ରିଓ ଅଲିମ୍ପିକ୍‌: ୪ଟି ଇଭେଣ୍ଟରେ ପଡ଼ିଆକୁ ଓହ୍ଲାଇବେ ୫ ଭାରତୀୟ

ରିଓ ଡି ଜେନେରିଓ: ଆଜି ରିଓ ଅଲିମ୍ପିକ୍‌ର ୪ଟି ଇଭେଣ୍ଟରେ ୫ ଜଣ ଭାରତୀୟ ପ୍ରତିଯୋଗୀ ଭାଗ ନେବେ। ମେଡାଲ ତାଲିକାରେ ଖାତା ଖୋଲିବାକୁ ସଂଘର୍ଷ କରୁଥିବା ଭାରତ ଆଜି ଏମାନଙ୍କ ପାଖରୁ ଭଲ ଖେଳ ଆଶା କରୁଛି। ଅପରାହ୍ନ ୪ଟାରେ ମହିଳା ଗଲ୍‌ଫରେ ଆଦିତି ଅଶୋକ ଭାରତ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବ୍ୟାଡମିଣ୍ଟନ ପୁରୁଷ ଏକକ କ୍ୱାଟର ଫାଇନାଲରେ କିଦାମ୍ବୀ ଶ୍ରୀକାନ୍ତ ଚୀନ୍‌ର ଲିନ୍‌ ଡାନ୍‌ଙ୍କୁ ଭେଟିବେ। ପ୍ରଥମ ମ୍ୟାଚ୍‌ରେ ଶ୍ରୀକାନ୍ତ ମେକ୍ସିକୋର ଲିନୋ ମୁନୋଜଙ୍କୁ ୨୧-୧୧, ୨୧-୧୭ରେ […]

k.srikant

k.srikant

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 03:17 PM IST

Sports

Latest News

ରିଓ ଡି ଜେନେରିଓ: ଆଜି ରିଓ ଅଲିମ୍ପିକ୍‌ର ୪ଟି ଇଭେଣ୍ଟରେ ୫ ଜଣ ଭାରତୀୟ ପ୍ରତିଯୋଗୀ ଭାଗ ନେବେ। ମେଡାଲ ତାଲିକାରେ ଖାତା ଖୋଲିବାକୁ ସଂଘର୍ଷ କରୁଥିବା ଭାରତ ଆଜି ଏମାନଙ୍କ ପାଖରୁ ଭଲ ଖେଳ ଆଶା କରୁଛି।

ଅପରାହ୍ନ ୪ଟାରେ ମହିଳା ଗଲ୍‌ଫରେ ଆଦିତି ଅଶୋକ ଭାରତ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ବ୍ୟାଡମିଣ୍ଟନ ପୁରୁଷ ଏକକ କ୍ୱାଟର ଫାଇନାଲରେ କିଦାମ୍ବୀ ଶ୍ରୀକାନ୍ତ ଚୀନ୍‌ର ଲିନ୍‌ ଡାନ୍‌ଙ୍କୁ ଭେଟିବେ। ପ୍ରଥମ ମ୍ୟାଚ୍‌ରେ ଶ୍ରୀକାନ୍ତ ମେକ୍ସିକୋର ଲିନୋ ମୁନୋଜଙ୍କୁ ୨୧-୧୧, ୨୧-୧୭ରେ ପରାସ୍ତ କରିଥିଲେ।

ରାତି ୭ଟା ୨୫ରେ ହେବାକୁ ଥିବା ୮୦୦ ମିଟର ରାଉଣ୍ଡ-୧ ଦୌଡ଼ରେ ଟିଣ୍ଟୁ ଲୁକା ଭାଗ ନେବେ।

ସନ୍ଧ୍ୟା ୬ଟାରେ ହେବାକୁ ଥିବା ୫୮ କେଜି ଯୋଗ୍ୟତା ପର୍ଯ୍ୟାୟ କୁସ୍ତି ପ୍ରତିଯୋଗିତାରେ ଭାରତର ସାକ୍ଷୀ ମଲ୍ଲିକ ସ୍ୱେଡନର ଜୋହନ୍‌ ମାଟ୍ଟସନ୍‌ଙ୍କୁ ଭେଟିବେ। ସେହିପରି ରାତି ୭ଟାରେ ୪୮ କେଜି ରାଉଣ୍ଡ-୧୬ ପ୍ରତିଯୋଗିତାରେ ଭିନେଶ ଫୋଗତ୍‌ ରୋମାନିଆର ଇମିଲିଆ ଆଲିନା ଭୁକ୍‌ଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story