ଜିତିବା ସ୍ଥିତିରେ ଟିମ୍ ଇଣ୍ଡିଆ, ଖେଳ ଖେଳୁଛି ବର୍ଷା

ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ଆଜି ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ମୁକାବିଲାରେ ବର୍ଷା ବାଧକ ସାଜିଛି। ୩୩୭ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୩୫ ଓଭରେ ୬ ୱିକେଟ୍ ହରାଇ ୧୬୬ ରନ୍ କରିଥିବା  ବେଳେ ବର୍ଷାର ଆଗମନ ହୋଇଥିଲା। ଫଳରେ ଏହି ସମୟ ସୁଦ୍ଧା ଭାରତ ଡିଏଲ୍ ନିୟମରେ ୮୬ ରନରେ ଆଗୁଆ ରହିଛି। ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ସ୍କୋର ୧୩ ଥିବା ବେଳେ ଓପ୍ନର […]

TI

TI

Hemant Lenka
  • Published: Sunday, 16 June 2019
  • Updated: 16 June 2019, 11:24 PM IST

Sports

Latest News

ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ଆଜି ହାଇଭୋଲଟେଜ୍ ଭାରତ ଓ ପାକିସ୍ତାନ ମୁକାବିଲାରେ ବର୍ଷା ବାଧକ ସାଜିଛି। ୩୩୭ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୩୫ ଓଭରେ ୬ ୱିକେଟ୍ ହରାଇ ୧୬୬ ରନ୍ କରିଥିବା  ବେଳେ ବର୍ଷାର ଆଗମନ ହୋଇଥିଲା। ଫଳରେ ଏହି ସମୟ ସୁଦ୍ଧା ଭାରତ ଡିଏଲ୍ ନିୟମରେ ୮୬ ରନରେ ଆଗୁଆ ରହିଛି।

ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ସ୍କୋର ୧୩ ଥିବା ବେଳେ ଓପ୍ନର ଇମାମ୍-ଉଲ୍-ହକ (୭)ଙ୍କୁ ବିଜୟ ଶଙ୍କର ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ପାକିସ୍ତାନ ଇନିଂସର ଚତୁର୍ଥ ଓଭରର ଚତୁର୍ଥ ବଲ ପକାଇବା ପରେ ଭୁବନେଶ୍ୱର ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ଯୋଗୁ ପ୍ୟାଭିଲିୟନ୍ ଫେରିଥିଲେ। ଓଭରର ବଳକା ଦୁଇ ବଲ ପକାଇବାକୁ ଶଙ୍କର ଆସିଥିଲେ। ଶଙ୍କର ବିଶ୍ୱକପରେ ନିଜର ପ୍ରଥମ ବଲରେ ହିଁ ଇମାମଙ୍କୁ ଆଉଟ୍ କରି ଦମଦାର ଶୁଭାରମ୍ଭ କରିଥିଲେ।

ତେବେ ଏହା ପରେ ଫକର ଜମାନ୍ ଓ ବାବର ଆଜମ ସ୍ଥିତି ସମ୍ଭାଳିଥିଲେ। ଦୁହେଁ ୨ୟ ୱିକେଟ୍ ପାଇଁ ୧୦୪ ରନର ଶତକୀୟ ଇନିଂସ୍ ଖେଳି ପାକିସ୍ତାନକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନଙ୍କୁ କୁଲଦୀପ ଯାଦବ ଠିକଣା ସମୟରେ ଭାଙ୍ଗି ଭାରତକୁ ବଡ଼ ସଫଳତା ଦେଇଥିଲେ। ଫକର ୬୮ ଓ ବାବର ୪୮ ରନ୍ କରି କୁଲଦୀପଙ୍କ ଶିକାର  ହୋଇଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମହମ୍ମଦ ହଫିଜ୍ (୯) ଓ  ଶୋଏବ ମଲିକ୍ (୦)ଙ୍କୁ ଆଉଟ୍ କରି ପାକିସ୍ତାନର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story