ରଣଜୀ ଟ୍ରଫି: ବେଙ୍ଗଲ-ସୌରାଷ୍ଟ୍ର ଫାଇନାଲ୍‌

ରାଜକୋଟ୍‌: ଜୟଦେବ ଉନାଦକତଙ୍କ ଘାତକ ବୋଲିଂ ବଳରେ ସୌରାଷ୍ଟ୍ର ୯୨ ରନରେ ଗୁଜରାଟକୁ ହରାଇ ରଣଜୀ ଟ୍ରଫିର ଫାଇନାଲ୍ ଟିକେଟ୍ କାଟିଛି। ଏଠାରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲରେ ସୌରାଷ୍ଟ୍ର ଦ୍ୱାରା ଧାର୍ଯ୍ୟ ୩୨୭ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଗୁଜରାଟ ଦ୍ୱିତୀୟ ଇନିଂସରେ ୨୩୪ ରନ୍ କରି ଅଲଆଉଟ୍ ହୋଇଛି। ଏହି ବିଜୟ ସହ ସୌରାଷ୍ଟ୍ର କ୍ରମାଗତ ଦ୍ୱିତୀୟଥର ଲାଗି ରଣଜୀ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସୌରାଷ୍ଟ୍ରର ସାମ୍ନା ବେଙ୍ଗଲ ସହ ଆସନ୍ତା ୯ ତାରିଖରେହେବ। […]

ranji

ranji

Ranjit Kumar Jena
  • Published: Wednesday, 04 March 2020
  • Updated: 04 March 2020, 07:52 PM IST

Sports

Latest News

ରାଜକୋଟ୍‌: ଜୟଦେବ ଉନାଦକତଙ୍କ ଘାତକ ବୋଲିଂ ବଳରେ ସୌରାଷ୍ଟ୍ର ୯୨ ରନରେ ଗୁଜରାଟକୁ ହରାଇ ରଣଜୀ ଟ୍ରଫିର ଫାଇନାଲ୍ ଟିକେଟ୍ କାଟିଛି। ଏଠାରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲରେ ସୌରାଷ୍ଟ୍ର ଦ୍ୱାରା ଧାର୍ଯ୍ୟ ୩୨୭ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଗୁଜରାଟ ଦ୍ୱିତୀୟ ଇନିଂସରେ ୨୩୪ ରନ୍ କରି ଅଲଆଉଟ୍ ହୋଇଛି। ଏହି ବିଜୟ ସହ ସୌରାଷ୍ଟ୍ର କ୍ରମାଗତ ଦ୍ୱିତୀୟଥର ଲାଗି ରଣଜୀ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସୌରାଷ୍ଟ୍ରର ସାମ୍ନା ବେଙ୍ଗଲ ସହ ଆସନ୍ତା ୯ ତାରିଖରେହେବ।

ବୁଧବାର ପଞ୍ଚମ ତଥା ଅନ୍ତିମ ଦିବସରେ ୧ ୱିକେଟରେ ୭ ରନରୁ ଖେଳ ଆରମ୍ଭ କରିଥିବା ଗୁଜରାଟର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ପୁଣିଥରେ ନିରାଶ କରିଥିଲେ। ମଧ୍ୟକ୍ରମରେ କ୍ୟାପଟେନ୍ ପାର୍ଥିବ ପାଟଲ୍ ଓ ଚିରାଗ ଗାନ୍ଧି ଜବରଦସ୍ତ ବ୍ୟାଟିଂ କରି ଟିମ୍ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଉନାଦକତ୍ ଏହି ସେଟ୍ ଯୋଡ଼ିକୁ ଭାଙ୍ଗି ସୌରାଷ୍ଟ୍ରକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ।

ପାର୍ଥିବ ୯୩ (୧୪୮ ବଲ୍‌, ୧୩ ଚୌକା) ଓ ଗାନ୍ଧି ୯୬ (୧୩୯ ବଲ୍‌, ୧୬ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୧୫୮ ରନର ଶତକୀୟ ଭାଗୀଦାରୀ କରିଥିଲେ। ଭାର୍ଗବ ମେରାଇ ୧୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ । ଉନାଦକତ୍ ୫୬ ରନ୍ ଦେଇ ୭ଟି ୱିକେଟ୍ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ଗୁଜରାଟ ପାଇଁ ୧୩୯ ରନର ନିର୍ଣ୍ଣାୟକ ଇନିଂସ୍ ଖେଳିଥିବା ଅର୍ପିତ ଭସବାଡା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ୩୦୪ ରନ୍ କରିଥିବା ବେଳେ ଗୁଜରାଟ ୨୫୨ ରନ୍ କରି ପଛୁଆ ରହିଥିଲା। ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ର ୨୭୪ ରନ୍ କରି ଗୁଜରାଟ ଆଗରେ ୩୨୭ ରନର ଲକ୍ଷ୍ୟ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story