ବାପାଙ୍କର ଘର ଚଳାଇବାକୁ ନଥିଲା ଟଙ୍କା: ପୁଅ ବନିଗଲେ କ୍ରିକେଟର୍‌, ଚଲାଉଛନ୍ତି ଦେଢ଼ କୋଟିର ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ତଥା ହିଟ୍‌ ମ୍ୟାନ୍ ରୋହିତ ଶର୍ମାଙ୍କୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ସେ ନିକଟରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଦ୍ୱିଶତକ ମାରିବା ପରେ ଗଣମାଧ୍ୟମ ହେଉ କିମ୍ବା ସୋସିଆଲ ମିଡିଆ, ସବୁଥିରେ ଚର୍ଚ୍ଚାରେ ଆଗରେ ଅଛନ୍ତି। ସେ ଏବେ ଧନୀ କ୍ରିକେଟରଙ୍କ ଲିଷ୍ଟରେ ଗଣା ହେଉଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଜବ୍‌ ଚାଲିଯିବାରୁ ତାଙ୍କ ପରିବାର ବହୁ କଷ୍ଟରେ […]

bmw-m5-p

bmw-m5-p

Ordigital Desk
  • Published: Friday, 22 December 2017
  • Updated: 22 December 2017, 01:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ତଥା ହିଟ୍‌ ମ୍ୟାନ୍ ରୋହିତ ଶର୍ମାଙ୍କୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ସେ ନିକଟରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଦ୍ୱିଶତକ ମାରିବା ପରେ ଗଣମାଧ୍ୟମ ହେଉ କିମ୍ବା ସୋସିଆଲ ମିଡିଆ, ସବୁଥିରେ ଚର୍ଚ୍ଚାରେ ଆଗରେ ଅଛନ୍ତି। ସେ ଏବେ ଧନୀ କ୍ରିକେଟରଙ୍କ ଲିଷ୍ଟରେ ଗଣା ହେଉଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଜବ୍‌ ଚାଲିଯିବାରୁ ତାଙ୍କ ପରିବାର ବହୁ କଷ୍ଟରେ ଦିନ କାଟିଥିଲା।

ରୋହିତଙ୍କ ବାପା ଗୁରନାଥ ଶର୍ମାଙ୍କୁ ଏବେ ୬୦ ବର୍ଷ। ଦୀର୍ଘବର୍ଷ ପୂର୍ବେ ସେ ଟ୍ରାନ୍ସପୋର୍ଟ କମ୍ପାନୀରେ ଜବ୍‌ କରୁଥିଲେ। ହଠାତ୍‌ ତାଙ୍କ ଜବ୍‌ ଚାଲିଯିବାରୁ ପରିବାର ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ଘରର ବଡ଼ ପୁଅ ହୋଇଥିବାରୁ ରୋହିତ ଶର୍ମାଙ୍କୁ ଘରର ସବୁ କଥା ବୁଝିବାକୁ ପଡିଥିଲା। ସେତେବେଳେ ରୋହିତ ଛୋଟ ଛୋଟ ଲୋକାଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଖେଳି ଘରର ଗୁଜୁରାଣ ମେଣ୍ଟାଉଥିଲେ। ଅନେକ ଦିନ ପରେ ରୋହିତ ମୁମ୍ବାଇ ପାଇଁ ରଣଜୀ ଖେଳିବାକୁ ସୁଯୋଗ ପାଇଲେ। ୨୦୦୭ରେ ରୋହିତ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ।

ଆଜି ରୋହତି ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ଗଣାଯାଉଛନ୍ତି। ତାଙ୍କ ପାଖରେ BMW-M5  କାର୍‌ ଅଛି ଯାହାର ମୂଲ୍ୟ ପାଖାପାଖି ୧.୫ କୋଟି ଟଙ୍କା। ରୋହିତ କିଛି ବର୍ଷ ପୂର୍ବ ମୁମ୍ବାଇରେ ୩୦ କୋଟି ଟଙ୍କାର ଏକ ଫ୍ଲାଟ୍ ବି କିଣିଛନ୍ତି।

https://youtu.be/RBpNZtvHuwc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story