ଅଷ୍ଟ୍ରେଲିଆନ୍ ଓପନ୍‌: ଦ୍ୱିତୀୟ ରାଉଣ୍ଡରେ ସାଇନା

ସିଡ଼ନୀ: ସିଡ଼ନୀରେ ଚାଲିଥିବା ୭୫୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଦ୍ୱିତୀୟ ରାଉଣ୍ଡକୁ ଯାଇଛନ୍ତି ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ୍‌। ଅନ୍ୟପକ୍ଷରେ ଭାରତର ପି.ଭି ସିନ୍ଧୁ ପ୍ରାରମ୍ଭରୁ ହିଁ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପୁରୁଷ ଏକକ ବର୍ଗରେ କାଦମ୍ବି ଶ୍ରୀକାନ୍ତ ଓ ସମୀର ବର୍ମା ଦ୍ୱିତୀୟ ରାଉଣ୍ଡକୁ ଯାଇଛନ୍ତି।  ସାଇନା ୨୦୧୪ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଥିଲେ। ଆଜି ସେ ଜୋ ଲାଇଙ୍କୁ ୨୧-୧୦ […]

Saina Nehwal

Saina Nehwal

Rakesh Mallick
  • Published: Wednesday, 08 June 2016
  • Updated: 08 June 2016, 06:24 PM IST

Sports

Latest News

ସିଡ଼ନୀ: ସିଡ଼ନୀରେ ଚାଲିଥିବା ୭୫୦,୦୦୦ ଆମେରିକୀୟ ଡଲାର ବିଶିଷ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଦ୍ୱିତୀୟ ରାଉଣ୍ଡକୁ ଯାଇଛନ୍ତି ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ୍‌।

ଅନ୍ୟପକ୍ଷରେ ଭାରତର ପି.ଭି ସିନ୍ଧୁ ପ୍ରାରମ୍ଭରୁ ହିଁ ପରାଜୟର ସମ୍ମୁଖୀନ ହୋଇଛନ୍ତି।

ପୁରୁଷ ଏକକ ବର୍ଗରେ କାଦମ୍ବି ଶ୍ରୀକାନ୍ତ ଓ ସମୀର ବର୍ମା ଦ୍ୱିତୀୟ ରାଉଣ୍ଡକୁ ଯାଇଛନ୍ତି।  ସାଇନା ୨୦୧୪ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଥିଲେ। ଆଜି ସେ ଜୋ ଲାଇଙ୍କୁ ୨୧-୧୦ ୨୧-୧୪ରେ ପରାସ୍ତ କରିଛନ୍ତି।  ଆଗାମୀ ରାଉଣ୍ଡରେ ସେ ମାଲେସିଆର ଜିନ୍‌ ୱି ଗୋହଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story