ତ୍ରିପୁରାକୁ ୭ ୱିକେଟ୍‌ରେ ହରାଇଲା କେରଳ

କଟକ: କଟକର ବାରବାଟି ଷ୍ଟାଡିୟମରେ ଖେଳାଯାଇଥିବା ତ୍ରିପୁରା ବିପକ୍ଷ ରଜଣୀ ମ୍ୟାଚ୍‌ କେରଳ ୭ ୱିକେଟ୍‌ରେ ଜିତି ନେଇଛି। ଏହି ବିଜୟ ସହ କେରଳ ୬ ପଏଣ୍ଟ ପାଇଛି। ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଗତକାଲି ପଡିଆକୁ ଓହ୍ଲାଇ ଥିବା କେରଳ ୩ ୱିକେଟ୍‌ ହରାଇ ଏହାକୁ ହାସଲ କରି ନେଇଥିଲା। ଗତକାଲି ଅପରାଜିତ ଥିବା ଦୁଇ ଓପ୍ନର ମହମ୍ମଦ ଆଝାରୁଦ୍ଧିନ ୯୯ ରନ୍‌ (୧୫ ଚୌକା) ଏବଂ ବି.ଜେ. ଠାକୁର ୪୭ ରନ୍‌ (୭ […]

ranji-match

ranji-match

Rakesh Mallick
  • Published: Friday, 02 December 2016
  • Updated: 02 December 2016, 06:03 PM IST

Sports

Latest News

କଟକ: କଟକର ବାରବାଟି ଷ୍ଟାଡିୟମରେ ଖେଳାଯାଇଥିବା ତ୍ରିପୁରା ବିପକ୍ଷ ରଜଣୀ ମ୍ୟାଚ୍‌ କେରଳ ୭ ୱିକେଟ୍‌ରେ ଜିତି ନେଇଛି। ଏହି ବିଜୟ ସହ କେରଳ ୬ ପଏଣ୍ଟ ପାଇଛି। ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଗତକାଲି ପଡିଆକୁ ଓହ୍ଲାଇ ଥିବା କେରଳ ୩ ୱିକେଟ୍‌ ହରାଇ ଏହାକୁ ହାସଲ କରି ନେଇଥିଲା। ଗତକାଲି ଅପରାଜିତ ଥିବା ଦୁଇ ଓପ୍ନର ମହମ୍ମଦ ଆଝାରୁଦ୍ଧିନ ୯୯ ରନ୍‌ (୧୫ ଚୌକା) ଏବଂ ବି.ଜେ. ଠାକୁର ୪୭ ରନ୍‌ (୭ ଚୌକା) କରି ଆଉଟ୍‌ ହୋଇଥିଲେ।

ତ୍ରିପୁରା ତରଫରୁ ଯୋଗେନ୍ଦର ସିଂହ ୩ଟି ୱିକେଟ୍‌ ନେଇଥିଲେ।

ପ୍ରଥମ ପାଳିରେ ୪୦ ଏବଂ ଦ୍ୱିତୀୟ ପାଳିରେ ୯୯ ରନ୍‌ କରିଥିବା କେରଳର ମହମ୍ମଦ ଆଝାରୁଦ୍ଧିନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

ତ୍ରିପୁରା ପ୍ରଥମ ପାଳିରେ ୨୧୩ ଓ ୧୬୨ ରନ୍‌ କରିଥିଲା।

କେରଳ ପ୍ରଥମ ପାଳିରେ ୧୯୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story