ଆଇପିଏଲ୍ ବିଜୟ ପରେ ମଉଜ ମୁଡ୍‌ରେ ରୋହିତ ଶର୍ମା

ମୁମ୍ବାଇ: ଆଇପିଏଲ୍‌ ସରିବା ପରେ ଏବେ ବିଶ୍ୱକପ୍‌ର ଚାପ। ତା’ ପୂର୍ବରୁ ଟିମ ଇଣ୍ଡିଆର ଯୋଦ୍ଧାମାନେ ଏବେ ଫୁରସତରେ ମାତିଥିବା ଦେଖିବାକୁ ମିଳୁଛି। କେହି କେହି ପରିବାରକୁ ସମୟ ଦେଉଥିବାବେଳେ ଆଉ କେହି ଛୁଟିରେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ସମୟ ବିତାଉଥିବା ନଜର ଆସୁଛନ୍ତି। ଏହି କ୍ରମରେ ରେକର୍ଡ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ମଧ୍ୟ ଆସନ୍ତା ବିଶ୍ୱକପ୍‌ କ୍ରିକେଟ ଯୁଦ୍ଧ ପୂର୍ବରୁ ଟିକିଏ ମଉଜମସ୍ତି କରିବାକୁ ପତ୍ନୀ ଓ […]

Rohit

Rohit

Subrat Kumar Nayak
  • Published: Friday, 17 May 2019
  • Updated: 17 May 2019, 10:21 PM IST

Sports

Latest News

ମୁମ୍ବାଇ: ଆଇପିଏଲ୍‌ ସରିବା ପରେ ଏବେ ବିଶ୍ୱକପ୍‌ର ଚାପ। ତା' ପୂର୍ବରୁ ଟିମ ଇଣ୍ଡିଆର ଯୋଦ୍ଧାମାନେ ଏବେ ଫୁରସତରେ ମାତିଥିବା ଦେଖିବାକୁ ମିଳୁଛି। କେହି କେହି ପରିବାରକୁ ସମୟ ଦେଉଥିବାବେଳେ ଆଉ କେହି ଛୁଟିରେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ସମୟ ବିତାଉଥିବା ନଜର ଆସୁଛନ୍ତି। ଏହି କ୍ରମରେ ରେକର୍ଡ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ମଧ୍ୟ ଆସନ୍ତା ବିଶ୍ୱକପ୍‌ କ୍ରିକେଟ ଯୁଦ୍ଧ ପୂର୍ବରୁ ଟିକିଏ ମଉଜମସ୍ତି କରିବାକୁ ପତ୍ନୀ ଓ ଝିଅଙ୍କୁ ଧରି ବିଦେଶ ଯାଇଛନ୍ତି।

ଗତ କିଛି ମାସ ହେଲା ବେଶ୍‌ ବ୍ୟସ୍ତ ରହିଥିବା ଭାରତୀୟ ଦଳର ଉପଅଧିନାୟକ ରୋହିତ ମାଲ୍‌ଡିଭ୍‌ସରେ ଛୁଟି କାଟୁଛନ୍ତି। ପତ୍ନୀ ରିତିକା ସଜ୍‌ଦେ ଏବଂ ଝିଅ ସମାରିଆ ମଧ୍ୟ ତାଙ୍କ ସାଥୀରେ ଅଛନ୍ତି।

ରୋହିତ ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ବେଶ୍‌ କିଛି ସୁନ୍ଦର ମୁହୂର୍ତ୍ତର ଫଟୋ ଶେୟାର କରିବା ସହ ହୃଦୟ ଛୁଆଁ ଷ୍ଟାଟସ୍ ଅପଡେଟ୍ ମଧ୍ୟ କରିଛନ୍ତି। ଏଥିରେ ସେ ମାଲ୍‌ଡିଭ୍‌ସର ମନୋରମ ଟୁରିଷ୍ଟ ସ୍ପଟର ଉଚ୍ଚ ପ୍ରଶଂସା କରିବା ସହିତ ପତ୍ନୀ ରିତିକାଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଭାବୁକ ହୋଇଯାଇଛନ୍ତି। ବିଶ୍ୱକପ୍‌ ପରି ଏକ ବଡ଼ ସିରିଜ୍‌ ପୂର୍ବରୁ ଏଭଳି ମଉଜମସ୍ତି ବେଶ୍‌ ସହାୟକ ହେବ ବୋଲି ମଧ୍ୟ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story