ତୃତୀୟ ଭାରତୀୟ ଭାବେ ଦିନିକିଆ ଓ ଟେଷ୍ଟରେ ଦ୍ୱିଶତକ ମାରିଲେ ରୋହିତ୍‌

ରାଞ୍ଚି: ଟିମ୍ ଇଣ୍ଡିଆ ଓପ୍ନର ରୋହିତ୍ ଶର୍ମା (୨୧୨) ରବିବାର ନିଜର ପ୍ରଥମ ଟେଷ୍ଟ ଦ୍ୱିଶତକ ମାରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଭାରତର ତୃତୀୟ ଏବଂ ବିଶ୍ୱର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଉଭୟ ଟେଷ୍ଟ ଓ ଦିନିକିଆରେ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ରୋହିତ୍ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ କ୍ରିସ୍ ଗେଲଙ୍କ ଏଲିଟ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ରୋହିତ୍ ଦିନିକିଆରେ ୩ଟି ଦ୍ୱିଶତକ ମାରିଛନ୍ତି। ଏପରିକି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କ […]

rs

rs

Ranjit Kumar Jena
  • Published: Sunday, 20 October 2019
  • Updated: 20 October 2019, 05:42 PM IST

Sports

Latest News

ରାଞ୍ଚି: ଟିମ୍ ଇଣ୍ଡିଆ ଓପ୍ନର ରୋହିତ୍ ଶର୍ମା (୨୧୨) ରବିବାର ନିଜର ପ୍ରଥମ ଟେଷ୍ଟ ଦ୍ୱିଶତକ ମାରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଭାରତର ତୃତୀୟ ଏବଂ ବିଶ୍ୱର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଉଭୟ ଟେଷ୍ଟ ଓ ଦିନିକିଆରେ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ରୋହିତ୍ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ କ୍ରିସ୍ ଗେଲଙ୍କ ଏଲିଟ୍ ଲିଷ୍ଟରେ ସାମିଲ୍ ହୋଇଛନ୍ତି। ରୋହିତ୍ ଦିନିକିଆରେ ୩ଟି ଦ୍ୱିଶତକ ମାରିଛନ୍ତି। ଏପରିକି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କ ନାଁରେ ୨୬୪ ରନର ବିଶ୍ୱ ରେକର୍ଡ ରହିଛି। ରୋହିତଙ୍କ ପୂର୍ବରୁ ସଚିନ, ସେହ୍ୱାଗ ଓ ଗେଲ୍ ଦିନିକିଆ ଓ ଟେଷ୍ଟରେ ମଧ୍ୟ ଦ୍ୱିଶତକ ମାରିଛନ୍ତି।

କେବଳ ଏତିକି ନୁହେଁ, ଦ୍ୱିତୀୟଥର ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନମାନେ କୌଣସି ଏକ ଟେଷ୍ଟ ସିରିଜରେ ତିନୋଟି ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଚଳିତ ସିରିଜର ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରୱାଲ ୨୧୫ ରନର ଇନିଂସ୍ ଖେଳିଥିବା ବେଳେ ବିଶାଖାପାଟଣାରେ କ୍ୟାପଟେନ୍ ବିରାଟ୍ କୋହଲି ଅପରାଜିତ ୨୫୪ ରନ୍ କରିଥିଲେ। ଏହା ପୂର୍ବରୁ ୧୯୫୫-୫୬ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜରେ ଭାରତ ପକ୍ଷରୁ ୩ଟି ଦ୍ୱିଶତକ ମରାଯାଇଥିଲା। ସେତେବେଳେ ବିନୁ ମାଙ୍କଡ୍ ଦୁଇଟି ଏବଂ ପଲି ଉମ୍ରିଗର ଗୋଟିଏ ଦ୍ୱିଶତକ ମାରିଥିଲେ।

ଅପରପକ୍ଷରେ ଚଳିତ ସିରିଜରେ ରୋହିତ୍ ମୋଟ ୫୨୯ ରନ୍ କରି ଆଉ ଏକ ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ କୌଣସି ସିରିଜରେ ସର୍ବାଧିକ ରନର ରେକର୍ଡ ଏବେ ରୋହିତଙ୍କ ନାଁରେ ରହିଛି। ଏହି ମାମଲାରେ ସେ ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ (୩୮୮ ରନ୍‌)ଙ୍କ ରେକର୍ଡ ଭାଙ୍ଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story