ପଞ୍ଜାବକୁ ୨୧୯ ରନର ବଡ଼ ଟାର୍ଗେଟ ଦେଲା କେକେଆର

କୋଲକାତା: ରବିନ ଉଥାପ୍ପା ଓ ନୀତୀଶ ରାଣାଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଶେଷଭାଗରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଏଠାରେ ଖେଳାଯାଉଥିବା କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ଆଇପିଏଲର ଷଷ୍ଠ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୮ ରନ୍ କରିଛି। ଦଳ ପକ୍ଷରୁ ଉଥାପ୍ପା ସର୍ବାଧିକ ଅପରାଜୀତ ୬୭ (୫୦ ବଲ, ୬ ଚୌକା, ୨ ଛକା), ନୀତୀଶ ରାଣା ୬୩ (୩୪ ବଲ, ୨ ଚୌକା, […]

rana

rana

Ranjit Kumar Jena
  • Published: Wednesday, 27 March 2019
  • Updated: 27 March 2019, 09:51 PM IST

Sports

Latest News

କୋଲକାତା: ରବିନ ଉଥାପ୍ପା ଓ ନୀତୀଶ ରାଣାଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଶେଷଭାଗରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଏଠାରେ ଖେଳାଯାଉଥିବା କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ଆଇପିଏଲର ଷଷ୍ଠ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୧୮ ରନ୍ କରିଛି।

ଦଳ ପକ୍ଷରୁ ଉଥାପ୍ପା ସର୍ବାଧିକ ଅପରାଜୀତ ୬୭ (୫୦ ବଲ, ୬ ଚୌକା, ୨ ଛକା), ନୀତୀଶ ରାଣା ୬୩ (୩୪ ବଲ, ୨ ଚୌକା, ୭ ଛକା) ଓ ରସେଲ ମାତ୍ର ୧୭ ବଲରେ ୩ ଚୌକା ଓ ୫ ଛକା ସହ ୪୮ ରନ୍ କରିଛନ୍ତି। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ହରାଇଥିବା ପଞ୍ଜାବକୁ ଏହି ମ୍ୟାଚ ଜିତିବା ପାଇଁ ୨୦ ଓଭରରେ ୨୧୯ ରନ୍ କରିବାକୁ ପଡ଼ିବ।

ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ କିଙ୍ଗସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଘରୋଇ ଦଳ ପକ୍ଷରୁ କ୍ରିସ ଲିନ ଓ ସୁନୀଲ ନରିନ ଓପନ କରିବାକୁ ଆସିଥିଲେ। ଦଳର ସ୍କୋର ୩୪ ଥିବା ବେଳେ ଲିନ (୧୦)ଙ୍କୁ ମହମ୍ମଦ ଶାମି ଆଉଟ କରିଥିଲେ।

ଅନ୍ୟତମ ଓପ୍ନର ନରିନ ଦ୍ରୁତ ରନ କରିବା ପ୍ରୟାସରେ ନିଜ ୱିକେଟ ହରାଇ ବସିଥିଲେ। ସେ ୯ ବଲରେ ୧ ଚୌକା ଓ ୩ ଛକା ସହ ୨୪ ରନ କରି ହାର୍ଡସ ଭିଲଜୋଏନଙ୍କ ଶିକାର ହୋଇଥିଲେ। ଏହା ପରେ ଉଥାପ୍ପା ଓ ରାଣା ଦଳୀୟ ସ୍ଥିତିକୁ ସୁଧାରିଥିଲେ। ଦୁହେଁ ଧୀରେ ଧୀରେ ସ୍କୋରକୁ ଆଗକୁ ବଢ଼ାଇବା ସହ ତୃତୀୟ ୱିକେଟ୍ ପାଇଁ ୧୧୦ ରନର ପାର୍ଟନରଶିପ କରିଥିଲେ। ରାଣା ୨୮ ବଲରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ମାରିଥିଲେ।

ଏହା ପୂର୍ବରୁ ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୮ ରନର ଇନିଂସ ଖେଳିଥିଲେ। କେକେଆରର ସ୍କୋର ୬୩ ଥିବା ବେଳେ ରାଣାଙ୍କୁ ବରୁନ ଚକ୍ରବର୍ତ୍ତୀ ଆଉଟ କରିଥିଲେ। ହାଇଦ୍ରାବାଦ ବିପକ୍ଷ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିବା ଆନ୍ଦ୍ରେ ରସେଲ ପୁଣିଥରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ୨୦୦ ଅତିକ୍ରମ କରାଇଥିଲେ।

ରସେଲ ଓ ଉଥାପ୍ପା ଚତୁର୍ଥ ୱିକେଟ ପାଇଁ ୬୭ ରନ୍ ଯୋଡ଼ିଥିଲେ। ପଞ୍ଜାବ ପକ୍ଷରୁ ଶାମି, ବରୁନ, ଟାଇ ଓ ଭିଲଜୋଏନ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ। ଉକ୍ତ ମ୍ୟାଚରେ ପଞ୍ଜାବ ଦଳକୁ ଡେଭିଡ ମିଲର ଫେରିଥିବା ବେଳେ ସାମ କୁରାନଙ୍କ ସ୍ଥାନରେ ଭିଲଜୋଏନ ଓ ବରୁନ ଚକ୍ରବର୍ତ୍ତୀ ଖେଳିବାକୁ ସୁଯୋଗ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story