ହକି ଇଣ୍ଡିଆ ଲିଗ: ରାଞ୍ଚି ରେଜ ୭-୨ ଗୋଲରେ ବିଜୟୀ

ରାଞ୍ଚି: ଆଜି ରାଞ୍ଚି ବିର୍ଶାମୁଣ୍ଡା ହକି ଷ୍ଟାଡିୟମ୍‌ରେ ଚାଲିଥିବା ହକି ଇଣ୍ଡିଆ ଲିଗରେ ଏକ ମ୍ୟାଚରେ ଘରୋଇ ରାଞ୍ଚି ରେଜ୍‌ ୭-୨ ଗୋଲରେ କଳିଙ୍ଗ ଲାନ୍‌ସର୍ସକୁ ପରାସ୍ତ କରିଛି। ରାଞ୍ଚି ରେଜ୍‌ ପକ୍ଷରୁ ସୁମୀତ ୨ଟି, ଖ୍ରୀଷ୍ଟୋଫର ରୁହର ୨ଟି, ମନପ୍ରୀତ ସିଂହ ୨ଟି ଓ ଜାକସନ୍‌ ଗୋଟିଏ ଗୋଲ ଦେଇଥିଲେ। କଳିଙ୍ଗ ଲାନ୍‌ସର୍ସ ପକ୍ଷରୁ ଲଳିତ ଉପାଧ୍ୟାୟ ୨ଟି ଗୋଲ ଦେଇଥିଲେ। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କଳିଙ୍ଗ ଲାନ୍‌ସର୍ସ ୪-୨ ଗୋଲରେ ରାଞ୍ଚି […]

ranchi

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 10:00 PM IST

ରାଞ୍ଚି: ଆଜି ରାଞ୍ଚି ବିର୍ଶାମୁଣ୍ଡା ହକି ଷ୍ଟାଡିୟମ୍‌ରେ ଚାଲିଥିବା ହକି ଇଣ୍ଡିଆ ଲିଗରେ ଏକ ମ୍ୟାଚରେ ଘରୋଇ ରାଞ୍ଚି ରେଜ୍‌ ୭-୨ ଗୋଲରେ କଳିଙ୍ଗ ଲାନ୍‌ସର୍ସକୁ ପରାସ୍ତ କରିଛି।

ରାଞ୍ଚି ରେଜ୍‌ ପକ୍ଷରୁ ସୁମୀତ ୨ଟି, ଖ୍ରୀଷ୍ଟୋଫର ରୁହର ୨ଟି, ମନପ୍ରୀତ ସିଂହ ୨ଟି ଓ ଜାକସନ୍‌ ଗୋଟିଏ ଗୋଲ ଦେଇଥିଲେ। କଳିଙ୍ଗ ଲାନ୍‌ସର୍ସ ପକ୍ଷରୁ ଲଳିତ ଉପାଧ୍ୟାୟ ୨ଟି ଗୋଲ ଦେଇଥିଲେ।

ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କଳିଙ୍ଗ ଲାନ୍‌ସର୍ସ ୪-୨ ଗୋଲରେ ରାଞ୍ଚି ରେଜକୁ ପରାସ୍ତ କରିଥିଲା। ଦୁଇଟି ମ୍ୟାଚ ଜିତି ଲାନ୍‌ସର୍ସ ଦଳ ୧୦ ପଏଣ୍ଟ ସହ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି। ସେପଟେ ଦବଙ୍ଗ ମୁମ୍ୱାଇ ବିପକ୍ଷ ମ୍ୟାଚକୁ ରାଞ୍ଚି ଡ୍ର ରଖି ୨ ପଏଣ୍ଟ ହାସଲ କରିଥିଲା।

Related story