ରଣଜୀ ମ୍ୟାଚ୍‌: ଗୋବିନ୍ଦ ପୋଦ୍ଦାରଙ୍କ ଦ୍ୱିଶତକ, ଓଡ଼ିଶା ୪୫୯/୭

ଭୁବନେଶ୍ୱର: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚର ତୃତୀୟ ଦିନରେ ଆଜି ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିଲା। ଅଧିନାୟକ ଗୋବିନ୍ଦ ପୋଦ୍ଦାର ଧୂଆଁଧାର ୨୨୫ (୨୧ ଚୌକା, ୨ ଛକ) ଏବଂ ବିପ୍ଲବ ସାମନ୍ତରାୟଙ୍କ ୧୦୩ ରନ (୭ ଚୌକା) ବଳରେ ଓଡ଼ିଶା ୭ ୱିକେଟ୍‌ ହରାଇ ୪୫୯ ରନ୍‌ ସଂଗ୍ରହ କରିଛି। ଓଡ଼ିଶା ୧୫୮ ରନ୍‌ର ଅଗ୍ରଣୀ ହାସଲ କରିଛି। ଗୋବିନ୍ଦ ପୋଦ୍ଦାରଙ୍କ କ୍ୟାରିୟରର ଏହା ହେଉଛି ପ୍ରଥମ […]

gobinda-poddar

gobinda-poddar

Rakesh Mallick
  • Published: Tuesday, 15 November 2016
  • Updated: 15 November 2016, 06:25 PM IST

Sports

Latest News

ଭୁବନେଶ୍ୱର: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚର ତୃତୀୟ ଦିନରେ ଆଜି ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିଲା। ଅଧିନାୟକ ଗୋବିନ୍ଦ ପୋଦ୍ଦାର ଧୂଆଁଧାର ୨୨୫ (୨୧ ଚୌକା, ୨ ଛକ) ଏବଂ ବିପ୍ଲବ ସାମନ୍ତରାୟଙ୍କ ୧୦୩ ରନ (୭ ଚୌକା) ବଳରେ ଓଡ଼ିଶା ୭ ୱିକେଟ୍‌ ହରାଇ ୪୫୯ ରନ୍‌ ସଂଗ୍ରହ କରିଛି। ଓଡ଼ିଶା ୧୫୮ ରନ୍‌ର ଅଗ୍ରଣୀ ହାସଲ କରିଛି। ଗୋବିନ୍ଦ ପୋଦ୍ଦାରଙ୍କ କ୍ୟାରିୟରର ଏହା ହେଉଛି ପ୍ରଥମ ଦ୍ୱିଶତକ।

ଦଳ ପକ୍ଷରୁ ଅବିନାଶ ଶାହା ୨୬ ରନ୍‌ ଏବଂ ସୁଭ୍ରାଂଶୁ ସେନାପତି ୩୪ ରନ୍‌ ଆଉଟ୍‌ ହୋଇଛନ୍ତି। ଦୀପକ ବେହେରା ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଅପରାଜିତ ଅଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟି କରିଥିବା ଆସାମ ଦଳ ୩୦୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story