ଦିନିକିଆ ସିରିଜକୁ ନେଇ ଭବିଷ୍ୟବାଣୀ କଲେ ପଣ୍ଟିଂ

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିଠାରୁ ହେବାକୁଥିବା ଦିନିକିଆ ସିରିଜ୍ ପୂର୍ବରୁ କଙ୍ଗାରୁ ଟିମର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ଫଳାଫଳକୁ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂଙ୍କ ମତରେ ଆତ୍ମବିଶ୍ୱାସରେ ଭରପୂର ଅଷ୍ଟ୍ରେଲିଆ ଟିମ୍ ଦିନିକିଆ ସିରିଜକୁ ୨-୧ରେ ଜିତିବ। ଘରୋଇ ସିଜନରେ ଦମଦାର ପ୍ରଦର୍ଶନ ପରେ ଆରୋନ୍ ଫିଞ୍ଚଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଟିମ୍ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜ୍ ଜିତିଥିଲା। ଅନ୍ୟପଟେ ଭାରତ […]

ponting

ponting

Ranjit Kumar Jena
  • Published: Monday, 13 January 2020
  • Updated: 13 January 2020, 05:26 PM IST

Sports

Latest News

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିଠାରୁ ହେବାକୁଥିବା ଦିନିକିଆ ସିରିଜ୍ ପୂର୍ବରୁ କଙ୍ଗାରୁ ଟିମର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ଫଳାଫଳକୁ ବଡ଼ ଭବିଷ୍ୟବାଣୀ କରିଛନ୍ତି। ପଣ୍ଟିଂଙ୍କ ମତରେ ଆତ୍ମବିଶ୍ୱାସରେ ଭରପୂର ଅଷ୍ଟ୍ରେଲିଆ ଟିମ୍ ଦିନିକିଆ ସିରିଜକୁ ୨-୧ରେ ଜିତିବ। ଘରୋଇ ସିଜନରେ ଦମଦାର ପ୍ରଦର୍ଶନ ପରେ ଆରୋନ୍ ଫିଞ୍ଚଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଟିମ୍ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛି।

ଘରୋଇ ମାଟିରେ ଅଷ୍ଟ୍ରେଲିଆ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜ୍ ଜିତିଥିଲା। ଅନ୍ୟପଟେ ଭାରତ ଗତବର୍ଷ ମାର୍ଚ୍ଚରେ ତା'ର ଘରୋଇ ମାଟିରେ ଅଷ୍ଟ୍ରେଲିଆଠାରୁ ମିଳିଥିବା ୨-୩ର ପରାଜୟର ପ୍ରତିଶୋଧ ନେବାକୁ ବ୍ୟଗ୍ର। ଦିନିକିଆ ସିରିଜକୁ ନେଇ ପଣ୍ଟିଂ କହିଛନ୍ତି, "ବିଶ୍ୱକପ୍ ଏବଂ ଗ୍ରୀଷ୍ମରେ ଦମଦାର ଟେଷ୍ଟ ଖେଳିବା ପରେ ଅଷ୍ଟ୍ରେଲିଆର ମନୋବଳ ଏବେ ବହୁ ଊର୍ଦ୍ଧ୍ୱରେ ରହିଛି, କିନ୍ତୁ ଭାରତ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ମୋ ମତରେ ଅଷ୍ଟ୍ରେଲିଆ ଦିନିକିଆ ସିରିଜକୁ ୨-୧ରେ ଜିତିବ। ଟେଷ୍ଟ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା

ମାର୍ନସ୍ ଲାବୁଶେନଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜରେ ଡେବ୍ୟୁ କରିବାର ସୁଯୋଗ ମିଳିବା ଦରକାର। ତାଙ୍କ ଉପସ୍ଥିତି ଅଷ୍ଟ୍ରେଲିଆକୁ ମଧ୍ୟକ୍ରମକୁ ମଜଭୁତ୍ କରିବ। ସେ ସ୍ପିନ୍ ବିରୋଧରେ ଭଲ ପ୍ରଦର୍ଶନ କରିବାରେ ମାହିର୍ ଏବଂ ୱିକେଟ୍ ମଝିରେ ତାଙ୍କର ଦୌଡ଼ିବା ମଧ୍ୟ ବେଶ୍ ଭଲ୍। ଏହାଛଡ଼ା ଲାବୁଶେନଙ୍କ ଫିଲ୍ଡିଂ ମଧ୍ୟ ପ୍ରଶଂସନୀୟ ରହିଛି। ତେଣୁ ମୋଟାମୋଟି ଭାବେ ଲାବୁଶେନ୍ ଜାଣେ ମ୍ୟାଚ୍ ବିଜେତା।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story