୯ହଜାର ରନ୍ କ୍ଲବରେ ରୋହିତ୍‌

ବେଙ୍ଗାଲୁରୁ: ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏଠାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ରୋହିତ୍ ଅନ୍ତର୍ଜାତୀୟ ୯ହଜାର ରନ୍ ପୂରଣ କରିଛନ୍ତି। ରୋହିତ୍ ୨୧୭ ଦିନିକିଆ ଇନିଂସରେ ଏହି କୀର୍ତ୍ତିମାନ ରଚିଛନ୍ତି। ରୋହିତ୍ ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୯ହଜାର ରନ୍ କରିଛନ୍ତି। ଏହି କ୍ଷେତ୍ରରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ଓ ବ୍ରାଏନ୍ […]

rohit-1

rohit-1

Ranjit Kumar Jena
  • Published: Sunday, 19 January 2020
  • Updated: 19 January 2020, 09:11 PM IST

Sports

Latest News

ବେଙ୍ଗାଲୁରୁ: ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏଠାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ରୋହିତ୍ ଅନ୍ତର୍ଜାତୀୟ ୯ହଜାର ରନ୍ ପୂରଣ କରିଛନ୍ତି। ରୋହିତ୍ ୨୧୭ ଦିନିକିଆ ଇନିଂସରେ ଏହି କୀର୍ତ୍ତିମାନ ରଚିଛନ୍ତି।

ରୋହିତ୍ ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୯ହଜାର ରନ୍ କରିଛନ୍ତି। ଏହି କ୍ଷେତ୍ରରେ ସେ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ଗାଙ୍ଗୁଲି ୨୨୮ ଇନିଂସରେ ୯ହଜାର ରନ୍ ପୂରଣ କରିଥିବା ବେଳେ ସଚିନ ୨୩୫ ଇନିଂସ୍ ଏବଂ ଲାରା ୨୩୯ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ଏହାଛଡ଼ା ରୋହିତ୍ ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆରେ ୯ହଜାର ରନ୍ କରି ମହମ୍ମଦ ଆଝାରୁଦ୍ଦିନ, ସଚିନ, ଗାଙ୍ଗୁଲି, ରାହୁଲ୍ ଡ୍ରାଭିଡ୍‌, ମହେନ୍ଦ୍ର ସିଂ ଧୋନି ଓ ବିରାଟ୍ କୋହଲିଙ୍କ କ୍ଲବରେ ସାମିଲ୍ ହୋଇଛନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ଦ୍ରୁତ ୯ହଜାର ରନ୍ କରିବାର ରେକର୍ଡ କୋହଲିଙ୍କ ନାମରେ ରହିଛି। କୋହଲି ମାତ୍ର ୧୯୪ ଇନିଂସରେ ୯ହଜାର ରନ୍ କରିଛନ୍ତି। ତାଙ୍କ ପରକୁ ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସ ୨୦୫ ଇନିଂସରେ ୯ହଜାର ପୂରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story