‌-ଆଇ ଡିଭିଜନ୍‌-୨ ଟୁର୍ଣ୍ଣାମେଣ୍ଟରେ ମାଲ୍ୟ ଅଦିତି ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ ପକ୍ଷରୁ ଖେଳୁଥିବା ସମିତ୍ ୧୪୬ ବଲରେ ୨୬ ଚୌକା ଓ ୧ ଛକା ସହ ୨୦୪ ରନ୍ କରିଥିଲେ। ତାଙ୍କର ଏହି ମାରାଥନ ଇନିଂସ୍ ବଳରେ ମାଲ୍ୟ ଅଦିତି ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ୍ ହରାଇ ୩୭୭ ରନ୍ କରିଥିଲା।

ଜବାବରେ ଶ୍ରୀ କୁମାରନ୍ ଚିଲଡ୍ରେନ୍ ଏକାଡେମୀ ମାତ୍ର ୧୧୦ ରନରେ ଅଲଆଉଟ୍ ହୋଇଯାଇଥିଲା ଏବଂ ମାଲ୍ୟ ଅଦିତି ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ ୨୬୭ ରନରେ ବୃହତ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ମଧ୍ୟ ସମିତ୍ ୨ଟି ମୂଲ୍ୟବାନ୍ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ।

ଏହା ପୂର୍ବରୁ ଗତବର୍ଷ ଡିସେମ୍ବରରେ ସମିତ୍ ଅଣ୍ଡର୍‌-୧୪ ଇଣ୍ଟର-ଜୋନାଲ୍ ଟୁର୍ଣ୍ଣାମେଣ୍ଟରେ ଭାଇସ୍ ପ୍ରେସିଡେଣ୍ଟ ଏକାଦଶ ପକ୍ଷରୁ ୨୦୧ ରନର ଇନିଂସ୍ ଖେଳିଥିଲେ। ସେହି ମ୍ୟାଚରେ ସେ ୨୫୬ ରନର ସାମ୍ନା କରି ୨୨ ଚୌକା ମାରିଥିଲେ। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ମଧ୍ୟ ସମିତ୍ ୯୪ ରନର ଇନିଂସ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story