ଉମେଶଙ୍କ ବାଉନ୍ସରରେ ଏଲଗାର୍ ଆହତ, ମ୍ୟାଚରୁ ଆଉଟ୍‌

ରାଞ୍ଚି: ଭାରତୀୟ ପେସ୍ ବୋଲରଙ୍କ ଯାଦୁ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ। ରାଞ୍ଚି ଟେଷ୍ଟର ତୃତୀୟ ଦିବସରେ ଉମେଶ ଯାଦବଙ୍କ ଦ୍ରୁତ ବାଉନ୍ସର ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାରଙ୍କୁ ଆହତ କରିଛି। ମୁଣ୍ଡରେ ବଲ୍ ବାଜିବା ପରେ ଭ୍ରମଣକାରୀ ଦଳର ଏହି ବ୍ୟାଟ୍ସମ୍ୟାନ୍ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ୍ ଥ୍ୟୁନିସ୍ ଡି’ବ୍ରୁନଙ୍କୁ ଟିମରେ ସାମିଲ୍ କରାଯାଇଛି। ଏଲଗାରଙ୍କୁ ଆଘାତ ଲାଗିବା ପରେ ରାଞ୍ଚି ଟେଷ୍ଟର ତୃତୀୟ ଦିବସରେ ସଅଳ ଚା’ପାନ ବିରତି […]

elagar

elagar

Ranjit Kumar Jena
  • Published: Monday, 21 October 2019
  • Updated: 21 October 2019, 06:41 PM IST

Sports

Latest News

ରାଞ୍ଚି: ଭାରତୀୟ ପେସ୍ ବୋଲରଙ୍କ ଯାଦୁ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ। ରାଞ୍ଚି ଟେଷ୍ଟର ତୃତୀୟ ଦିବସରେ ଉମେଶ ଯାଦବଙ୍କ ଦ୍ରୁତ ବାଉନ୍ସର ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାରଙ୍କୁ ଆହତ କରିଛି। ମୁଣ୍ଡରେ ବଲ୍ ବାଜିବା ପରେ ଭ୍ରମଣକାରୀ ଦଳର ଏହି ବ୍ୟାଟ୍ସମ୍ୟାନ୍ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ୍ ଥ୍ୟୁନିସ୍ ଡି'ବ୍ରୁନଙ୍କୁ ଟିମରେ ସାମିଲ୍ କରାଯାଇଛି। ଏଲଗାରଙ୍କୁ ଆଘାତ ଲାଗିବା ପରେ ରାଞ୍ଚି ଟେଷ୍ଟର ତୃତୀୟ ଦିବସରେ ସଅଳ ଚା'ପାନ ବିରତି ନିଆଯାଇଥିଲା। ମୁଣ୍ଡରେ ବଲ୍ ବାଜିବା ପରେ ଏଲଗାରଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ଅନଫିଟ୍ ଘୋଷିତ କରାଯାଇଥିଲା।

ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସର ଦଶମ ଓଭରରେ ଏଲଗାର ଆହତ ହୋଇଥିଲେ। ଉମେଶଙ୍କ ବାଉନ୍ସରକୁ ବୁଝିବାରେ ସେ ଭୁଲ କରି ବସିଥିଲେ, ଯାହା ଫଳ ତାଙ୍କୁ ଭୋଗିବାକୁ ପଡ଼ିଥିଲା। ଉମେଶଙ୍କ ଘଣ୍ଟାପ୍ରତି ୧୩୮କିମି ବେଗରେ ଆସୁଥିବା ବଲକୁ ଦେଖି ଏଲଗାର ତୁରନ୍ତ ନଜର ହଟାଇ ନେଇଥିଲେ ଏବଂ ବଲକୁ ଛାଡ଼ିବା ପାଇଁ ନଇଁ ପଡ଼ିଥିଲେ। କିନ୍ତୁ ବଲର ଗତି ଏତେ ଜୋରରେ ଥିଲା ଯେ, ବଲଟି ତାଙ୍କ କାନର ଉପରିଭାଗ ହେଲମେଟରେ ବାଜିଥିଲା।

ବଲ୍ ବାଜିବା ମାତ୍ରକେ ସେ ସେହିଠାରେ ହିଁ ବସି ପଡ଼ିଥିଲେ। ଭାରତୀୟ ଖେଳାଳିମାନେ ତୁରନ୍ତୁ ତାଙ୍କ ପାଖକୁ ଯାଇଥିଲେ ଏବଂ ଫିଝିଓଙ୍କୁ ଡାକରା ଦେଇଥିଲେ। ଫିଜିଓ ଗ୍ରାଉଣ୍ଡକୁ ଆସିବା ପରେ ଏଲଗାରଙ୍କୁ ବାହାରକୁ ନେଇ ଚାଲିଯାଇଥିଲେ। ଏହା ପରେ ଏଲଗାରଙ୍କ ଡ୍ରେସିଂ ରୁମରେ ଯାଞ୍ଚ କରାଯାଇଥିଲା ଏବଂ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ହସ୍ପିଟାଲରେ ସ୍କାନ୍ ହେବା ପରେ ଜଣାପଡ଼ିଲା ଯେ, ଏଲଗାର ମ୍ୟାଚରେ ଆଉ ଖେଳି ପାରିବେ ନାହିଁ।

ଏହା ପରେ ମ୍ୟାଚ ରେଫରୀ କନକସନ୍ (ମୁଣ୍ଡରେ ଆଘାତ ପାଇଥିବା ଖେଳାଳି) ସବଷ୍ଟିଚ୍ୟୁଟ୍ ଭାବେ ଥ୍ୟୁନିସ୍ ଡି'ବ୍ରୁନଙ୍କୁ ଟିମରେ ସାମିଲ୍ କରିବା ପାଇଁ ଅନୁମତି ଦେଇଥିଲେ। ତେବେ ଦ୍ୱିତୀୟଥର ପାଇଁ ଭାରତୀୟ ବୋଲର ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଏଭଳି ମୁଣ୍ଡରେ ବଲ୍ ମାରି ମ୍ୟାଚରୁ ଆଉଟ୍ କରିଛନ୍ତି। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯଶପ୍ରୀତ ବୁମ୍ରାଙ୍କ ବଲରେ ବ୍ୟାଟ୍ସମ୍ୟାନ ଡାରେନ୍ ବ୍ରାଭୋ ଆହତ ହୋଇଥିଲେ। ତାଙ୍କ ସ୍ଥାନରେ ଜର୍ମେନ୍ ବ୍ଲାକଉଡ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story