ଆସନ୍ତାକାଲିଠାରୁ ରଣଜୀ ସେମିଫାଇନାଲ

ମୁମ୍ବାଇ: ଆସନ୍ତାକାଲିଠାରୁ ଚଳିତ ରଣଜୀ ଟ୍ରଫିର ସେମିଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମ ସେମିଫାନାଲ ମୁମ୍ବାଇ ଓ ତାମିଲନାଡୁ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ରାଜକୋଟ୍‌ରେ ହେବ। ସେହିପରି ଦ୍ୱିତୀୟ ସେମିଫାଇନାଲ ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍‌ ଗୁଜରାଟ ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯିବ। ମୁମ୍ବାଇ, ତାମିଲନାଡୁ ଓ ଗୁଜରାଟ ପୂର୍ବରୁ ସେମିଫାଇନାଲକୁ ଯାଇଥିବା ବେଳେ ଝାଡ଼ଖଣ୍ଡ ପ୍ରଥମ ଥର ପାଇଁ ଏହି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଭାରତୀୟ ସମୟ ପୂର୍ବହ୍ନ ସାଢେ ୯ଟାରୁ ଉଭୟ ସେମିଫାଇନାଲ […]

ranji-trophy

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 01:54 PM IST

ମୁମ୍ବାଇ: ଆସନ୍ତାକାଲିଠାରୁ ଚଳିତ ରଣଜୀ ଟ୍ରଫିର ସେମିଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ।

ପ୍ରଥମ ସେମିଫାନାଲ ମୁମ୍ବାଇ ଓ ତାମିଲନାଡୁ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ରାଜକୋଟ୍‌ରେ ହେବ।

ସେହିପରି ଦ୍ୱିତୀୟ ସେମିଫାଇନାଲ ନାଗପୁରରେ ଖେଳାଯିବ। ଏହି ମ୍ୟାଚ୍‌ ଗୁଜରାଟ ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯିବ।

ମୁମ୍ବାଇ, ତାମିଲନାଡୁ ଓ ଗୁଜରାଟ ପୂର୍ବରୁ ସେମିଫାଇନାଲକୁ ଯାଇଥିବା ବେଳେ ଝାଡ଼ଖଣ୍ଡ ପ୍ରଥମ ଥର ପାଇଁ ଏହି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି।

ଭାରତୀୟ ସମୟ ପୂର୍ବହ୍ନ ସାଢେ ୯ଟାରୁ ଉଭୟ ସେମିଫାଇନାଲ ଆରମ୍ଭ ହେବ।

ପ୍ରଥମ ଥର ପାଇଁ ରଜଣୀ ଟ୍ରଫିର ସମସ୍ତ ମ୍ୟାଚ୍‌ ନିରପେକ୍ଷ ସ୍ଥାନରେ ଖେଳାଯାଉଛି।

Related story