ଟେଷ୍ଟ ମ୍ୟାଚ୍ ଦେଖିବାକୁ ଆସୁନାହାନ୍ତି ଦର୍ଶକ, ଚିନ୍ତାରେ ଆୟୋଜକ

ରାଞ୍ଚି: ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। କିନ୍ତୁ ଝାରଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ (ଜେଏସସିଏ) ଆଗାମୀଥର ଟେଷ୍ଟ ମ୍ୟାଚ୍ ଆୟୋଜନ କରିବା ପୂର୍ବରୁ ନିଶ୍ଚିତ ଚିନ୍ତା କରିବ। ଏହାର କାରଣ ଆଉ କିଛି ବରଂ ଟିକେଟ୍ ବିକ୍ରି ହିଁ ରହିଛି। ରାଞ୍ଚି ଷ୍ଟାଡିୟର୍ମରେ ୩୯ହଜାର ଦର୍ଶକଙ୍କ ପାଇଁ ସିଟ୍ ଉପଲବ୍ଧ ରହିଛି। କିନ୍ତୁ ତୃତୀୟ ଟେଷ୍ଟ ପାଇଁ ଏପର୍ଯ୍ୟନ୍ତ ମାତ୍ର ୧୫୦୦ […]

ranchi

ranchi

Ranjit Kumar Jena
  • Published: Friday, 18 October 2019
  • Updated: 18 October 2019, 05:24 PM IST

Sports

Latest News

ରାଞ୍ଚି: ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। କିନ୍ତୁ ଝାରଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ (ଜେଏସସିଏ) ଆଗାମୀଥର ଟେଷ୍ଟ ମ୍ୟାଚ୍ ଆୟୋଜନ କରିବା ପୂର୍ବରୁ ନିଶ୍ଚିତ ଚିନ୍ତା କରିବ। ଏହାର କାରଣ ଆଉ କିଛି ବରଂ ଟିକେଟ୍ ବିକ୍ରି ହିଁ ରହିଛି। ରାଞ୍ଚି ଷ୍ଟାଡିୟର୍ମରେ ୩୯ହଜାର ଦର୍ଶକଙ୍କ ପାଇଁ ସିଟ୍ ଉପଲବ୍ଧ ରହିଛି। କିନ୍ତୁ ତୃତୀୟ ଟେଷ୍ଟ ପାଇଁ ଏପର୍ଯ୍ୟନ୍ତ ମାତ୍ର ୧୫୦୦ ଟିକେଟ୍ ବିକ୍ରି ହୋଇଥିବା ଖବର ମିଳିଛି।

ଉକ୍ତ ଟେଷ୍ଟ ମ୍ୟାଚ୍ ପାଇଁ ରାଜ୍ୟ କ୍ରିକେଟ୍ ସଂଘ ଟିକେଟ୍ ଦର ମଧ୍ୟ ବହୁତ କମ୍ ରଖିଛି। ଦର୍ଶକ ୨୫୦ ଟଙ୍କାରେ ଦିନକର ମ୍ୟାଚ୍ ଦେଖିପାରିବେ। ଜେଏସସିଏରେ ମଧ୍ୟ ୫ଟି କାଉଣ୍ଟର ଖୋଲାଯାଇଛି। କିନ୍ତୁ ଗୁରୁବାର ଅଳ୍ପ କିଛି ଲୋକେ ଟିକେଟ୍ କିଣିବାକୁ ଆସିଥିଲେ। ଏପରିକି ଶୁକ୍ରବାର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଜେଏସସିଏ ରାଞ୍ଚି ଟେଷ୍ଟ ପାଇଁ ସୁରକ୍ଷାକର୍ମୀଙ୍କୁ ୫ହଜାର ଏବଂ ସ୍କୁଲ, କ୍ଲବ୍ ତଥା ଏକାଡେମୀକୁ ୧୦ହଜାର ଟିକେଟ୍ ବିତରଣ କରିଛି। ଏହା ସତ୍ତ୍ୱେ ରାଞ୍ଚିର ଚିତ୍ର ବଦଳିଲା ଭଳି ଲାଗୁନାହିଁ।

ଜେଏସସିଏର ନୂଆ ଅଧ୍ୟକ୍ଷ ନଫିସ୍ ଖାନ୍ କହିଛନ୍ତି, ଆଗାମୀ ଥର ଆମକୁ ଏଠାରେ ଟେଷ୍ଟ ମ୍ୟାଚ୍ ଆୟୋଜନ କରିବା ପୂର୍ବରୁ ଦୁଇଥର ଭାବିବାକୁ ପଡ଼ିଛି। ବୋଧହୁଏ, ପରବର୍ତ୍ତୀ ସମୟରେ ଏଠାରେ ଟେଷ୍ଟ ମ୍ୟାଚ୍ ଆୟୋଜନ ହୋଇନପାରେ। କିନ୍ତୁ ଏହା ସତ ଯେ, ଯଦି ରାଜ୍ୟ କ୍ରିକେଟ୍ ସଂଘ ଟେଷ୍ଟ କ୍ରିକେଟକୁ ଅସ୍ୱୀକାର କରିବା ଆରମ୍ଭ କରେ, ତାହେଲେ କ୍ରିକେଟର ଏହି ବଡ଼ ଫର୍ମାଟ୍ ମଳିନ ହୋଇପଡ଼ିବ। ଷ୍ଟାଡିୟମକୁ ଖାଲି ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ଆମକୁ ଟେଷ୍ଟ ଫର୍ମାଟରେ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ।

ଟେଷ୍ଟ ମ୍ୟାଚର ଆୟୋଜନ ପାଇଁ ଜେଏସସିଏକୁ ବିସିସିଆଇ ୧କୋଟି ଟଙ୍କା ଦେଇଛି, ଏଥିପାଇଁ ସଂଘର କୌଣସି ହେବ ନାହିଁ। କିନ୍ତୁ ବିସିସିଆଇର ପରବର୍ତ୍ତୀ ସାଧାରଣ ବୈଠକରେ ଜେଏସସିଏ ଆନୁଷ୍ଠାନିକ ଭାବେ ଏହି ମାମଲାକୁ ଉଠାଇବ। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଭଳି ଜେଏସସିଏର ଅଧ୍ୟକ୍ଷ ମଧ୍ୟ ପିଙ୍କ ବଲ୍ ଟେଷ୍ଟ ମ୍ୟାଚକୁ ବିକଳ୍ପ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story