ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣର ଶୁକ୍ରବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆଇପିଏଲର ଅଷ୍ଟମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ହାଇଦ୍ରାବାଦର ନିୟମିତ ଅଧିନାୟକ କେନ ୱିଲିୟମସନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ସାକିବ ଅଲ ହାସନଙ୍କ ସ୍ଥାନରେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିବା ବେଳେ ଦୀପକ ହୁଡାଙ୍କ ସ୍ଥାନରେ ଶାହାବାଜ ନଦିମ ଖେଳୁଛନ୍ତି। ସେହିପରି ରାଜସ୍ଥାନ […]

IPL33

IPL33

Ranjit Kumar Jena
  • Published: Friday, 29 March 2019
  • Updated: 29 March 2019, 07:58 PM IST

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣର ଶୁକ୍ରବାର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆଇପିଏଲର ଅଷ୍ଟମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଏହି ମ୍ୟାଚରେ ହାଇଦ୍ରାବାଦର ନିୟମିତ ଅଧିନାୟକ କେନ ୱିଲିୟମସନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ସାକିବ ଅଲ ହାସନଙ୍କ ସ୍ଥାନରେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିବା ବେଳେ ଦୀପକ ହୁଡାଙ୍କ ସ୍ଥାନରେ ଶାହାବାଜ ନଦିମ ଖେଳୁଛନ୍ତି। ସେହିପରି ରାଜସ୍ଥାନ ରୟାଲ୍ସର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ସନରାଇଜର୍ସ ହାଇଦ୍ରାଦାବ ଏକାଦଶ: ଡେଭିଡ ୱାର୍ଣ୍ଣର, ଜନ୍ନି ବେୟାରଷ୍ଟୋ, କେନ ୱିଲିୟମସନ (ଅଧିନାୟକ), ବିଜୟ ଶଙ୍କର, ମନିଷ ପାଣ୍ଡେ, ୟୁସୁଫ ପଠାନ, ରଶିଦ୍ ଖାନ, ଭୁବନେଶ୍ୱର କୁମାର, ଶାହାବାଜ ନଦିମ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ ।

ରାଜସ୍ଥାନ ରୟାଲ୍ସ ଏକାଦଶ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଜୋସ ବଟଲର, ଷ୍ଟିଭେନ ସ୍ମିଥ, ସଞ୍ଜୁ ସାମସନ, ବେନ୍ ଷ୍ଟୋକ୍ସ, ରାହୁଲ ତ୍ରିପାଠୀ, କେ ଗୌତମ, ଶ୍ରେୟସ ଗୋପାଲ, ଜୋଫ୍ରା ଆର୍ଚର, ଜୟଦେବ ଉନାଦକତ୍, ଧୱଲ କୁଲକର୍ଣ୍ଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story