ଆଇପିଏଲ୍‌ -୯: ଆସନ୍ତାକାଲି ବାଙ୍ଗାଲୋର-ହାଇଦ୍ରାବାଦ ମୁକାବିଲା

ବେଙ୍ଗାଲୁରୁ: ଆଇପିଏଲର ନବମ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ ଆସନ୍ତାକାଲି ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏଥିରେ ଘରୋଇ ଦଳ ରୟାଲ ଚାଲେଞ୍ଜର ବାଙ୍ଗାଲୋର(ଆରସିବି)କୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ(ଏସ୍‌ଏଚ୍‌)। ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିବ ଦେଶୀ(ବିରାଟ କୋହଲି) ଓ ବିଦେଶୀ(ଡେଭିଡ୍‌ ମିଲର) ଅଧିନାୟକଙ୍କ ବ୍ୟାଟ୍‌ରୁ ଛକା ଆଉ ଚୌକା। ଉଭୟ ଦଳ ଏଠାରେ ପହଞ୍ଚି ଦୀର୍ଘ ସମୟ ଧରି  ଅଭ୍ୟାସ କରିଛନ୍ତି। ଆରସିବି ସମ୍ଭାବ୍ୟ ଦଳ: ବିରାଟ କୋହଲି(ଅଧିନାୟକ), ବରୁଣ ଆରୋନ୍‌, […]

RCB-vs-SRH-IPL-Match-LIVE

Rakesh Mallick
  • Published: Sunday, 10 April 2016
  • , Updated: 12 April 2016, 02:18 AM IST

ବେଙ୍ଗାଲୁରୁ: ଆଇପିଏଲର ନବମ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ ଆସନ୍ତାକାଲି ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏଥିରେ ଘରୋଇ ଦଳ ରୟାଲ ଚାଲେଞ୍ଜର ବାଙ୍ଗାଲୋର(ଆରସିବି)କୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ(ଏସ୍‌ଏଚ୍‌)। ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିବ ଦେଶୀ(ବିରାଟ କୋହଲି) ଓ ବିଦେଶୀ(ଡେଭିଡ୍‌ ମିଲର) ଅଧିନାୟକଙ୍କ ବ୍ୟାଟ୍‌ରୁ ଛକା ଆଉ ଚୌକା।

ଉଭୟ ଦଳ ଏଠାରେ ପହଞ୍ଚି ଦୀର୍ଘ ସମୟ ଧରି  ଅଭ୍ୟାସ କରିଛନ୍ତି।

ଆରସିବି ସମ୍ଭାବ୍ୟ ଦଳ: ବିରାଟ କୋହଲି(ଅଧିନାୟକ), ବରୁଣ ଆରୋନ୍‌, ଆବୁ ନାକ୍‌ ହିମ୍‌, ଏସ୍‌.ଅରବିନ୍ଦ, ସାମୁଏଲ ବଦ୍ରୀ,ଷ୍ଟୁଆର୍ଡ ବିନ୍ନି, ୱାଇ ଛାହାଲ୍‌,ଏବି ଡି ଭିଲର, ପ୍ରବୀଣ ଦୁବେ, କ୍ରିସ୍‌ ଗେଲ୍‌, ତ୍ରଭିସ୍‌ ହେଡ୍‌, ଇକ୍‌ବାଲ ଅବଦ୍ଦୁଲା, କେଦର ଯାଦବ, ଅକ୍ଷୟ କର୍ଣ୍ଣେୱାର, ଏସ୍‌. ଖାନ୍, ବିକ୍ରମଜିତ ମାଲିକ୍‌, ମନ୍ଦୀପ ସିଂହ,ଆଦାମ୍ ମିଲ୍‌ନେ, ହର୍ସଲ ପଟେଲ, ଲଖ୍‌ଶ ରାହୁଲ, ବି.ରସୁଲ, କେନ୍‌ ରିର୍ଚ୍ଚାର୍ଡସନ୍, ସଚୀନ ବବି, ମିଚେଲ ଷ୍ଟାକ୍‌, ବିକାଶ ଟୋକାଶ, ଶେନ୍‌ ୱାସଶନ୍‌ ଓଡେଭିଡ୍‌ ୱାସି।

ଏସ୍‌ଏଚ୍‌ ସମ୍ଭାବ୍ୟ ଦଳ: ଡେଭିଡ୍‌ ୱାର୍ଣ୍ଣର(ଅଧିନାୟକ), ଆଶିଷ ରେଡ୍ଡୀ, ରିକ୍କୀ ବୁଇ, ବିପୁଲ୍ ଶାର୍ମା, ଟ୍ରେଣ୍ଟ ବୋଉଲ୍ଟ, ବେନ୍‌ କଟିଂ, ଶିଖର ଧାୱନ୍, ଏମ୍‌.ହେନ୍ରିକ୍ୟୁ, ଦୀପକ୍‌ ହୁଡା, ସିଦ୍ଧାର୍ଥ କାଉଲ୍‌, ଭୁବେଶ୍ୱର କୁମାର, ଅଭିମନ୍ୟୁ ମିଥୁନ୍‌, ଇ.ମାର୍ଗନ୍,ମୁସ୍ତାଫିଜ୍ୟୁର ରେହମାନ୍‌, ଆଶିଷ ନେହେରା, ନମନ୍‌ ଓଝା, ବିଜୟ ଶଙ୍କର, କାର୍ଣ୍ଣ ଶର୍ମା, ବରିନ୍ଦ୍ରର ଶ୍ରାନ୍‌, ଟି.ସୁମାନ୍‌, ଆଦିତ୍ୟ ତାରେ, କେନ୍‌ ୱିଲିୟମସନ୍‌ ଓ ଯୁବରାଜ ସିଂହ।

Related story