ଇଣ୍ଡିଆ ଓପନରୁ ଓହରିଲେ ସାଇନା

ନୂଆଦିଲ୍ଲୀ: ଭାରତର ଶୀର୍ଷ ଶଟଲର ସାଇନା ନେହ୍ୱାଲ ପେଟଜନିତ ସମସ୍ୟା କାରଣରୁ ଇଣ୍ଡିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର ସୁପର-୫୦୦ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି। ସୋମବାର ୨୯ ବର୍ଷରେ ପଦାର୍ପଣ କରିଥିବା ସାଇନା ଯନ୍ତ୍ରଣା ସତ୍ତ୍ବେ ଅଲ ଇଂଲଣ୍ଡ ଚାମ୍ପିଅନଶିପ୍ ଖେଳିଥିଲେ। ଏହି କାରଣରୁ ସେ ଗତ ସପ୍ତାହରେ ସ୍ୱିସ ଓପନରୁ ବାଦ୍ ପଡ଼ିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଇଣ୍ଡିଆ ଓପନରୁ ଓହରିବା ନେଇ ସାଇନା ବୁଧବାର ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ)କୁ ସୂଚନା […]

saina

saina

Ranjit Kumar Jena
  • Published: Wednesday, 20 March 2019
  • Updated: 20 March 2019, 09:17 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଶୀର୍ଷ ଶଟଲର ସାଇନା ନେହ୍ୱାଲ ପେଟଜନିତ ସମସ୍ୟା କାରଣରୁ ଇଣ୍ଡିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର ସୁପର-୫୦୦ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି। ସୋମବାର ୨୯ ବର୍ଷରେ ପଦାର୍ପଣ କରିଥିବା ସାଇନା ଯନ୍ତ୍ରଣା ସତ୍ତ୍ବେ ଅଲ ଇଂଲଣ୍ଡ ଚାମ୍ପିଅନଶିପ୍ ଖେଳିଥିଲେ। ଏହି କାରଣରୁ ସେ ଗତ ସପ୍ତାହରେ ସ୍ୱିସ ଓପନରୁ ବାଦ୍ ପଡ଼ିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଇଣ୍ଡିଆ ଓପନରୁ ଓହରିବା ନେଇ ସାଇନା ବୁଧବାର ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ)କୁ ସୂଚନା ଦେଇଥିଲେ। ଏ ନେଇ ବିଏଆଇ ଅଧିକାରୀ କହିଛନ୍ତି, ଅଲ ଇଂଲଣ୍ଡ ଚାମ୍ପିଅନଶିପ ପରଠାରୁ ସାଇନା ସୁସ୍ଥ ହୋଇପାରି ନାହାନ୍ତି ଏବଂ ଏହି କାରଣରୁ ସେ ଇଣ୍ଡିଆ ଓପନରୁ ଓହିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ସାଇନା ୨୦୧୫ରେ ଇଣ୍ଡିଆ ଓପନ୍ ଟାଇଟଲ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story