ରଣଜୀ ଟ୍ରଫି: ଓଡ଼ିଶାର ଅପରାଜେୟ ଧାରା ଭାଙ୍ଗିଲା ଜମ୍ମୁ ଓ କଶ୍ମୀର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ଟ୍ରଫିରେ ଓଡ଼ିଶାର ଅପରାଜେୟ ଧାରା ଭାଙ୍ଗିଯାଇଛି। କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ତା’ର ଷଷ୍ଠ ମୁକାବିଲାରେ ଜମ୍ମୁ ଓ କଶ୍ମୀର ନିକଟରୁ ୪ ୱିକେଟରେ ପରାସ୍ତ ହୋଇଛି। ଚଳିତ ସିଜନରେ ଓଡ଼ିଶାର ଏହା ପ୍ରଥମ ପରାଜୟ। ଓଡ଼ିଶା ଚଳିତ ସିଜନରେ ୪ଟି ମୁକାବିଲା ଜିତିଥିବା ବେଳେ ଗୋଟିଏ ଡ୍ର’ କରିଥିଲା। ତେବେ ଆଜିର ପରାଜୟ ଓଡ଼ିଶାର ନକଆଉଟ୍ ଆଶାକୁ ଅଧିକ କଷ୍ଟକର କରିଦେଇଛି। ଓଡ଼ିଶା ଦ୍ୱିତୀୟ ଇନିଂସରେ ୧୬୬ […]

j-k

j-k

Ranjit Kumar Jena
  • Published: Tuesday, 21 January 2020
  • Updated: 21 January 2020, 06:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ଟ୍ରଫିରେ ଓଡ଼ିଶାର ଅପରାଜେୟ ଧାରା ଭାଙ୍ଗିଯାଇଛି। କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ତା'ର ଷଷ୍ଠ ମୁକାବିଲାରେ ଜମ୍ମୁ ଓ କଶ୍ମୀର ନିକଟରୁ ୪ ୱିକେଟରେ ପରାସ୍ତ ହୋଇଛି। ଚଳିତ ସିଜନରେ ଓଡ଼ିଶାର ଏହା ପ୍ରଥମ ପରାଜୟ। ଓଡ଼ିଶା ଚଳିତ ସିଜନରେ ୪ଟି ମୁକାବିଲା ଜିତିଥିବା ବେଳେ ଗୋଟିଏ ଡ୍ର' କରିଥିଲା। ତେବେ ଆଜିର ପରାଜୟ ଓଡ଼ିଶାର ନକଆଉଟ୍ ଆଶାକୁ ଅଧିକ କଷ୍ଟକର କରିଦେଇଛି।

ଓଡ଼ିଶା ଦ୍ୱିତୀୟ ଇନିଂସରେ ୧୬୬ ରନରେ ଅଲଆଉଟ୍ ହୋଇ ଜମ୍ମୁ ଓ କଶ୍ମୀରକୁ ୨୦୪ ରନର ଟାର୍ଗେଟ୍ ଦେଇଥିଲା। ଏହାକୁ ଜମ୍ମୁ ଓ କଶ୍ମୀର ୬୫.୩ ଓଭରରେ ୬ ୱିକେଟ୍ ହରାଇ ହାସଲ କରିନେଇଛି । ଜମ୍ମୁ ଓ କଶ୍ମୀର ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟାଂଶ ରାଇନା ସର୍ବାଧିକ ୬୯ ରନ୍ କରିଥିଲେ। ଅନ୍ୟତମ ଓପ୍ନର ଅହମ୍ମଦ ବାନ୍ଦେ ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ମଧ୍ୟକ୍ରମରେ ଶୁଭମ ଖଜୁରିଆ (୯), କ୍ୟାପଟେନ୍ ପରଭେଜ୍ ରସୁଲ୍ (୧୫) ଓ ଫଜିଲ୍ ରଶିଦ୍ (୧) ନିରାଶ କରିଥିଲେ। ତେବେ ଶୁଭମ୍ ପୁନ୍ଦିର୍ (୪୫), ଅବଦୁଲ୍ ସାମଦ୍ (୩୦*) ଓ ଆକିବ୍ ନବି (୨୬*)ଙ୍କ ଯୋଗଦାନ ବଳରେ ଜମ୍ମୁ ଓ କଶ୍ମୀର ମୁକାବିଲାକୁ ଜିତି ନେଇଥିଲା। ସପ୍ତମ ୱିକେଟ୍ ପାଇଁ ସମାଦ୍ ଓ ନବି ନିର୍ଣ୍ଣାୟକ ୪୨ ରନର ଭାଗୀଦାରୀ କରିଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତ ପ୍ରଧାନ ୪ଟି, ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ମଙ୍ଗଳବାର ଓଡ଼ିଶା ତା'ର ପୂର୍ବଦିନର ସ୍କୋର ୧୩୬/୭ ରନରୁ ଖେଳ ଆରମ୍ଭ କରିଥିଲା। ତେବେ ଦଳ ଆଜି ଆଉ ୩୦ ରନ୍ ଯୋଡ଼ି ତା'ର ୩ ୱିକେଟ୍ ହରାଇଥିଲା। ରାଜେଶ ଧୂପର ୧୩, ସୂର୍ଯ୍ୟକାନ୍ତ ପ୍ରଧାନ ୧୩ ଓ ରାଜେଶ ମହାନ୍ତି ୯ ରନ୍ କରି ଆଉଟ୍ ହୋଇଥିଲେ। ଜମ୍ମୁ ଓ କଶ୍ମୀର ପକ୍ଷରୁ ଉମର ନାଜିର୍ ୫ଟି ଓ ନବି ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story