ସେକ୍ସ ଫର୍‌ ସିଲେକ୍ସନ୍‌: କ୍ରିକେଟ୍‌ ଟିମ୍‌ରେ ଚୟନ ପାଇଁ ଝିଅ ମାଗୁଥିଲେ ରାଜୀବ ଶୁକ୍ଲାଙ୍କ ଆସିଷ୍ଟାଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଡ଼ୁଆରେ ଆଇପିଏଲ୍‌ ଚେୟାର୍‌ମ୍ୟାନ୍‌ ରାଜୀବ ଶୁକ୍ଲା। ଏକ ଷ୍ଟିଙ୍ଗ୍‌ ଅପରେସନ୍‌ରେ ରାଜୀବ ଶୁକ୍ଲାଙ୍କ ନିକଟତର କୁହାଯାଉଥିବା ମହମ୍ମଦ ଆକ୍ରମ୍‌ଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ଏକ ଷ୍ଟିଙ୍ଗ୍‌ ଅପରେସନ୍‌ରୁ ଏହି ଅଭିଯୋଗ ଆସିଛି। ଯୁବ କ୍ରିକେଟର୍‌ ରାହୁଲ ଶର୍ମା ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତାଙ୍କୁ ୟୁପି ଟିମ୍‌ରେ ଖେଳିବାକୁ ହେଲେ ଝିଅ ଯୋଗାଡ଼ କରିବାକୁ କୁହାଯାଇଥିଲା। ୟୁପି କ୍ରିକେଟ୍‌ ଆସୋସିଏସନ୍‌ରେ ଆକ୍ରମଙ୍କ ପ୍ରଭାବ ବେଶ୍‌ ଅଧିକ। ଟିମ୍‌ରେ ସିଲେକ୍ସନ୍‌ ପାଇଁ ମହମ୍ମଦ […]

dc-Cover-ajouiu04bvv5vir2avm0lhlk75-20180719112920.Medi

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 11:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଡ଼ୁଆରେ ଆଇପିଏଲ୍‌ ଚେୟାର୍‌ମ୍ୟାନ୍‌ ରାଜୀବ ଶୁକ୍ଲା। ଏକ ଷ୍ଟିଙ୍ଗ୍‌ ଅପରେସନ୍‌ରେ ରାଜୀବ ଶୁକ୍ଲାଙ୍କ ନିକଟତର କୁହାଯାଉଥିବା ମହମ୍ମଦ ଆକ୍ରମ୍‌ଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ଏକ ଷ୍ଟିଙ୍ଗ୍‌ ଅପରେସନ୍‌ରୁ ଏହି ଅଭିଯୋଗ ଆସିଛି। ଯୁବ କ୍ରିକେଟର୍‌ ରାହୁଲ ଶର୍ମା ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତାଙ୍କୁ ୟୁପି ଟିମ୍‌ରେ ଖେଳିବାକୁ ହେଲେ ଝିଅ ଯୋଗାଡ଼ କରିବାକୁ କୁହାଯାଇଥିଲା। ୟୁପି କ୍ରିକେଟ୍‌ ଆସୋସିଏସନ୍‌ରେ ଆକ୍ରମଙ୍କ ପ୍ରଭାବ ବେଶ୍‌ ଅଧିକ। ଟିମ୍‌ରେ ସିଲେକ୍ସନ୍‌ ପାଇଁ ମହମ୍ମଦ ଆକ୍ରମ୍‌ ରାହୁଲଙ୍କୁ ଟଙ୍କା ଓ ଝିଅ ଦେବାକୁ କହିଥିଲେ ବୋଲି ଷ୍ଟିଙ୍ଗ୍‌ ଅପରେସନରୁ ଜଣାପଡ଼ିଛି। ରାହୁଲ ଶର୍ମା ଏହା ମଧ୍ୟ କହିଛନ୍ତି, ମହମ୍ମଦ ଆକ୍ରମ ଟଙ୍କା ନେଇ ବିସିସିଆଇର ଏଜ୍‌ ଗ୍ରୁପ୍‌ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଜାଲ୍‌ ସାର୍ଟିଫିକେଟ୍‌ କରିଥାନ୍ତି।

Image result for mohammed akram saifi

ଷ୍ଟିଙ୍ଗ୍‌ ଅପରେସନ୍‌ ମାଧ୍ୟମରେ ଆକ୍ରମଙ୍କ ଅସଲି ଚେହେରା ଏବେ ପଦାକୁ ଆସିଛି। ରାହୁଲ ଓ ଆକ୍ରମଙ୍କ ମଧ୍ୟରେ ଏନେଇ କଥାବର୍ତ୍ତା ହୋଇଥିବାର ଏକ କଲ୍‌ ରେକର୍ଡରୁ ଜଣାପଡ଼ିଛି, ଯାହା ବର୍ତ୍ତମାନ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି କଲ୍‌ ରେକର୍ଡରେ ଆକ୍ରମ କହିଛନ୍ତି, କିଛି ମ୍ୟାଚ୍‌ ପରେ ରାହୁଲଙ୍କୁ ଟିମ୍‌ରେ ସାମିଲ କରିଦିଆଯିବ।

ଯେଉଁ କ୍ରିକେଟର୍‌ଙ୍କ କନେକ୍ସନ୍‌ ଆକ୍ରମଙ୍କ ସହ ଭଲ ନଥାଏ, ସେହି କ୍ରିକେଟର୍‌ଙ୍କ ପ୍ରଦର୍ଶନ ଭଲ ଥିଲେ ବି ସେମାନଙ୍କୁ ଟିମ୍‌ରେ ସ୍ଥାନ ମିଳିନଥାଏ। ୟୁପି ଖେଳାଳି ଚୟନ କମିଟିରେ ଆକ୍ରମ କୌଣସି ପଦରେ ରହିନଥିଲେ ମଧ୍ୟ ରାଜୀବ ଶୁକ୍ଲାଙ୍କ ନିକଟତର ହୋଇଥିବାରୁ ପରଦା ପଛରେ ରହି ଟିମ୍‌ ସିଲେକ୍ସନରେ ବଡ଼ ଭୂମିକା ଗ୍ରହଣ କରିଥାନ୍ତି। ରାଜୀବ ଶୁକ୍ଲାଙ୍କ ବ୍ୟତୀତ ଆକ୍ରମ, ଅଭିନେତା ଶାହରୁଖ ଖାନ୍‌ଙ୍କ ମଧ୍ୟ ବେଶ୍‌ ପାଖ ଲୋକ ବୋଲି ଚର୍ଚ୍ଚା ହେଉଛି।

Image result for mohammed akram saifi

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story