ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ରୋହିତ୍

ରାଞ୍ଚି: ଭାରତୀୟ କ୍ରିକେଟର ରୋହିତ୍ ଶର୍ମା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଘରୋଇ ମାଟିରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଆଭରେଜର ରେକର୍ଡ ଏବେ ରୋହିତଙ୍କ ନାଁରେ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ରୋହିତ୍ ଏହି କାରନାମା କରିଛନ୍ତି। ଏହି ମାମଲାରେ ସେ ୭୧ ବର୍ଷ ତଳେ ବ୍ରାଡମ୍ୟାନଙ୍କ ନାଁରେ ଥିବା ରେକର୍ଡକୁ ପଛରେ ପକାଇଛନ୍ତି। ବ୍ରାଡମ୍ୟାନ୍ ଘରୋଇ ମାଟିରେ ୯୮.୨୨ ହାରରେ ରନ୍ କରିଥିଲେ। କିନ୍ତୁ […]

rohit-1

rohit-1

Ranjit Kumar Jena
  • Published: Sunday, 20 October 2019
  • Updated: 20 October 2019, 08:40 PM IST

Sports

Latest News

ରାଞ୍ଚି: ଭାରତୀୟ କ୍ରିକେଟର ରୋହିତ୍ ଶର୍ମା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଘରୋଇ ମାଟିରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଆଭରେଜର ରେକର୍ଡ ଏବେ ରୋହିତଙ୍କ ନାଁରେ ହୋଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ରୋହିତ୍ ଏହି କାରନାମା କରିଛନ୍ତି। ଏହି ମାମଲାରେ ସେ ୭୧ ବର୍ଷ ତଳେ ବ୍ରାଡମ୍ୟାନଙ୍କ ନାଁରେ ଥିବା ରେକର୍ଡକୁ ପଛରେ ପକାଇଛନ୍ତି। ବ୍ରାଡମ୍ୟାନ୍ ଘରୋଇ ମାଟିରେ ୯୮.୨୨ ହାରରେ ରନ୍ କରିଥିଲେ। କିନ୍ତୁ ରୋହିତ୍ ୯୯.୮୪ ହାରରେ ରନ୍ କରି ନୂଆ ବିଶ୍ୱ ରେକର୍ଡ କରିଛନ୍ତି।

ଏହାସହ ରୋହିତ୍ କୌଣସି ଦ୍ୱିପାକ୍ଷିକ ସିରିଜରେ ସର୍ବାଧିକ ଛକାର ମଧ୍ୟ ବିଶ୍ୱ ରେକର୍ଡ କରିଛନ୍ତି । ସେ ଚଳିତ ସିରିଜରେ ୧୯ ଛକା ମାରିଛନ୍ତି। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜର ଶିମରନ୍ ହେଟମେୟର୍ ୨୦୧୮-୧୯ରେ ବାଂଲାଦେଶ ବିପକ୍ଷରେ ୧୫ ଛକା ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story