ଆହତ ପନ୍ତ ରାଜକୋଟ୍ ଦିନିକିଆରୁ ଆଉଟ୍‌

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ରାଜକୋଟରେ ହେବାକୁଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ମୁଣ୍ଡରେ ବଲ୍ ବାଜିବା କାରଣରୁ ପନ୍ତ ଦ୍ୱିତୀୟ ମ୍ୟାଚରୁ ବାହାର ହୋଇଛନ୍ତି। ତେବେ ଅନ୍ତିମ ଦିନିକିଆରେ ସେ ଖେଳିବେ କି ନାହିଁ, ତାହା ରିହ୍ୟାବିଲିଟେନ୍ ପରେ ଜଣାପଡିବ। ୱାଙ୍ଖଡେରେ ଭାରତୀୟ ଇନିଂସର ୪୪ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ଏକ ବଲ୍ ପନ୍ତଙ୍କ ହେଲମେଟରେ ବାଜିଥିଲା। ପନ୍ତ ପୁଲ୍ ଶଟ୍ ମାରିବାକୁ ପ୍ରୟାସ କରିଥିଲେ, କିନ୍ତୁ […]

pant

pant

Ranjit Kumar Jena
  • Published: Wednesday, 15 January 2020
  • Updated: 15 January 2020, 08:51 PM IST

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ରାଜକୋଟରେ ହେବାକୁଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ମୁଣ୍ଡରେ ବଲ୍ ବାଜିବା କାରଣରୁ ପନ୍ତ ଦ୍ୱିତୀୟ ମ୍ୟାଚରୁ ବାହାର ହୋଇଛନ୍ତି। ତେବେ ଅନ୍ତିମ ଦିନିକିଆରେ ସେ ଖେଳିବେ କି ନାହିଁ, ତାହା ରିହ୍ୟାବିଲିଟେନ୍ ପରେ ଜଣାପଡିବ।

ୱାଙ୍ଖଡେରେ ଭାରତୀୟ ଇନିଂସର ୪୪ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ଏକ ବଲ୍ ପନ୍ତଙ୍କ ହେଲମେଟରେ ବାଜିଥିଲା। ପନ୍ତ ପୁଲ୍ ଶଟ୍ ମାରିବାକୁ ପ୍ରୟାସ କରିଥିଲେ, କିନ୍ତୁ ବଲ ବ୍ୟାଟରେ ସ୍ପର୍ଶ କରି ହେଲମେଟରେ ବାଜିଥିଲା ଏବଂ ଆଷ୍ଟନ ଟର୍ଣ୍ଣର କ୍ୟାଚ୍ ଧରିଥିଲେ। ହେଲମେଟରେ ବଲ୍ ବାଜିବାରୁ ପନ୍ତ ଭାରତର ଫିଲ୍ଡିଂ ସମୟରେ ଗ୍ରାଉଣ୍ଡକୁ ଓହ୍ଲାଇନଥିଲେ। ତାଙ୍କ ସ୍ଥାନରେ ଲୋକେଶ ରାହୁଲ ୱିକେଟକିପିଙ୍ଗ୍ କରିବାକୁ ଆସିଥିଲେ।

ନିୟମ ଅନୁଯାୟୀ, ମୁଣ୍ଡରେ ବଲ୍ ବାଜିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ଖେଳାଳିଙ୍କୁ ଡାକ୍ତରୀ ଅବଜରଭେଶନରେ ରଖାଯାଇଥାଏ। ଏହି କାରଣରୁ ପନ୍ତ ଟିମ୍ ସହ ରାଜକୋଟ୍ ଯିବେନି ବୋଲି ପ୍ରଥମେ ଖବର ଆସିଥିଲା । ଯାହା ପରେ ଚର୍ଚ୍ଚା ଜୋର୍ ଧରିଥିଲା ଯେ ପନ୍ତ ଦ୍ୱିତୀୟ ମ୍ୟାଚରେ ଟିମ୍ ସହ ରହିବେ କି ନାହିଁ। ବର୍ତ୍ତମାନ ପନ୍ତ ବେଙ୍ଗାଲୁରୁ ଯିବେ, ଯେଉଁଠାରେ ତାଙ୍କର ଉପଚାର କରାଯିବ।

ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ରିହ୍ୟାବିଲିଟେଶନ୍ ପ୍ରୋଟୋକଲ୍ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପନ୍ତ ଅବସ୍ଥା ସ୍ଥିର ଅଛି। ପନ୍ତ ଅନୁମତି ନେଇ ଗ୍ରାଉଣ୍ଡ ବାହାରକୁ ଯାଇଥିଲେ, ଯାହା ପରେ ରାହୁଲ ୱିକେଟକିପିଙ୍ଗ୍ କରିଥିଲେ। ସୂଚନାଯୋଗ୍ୟ, ପ୍ରଥମ ଦିନିକିଆରେ ପନ୍ତ ୩୩ ବଲରେ ୨୮ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story