ସେହ୍ୱାଗଙ୍କ ସହ ଏହି ଲିଷ୍ଟରେ ସାମିଲ୍ ହେଲେ ରୋହିତ୍‌

ରାଞ୍ଚି: ଭାରତର ନୂଆ ପଦନ୍ନୋତି ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ରେକର୍ଡ ବ୍ରେକିଂ ଦ୍ୱିଶତକ ହାସଲ କରିଛନ୍ତି। ରୋହିତ୍ ପଞ୍ଚମ ଭାରତୀୟ ଓପ୍ନର ଭାବେ କୌଣସି ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍ କରିଛନ୍ତି। ଏହି ମାମଲାରେ ସେ ବିନୁ ମାଙ୍କଡ୍‌, ବୁଦ୍ଧି କୁନ୍ଦରାନ୍‌, ସୁନୀଲ ଗାଭାସ୍କର ଓ ରବିବାର ନିଜର ୪୧ତମ ଜନ୍ମଦିନ ମନାଉଥିବା ବୀରେନ୍ଦ୍ର ସେହ୍ୱାଗଙ୍କ ସହ ଏଲିଟ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ଗାଭାସ୍କର ଟେଷ୍ଟ କ୍ରିକେଟରେ […]

veeru

veeru

Ranjit Kumar Jena
  • Published: Sunday, 20 October 2019
  • Updated: 20 October 2019, 05:38 PM IST

Sports

Latest News

ରାଞ୍ଚି: ଭାରତର ନୂଆ ପଦନ୍ନୋତି ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ରେକର୍ଡ ବ୍ରେକିଂ ଦ୍ୱିଶତକ ହାସଲ କରିଛନ୍ତି। ରୋହିତ୍ ପଞ୍ଚମ ଭାରତୀୟ ଓପ୍ନର ଭାବେ କୌଣସି ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍ କରିଛନ୍ତି।

ଏହି ମାମଲାରେ ସେ ବିନୁ ମାଙ୍କଡ୍‌, ବୁଦ୍ଧି କୁନ୍ଦରାନ୍‌, ସୁନୀଲ ଗାଭାସ୍କର ଓ ରବିବାର ନିଜର ୪୧ତମ ଜନ୍ମଦିନ ମନାଉଥିବା ବୀରେନ୍ଦ୍ର ସେହ୍ୱାଗଙ୍କ ସହ ଏଲିଟ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ଗାଭାସ୍କର ଟେଷ୍ଟ କ୍ରିକେଟରେ ୫ଥର ଏହି କାରନାମା କରିଛନ୍ତି। ରୋହିତଙ୍କ ପୂର୍ବରୁ ସେହ୍ୱାଗ ହିଁ ଶେଷଥର ପାଇଁ ଏହି ରେକର୍ଡ କରିଥିଲେ।

ସେହ୍ୱାଗ ୨୦୦୫ରେ ପାକିସ୍ତାନ ବିପକ୍ଷ ସିରିଜରେ ୫୪୪ ରନ୍ କରିଥିଲେ। ରବିବାର ଦ୍ୱିତୀୟ ଦିବସରେ ରୋହିତ୍ ଲୁଙ୍ଗି ଏନଗିଡିଙ୍କୁ ଛକା ମାରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ ମାରିଛନ୍ତି। ନିଜର ଦ୍ୱିଶତକୀୟ ଇନିଂସରେ ସେ ୨୫୫ ବଲରେ ୨୮ ଚୌକା ଓ ୬ ଛକା ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story